ଭୂମିକା ଦାସଙ୍କ ସମ୍ପତ୍ତି କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ | ଏତେ କମ ବୟସରେ ଏତେ ସମ୍ପତ୍ତି

bhumiiika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ସବୁଠୁ କମ୍ ବୟସର ଅଭିନେତ୍ରୀ ଭୂମିକା ଦାସ୍ ଜାହାଙ୍କ ବୟସ କେବଳ 17 ବର୍ଷ ମାତ୍ର ଏତେ କମ୍ ବୟସ ରେ ବି ସେ ସଫଳତାର ବହୁତ ଗୁଡିଏ ସିଢି ଚଢି ସାରିଛନ୍ତି । ଆଜି ଆମେ ଏହି ଠାରେ ତାଙ୍କ ପରିବାର ତାଙ୍କ ସଂମ୍ପତୀ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଭୂମିକା ଙ୍କ ଜନ୍ମ 2003 ମସିହା ରେ ହୋଇ ଥିଲା । ଭୁବନେଶ୍ୱର ରେ ସେ ଶିଶୁ କଳାକାର ଭାବେ ପ୍ରଥମ ଓଡ଼ିଆ ଫିଲ୍ମ ରୁମକୁଝୁମାନା କରି ଥିଲେ । ଆଉ ତାଙ୍କର ଏହି ପ୍ରଥମ ଫିଲ୍ମ ପାଇଁ ସେ ଓଡ଼ିଶା ବେଷ୍ଟ ଫିଲ୍ମ ଆୱାର୍ଡ ପାଇ ଥିଲେ ।

bhum

ଏବଂ ପରେ ପରେ ସେ ଗପ ହେଲେ ବି ସତ ରେ କାମ କରି ଥିଲେ ଏବଂ 2017 ମସିହା ରେ ମୂଖ୍ୟ ଅଭିନେତ୍ରୀ ଭାବେ ଓଡ଼ିଆ ଫିଲ୍ମ କରି ଥିଲେ ତୁ ମୋ ଲଭ୍ ଷ୍ଟୋରୀ । ଏହି ଫିଲ୍ମ କରିବା ବେଳେ ସେ ନବମ ଶ୍ରେଣୀ ରେ ପାଠ ପଢୁ ଥିଲେ । ସେହି ସମୟରେ ସେ ହିରୋ ନଂ 1 ମଧ୍ୟ କରି ଥିଲେ ବାବୁସାନ୍ ଙ୍କ ସହିତ । ପରେ ସେ ମେଟ୍ରୀକ୍ ରେ 97 ପ୍ରତିଶତ ରଖି ଆଶ୍ଚର୍ଯ୍ୟ କରି ଦେଇ ଥିଲେ ଏବଂ ଓଡ଼ିଆ ଫିଲ୍ମ କୁ ଆସିବା ପୂର୍ବ ରୁ ଅର୍ଚ୍ଚିତା ଦାସ୍ ଙ୍କ ପରି ଓଡିଶୀ ଡେନ୍ସର ରହି ଥିଲେ ।

bhumika

ତାଙ୍କ ବାପା ଙ୍କ ନାମ ହେଲା ପ୍ରଶାନ୍ତ ଦାସ୍ ଏବଂ ମାଆ ଙ୍କ ନାମ ତୃପ୍ତି ଦାସ୍ । ଏବଂ ତାଙ୍କର ଛୋଟ ଭାଇ ମଧ୍ୟ ରହିଛି ତାଙ୍କର ସଫଳତା ର ଶ୍ରେୟ ସବୁ ବେଳେ ସେ ତାଙ୍କ ପରିବାର କୁ ଦେଇ ଥାନ୍ତି । ତେବେ ଏହା ପରେ ତାଙ୍କର ସଂମ୍ପତୀ ବିଷୟ ରେ ଜାଣିବା ଭୂମିକା ଦାସ୍ ବହୁତ ଗୁଡିଏ ବ୍ରାଣ୍ଡ ର ପ୍ରୋମସନ୍ କରି ଥାନ୍ତି । ତଥା ତାଙ୍କର ଭୁବନେଶ୍ୱର ରେ ବହୁତ ବଡ ଆଲିସାନ୍ ଘର ରହିଛି । ଏବଂ ଗୋଟିଏ କାର୍ ମଧ୍ୟ ରହିଛି ସେ ପ୍ରତି ଓଡ଼ିଆ ଫିଲ୍ମ କରିବା ପାଇଁ 5 ରୁ 10 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି । ଏ ପର୍ଯ୍ୟନ୍ତ ତାଙ୍କର ମୋଟ୍ ସଂମ୍ପତୀ ଆକଳନ ହୋଇଛି କି 50 ରୁ 70 ଲକ୍ଷ ମଧ୍ୟ ରେ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *