ପତଳା ଝିଅଙ୍କୁ ବିବାହ କଲେ କଣ କଣ ଫାଇଦା ହୋଇଥାଏ ?

patala

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମ ଦେଶରେ ବିବାହ ଗୋଟିଏ ପବିତ୍ର ବନ୍ଧନ ବୋଲି ମନା ଜାଇ ଥାଏ ଏବଂ ଏଠାରେ ଜାହାଁଙ୍କୁ ଥରେ ବିବାହ କରା ଜାଇ ଥାଏ ତା ସହିତ ସଂମ୍ପର୍ଣ୍ଣ ଜିବନ କଟାଇବା ପାଇଁ ପଡି ଥାଏ । ଯଦି ଆମେ ବିବାହ ର କଥା କହିବା ତେବେ ଯୁବକ ମାନଙ୍କ ମନରେ ସବୁ ସମୟରେ ଏହି ଧାରଣା ରହି ଥାଏ କି, ସେ ଯେବେ ବି କୈଣସି ଝିଅ ଙ୍କୁ ବିବାହ କରିବେ ସେ ଯେମିତି ପତଳା ହୋଇ ଥାଉ । ଏବଂ ଦେଖିବା ପାଇଁ ଯେମିତି ବହୁତ ସୁନ୍ଦର ଲାଗନ୍ତୁ କିନ୍ତୁ ଏମିତି ନୁହେଁ କି ପ୍ରତ୍ୟେକ ଲୋକ ମାନଙ୍କୁ କେବଳ ପତଳା ଝିଅ ହିଁ ପସନ୍ଦ ଆସି ଥାଏ । ଏମିତି ବି କିଛି ଯୁବକ ମାନେ ରହିଥାନ୍ତି । ଯେଉଁ ମାନେ ପତଳା ଝିଅ ଙ୍କୁ ବିବାହ କରିବା ଏବଂ ତାଙ୍କ ସହିତ ସଂସାର କରିବା ପାଇଁ ପସନ୍ଦ କରନ୍ତି ।

women

ସେହି ପରି ଭାବେ ବହୁତ ସମୟ ରେ ଝିଅ ମାନଙ୍କୁ ବି ଦେଖା ଜାଇ ଥାଏ ତାଙ୍କ ପରି ହିଁ ପତଳା ଯୁବକ ଙ୍କୁ ବିବାହ କରିବା ପାଇଁ ପସନ୍ଦ କରନ୍ତି ।ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆମେ କହିବୁ କି ପତଳା ଝିଅ ମାନଙ୍କୁ ବିବାହ କରିବାର ର କଣ ସବୁ ଫାଇଦା ରହି ଥାଏ । ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରତ୍ୟେକ ଯୁବକ ଙ୍କୁ ପତଳା ଝିଅ ଙ୍କୁ ହିଁ ବିବାହ କରିବା ଦରକାର କାରଣ ପତଳା ଝିଅ ମାନଙ୍କୁ ବିବାହ କରିବାର ବହୁତ ଗୁଡ଼ିଏ ଫାଇଧା ମିଳି ଥାଏ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି ଏହି ପାଇଦା ଗୁଡ଼ିକ କଣ କଣ ।

ପ୍ରଥମେ ପତଳା ଝିଅ ଙ୍କୁ ବିବାହ କରିବା ପରେ ବହୁତ ଗୁଡ଼ିଏ ଖର୍ଚ୍ଚ କମ୍ ହୋଇ ଥାଏ । ପତଳା ଝିଅ ମାନଙ୍କର କପଡା ରେ କୈଣସି ବି ଖର୍ଚ୍ଚ ହୋଇ ନ ଥାଏ । ସେ କେତେ ବେଳେ ବି ନିଜ ପତି ଙ୍କୁ ଏହି ବିଷୟ ରେ ଡିମାଣ୍ଡ କରନ୍ତି ନାହିଁ । ହଁ କେହି କେହି ବି ଏମିତି ଡିମାଣ୍ଡ କରି ଥାନ୍ତି ଯେଉଁ ଥିରେ ଖର୍ଚ୍ଚ ବି ସେମାନଙ୍କର ଖର୍ଚ୍ଚ ବଢି ଥାଏ । ହେଲେ ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କୁ ଖୁସୀ ରେ ରଖିଥାନ୍ତି ଏବଂ ହୃଦୟ ରୁ ସଂମ୍ପର୍ଣ୍ଣ ସଫା ହୋଇ ଥାନ୍ତି ।

girl2

ଏମାନେ ସବୁ ବେଳେ ନିଜ ସହିତ ନିଜ ପରିବାର ର କେୟାର ନିଅନ୍ତି । ଏମାନଙ୍କୁ ନେଇ କେବେ ବି ବିଶେଷ ଭାବେ ବୈବାହିକ ଜିବନ ରେ ଅସୁବିଧା ଦେଖା ଦିଏ ନାହିଁ । ତେବେ ଫ୍ରେଣ୍ଡ ସବୁ ବେଳେ ବିବାହ କରିବା ପାଇଁ ପତଳା ଝିଅ ଙ୍କୁ ହିଁ ବାଛନ୍ତି । ଆପଣ ମାନଙ୍କ ରୋମାନ୍ସ ଜିବନ ରେ ଖୁସୀ ଭରି ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *