କଣ ଆପଣଙ୍କ ଘରେ ବି ଅଛି ତୁଳସୀ ଗଛ , ତେବେ ହୋଇ ଜାଆନ୍ତୁ ସାବଧାନ

tullss

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ , ବନ୍ଧୁଗଣ ଏହି ସବୁ କଥା ର ଆପଣ ମାନେ ଟିକିଏ ଧ୍ୟନ ରଖନ୍ତୁ ଆପଣ ମାନଙ୍କ କାର୍ଯ୍ୟରେ ସୁଫଳତା ମିଳିବ । ଆପଣ ମାନେ ଜାଣି ଥିବେ ଶାସ୍ତ୍ରରେ ତୁଳସୀ ର ଗଛ କୁ ବହୁତ ପୂଜନୀୟ ଏବଂ ଦେବୀ ଙ୍କ ଦରଜା ଦିଆ ଜାଇଛି । ଏବଂ ଏହି ତୁୂଳସୀ ଗଛ କୁ ଘରେ ଲଗେଇବା ବହୁତ ହିତ କାରୀ ବୋଲି ମନା ଯାଏ । ସେମିତିରେ ଏହି ଗଛ କୁ ହିନ୍ଧୁ ଧର୍ମରେ ଆମେ ମାନେ ପୂଜା କରି ଥାନ୍ତି ଏବଂ ସେହି ପରି ବେଳେ ତୁଳସୀ ଚଉରା ବି ଏହା ପାଇଁ ବନେଇ ଥାଉ ।

tulsi

ହେଲେ ଆପଣ ମାନଙ୍କ ଘରେ ଯଦି ତୁଳସୀ ଗଛ ରହିଛି ଏବଂ ସେହି ପୂଜା କରିବା ପରେ କିଛି ଦିନ ପରେ ସୁଖି ଗଲେ କଣ କରା ଯିବ ଏହି ବିଷୟ ରେ କେବେ ଜାଣିଛନ୍ତି କି । ଯଦି ନା ତେବେ ଆମେ ଆପଣ ମାନଙ୍କୁ କହିବୁ । ତେବେ ଶାସ୍ତ୍ର ଅନୁସାରେ ଏହି ତୁଳସୀ ଗଛ ସଞୀବନି ବୁଟି ର ସମାନ ମନା ଯାଏ । ବରଂ ଏହାକୁ କେବେ ବି ଚୋବାଇ ଖାଇବା କଥା ନୁହେଁ ଏହାକୁ ଗିଳି ଦେବା ଦରକାର । ଏହି ଥି୍ରେ ବହୁତ ଔଷଧୀୟ ଗୁଣ ବି ରହିଛି ।

ଯେଉଁ ଠାରେ କୈଣସି ବି ପ୍ରକାରର ରୋଗ କୁ ଏବଂ ସେହି ସବୁ କୁ ନିସ୍କ୍ରୀୟ କରିବା ରେ ସମର୍ଥ ହୋଇ ଥାଏ । ଏହି ଗଛ ଘରେ ଲଗେଇଲେ ବାତାବରଣ ପବିତ୍ର ହୋଇ ଥାଏ । ଯଦି ଆପଣ ମାନଙ୍କ ଘରେ ଏହି ତୁଳସୀ ଗଛ ରହିଛି ଏବଂ ତାହା ଏବେ ବହୁତ ପରିମାଣ ରେ ଝଡିବାରେ ଲାଗିଛି ।ତେବେ ଏହା ଆପଣ ମାନଙ୍କ ପାଇଁ କୈଣସି ବିପଦର ସଂଙ୍କେତ ହୋଇ ଥାଏ ।

tulsi-tree

ଏବଂ କେବେ ଯଦି ଆପଣ ମାନଙ୍କ ଘରେ ଏହି ତୁଳସୀ ଗଛ ସଂମ୍ପର୍ଣ୍ଣ ସୁଖି ଯାଏ । ତେବେ ଆପଣ ମାନେ କେବେ ବି ଏହି ଗଛ କୁ ଏଣେ ତେଣେ ପକାନ୍ତୁ ନାହିଁ । ଏହାକୁ ଆପଣ ମାନେ ସମୂୂଦ୍ର ତଥା ନଇ ଆଦି ରେ ବିଶର୍ଜନ କରିବା ଦରକାର । ତେବେ ଆପଣ ମାନଙ୍କ ପରିବାର ଉପରେ ଏହା ଭଲ ପ୍ରଭାବ ପଡେ ନଚେତ୍ ଏମିତି କରିବା ଆପଣ ମାନଙ୍କ ପାଇଁ ବହୁତ ପସ୍ତେଇବା ବଳି ସଂଙ୍କଟ ହୋଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *