ଖାଉଛନ୍ତି କି ( ଆଳୁ ) – ଭୟଙ୍କର କଥା ଜାଣନ୍ତୁ |

POTATO-VEG

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଆଳୁକୁ ସବୁ ଖାଦ୍ୟ ରେ ବ୍ୟବହାର କରା ଜାଇ ଥାଏ । ତେବେ ସେହି ପରି ବେଳେ ଏହି ଆଳୁ ର ବହୁତ ପରିମାଣ ରେ ଔଷଧୀୟ ଗୁଣ ମାନ ବି ରହି ଥାଏ । ବହୁତ ଲୋକ ମାନେ ଆଳୁ ର ସେବନ କରନ୍ତି ନାହିଁ । ହେଲେ ସେମାନେ କେବେ ବି ଜାଣି ନାହାଁନ୍ତି କି ଆଳୁ ଦ୍ୱାରା ଆପଣ ମାନଙ୍କୁ କେଉଁ ସବୁ ଫାଇଦା ମିଳି ପାରେ । ଏହି ଆଳୁ ରେ ଫସଫରସ୍ , ଜିଙ୍କ୍ , ମେଗ୍ନେସିୟମ୍ , ପର୍ଯ୍ୟାପ୍ତ ମାତ୍ରା ରେ ରହି ଥାଏ । ଏହା ଆମ ସ୍ୱାସ୍ଥ କୁ ଭଲ ରଖିବା ସହିତ ଶରୀର କୁ ସୁନ୍ଦର ରଖି ଥାଏ ।

POTAT

ଏହି ଥି୍ରେ ଥିବା କାର୍ବୋ ହାଇଡ୍ରେଡ୍ ଏବଂ ପ୍ରୋଟିନ୍ ଗ୍ଲୋକଜ୍ ରେ ପରିଣତ ହୋଇ ଆମ ଶରୀର କୁ ସଂମ୍ପର୍ଣ୍ଣ ମାତ୍ରା ରେ ଶକ୍ତି ଯୋଗାଇ ଥାନ୍ତି । ଆଳୁ ରେ ଥିବା ଭିଟାବିନ୍ ମିନେରାଲ ଆମ ର ହାର୍ଟ କୁ ସୁରକ୍ଷିତ ରଖି ଥାଏ । ସେହି ପରି ବେଳେ ଏହା ଆମର ମସ୍ତିସ୍କ ର ବିକାସ ରେ ସହାୟକ ହୋଇ ଥାଏ । ଏହା ଆମର ମାଇଣ୍ଡ କୁ ହାଲିଆ ହେବାରୁ ରକ୍ଷା କରେ । ସେହି ପରି କ୍ଷେତ୍ର ରେ ଏହା ଅଣ୍ଠା ହାଡ ଏବଂ ବାତ ଆଦି ରୁ ମୁକ୍ତି ଦେଇ ଥାଏ । ଆଳୁ ରେ ଥିବା ଭିଟାମିନ୍ , ମେଗ୍ନେସିୟମ୍ , କ୍ୟଲସିୟମ ଆମର ଦେହ ରେ ଥିବା ହାଡ କୁ ଶକ୍ତ କରି ବାତ ଆଦି ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ଦେଇ ଥାଏ ।

ଅନ୍ୟ ପଟରେ ଦେଖିଲେ ଏହା ଆମର କୋଲଷ୍ଟ୍ରଲ କୁ ସଂମ୍ପର୍ଣ୍ଣ ଭାବେ କମ୍ କରି ରଖିବାରେ ଏହି ଆଳୁ ର ବହୁତ ବଡ ଭୂମିକା ରହିଛି । ସେହି ପରି ଭାବେ ବ୍ଲପ୍ଡପ୍ରେସର କୁ ବି ଏହା ବହୁତ ପରିମାଣ ରେ ସଠିକ୍ କରି ରଖି ଥାଏ । ଆଳୁ ଭିଟାବିନ୍ ସି ର ଶ୍ରୋତ ଅଟେ ଜାହା ଏଣ୍ଟି ଅକ୍ସିଡେଣ୍ଟ ର କାର୍ଯ୍ୟ କରେ । ତେବେ ସେହି ପରି ବେଳେ ଆପଣ ମାନଙ୍କ କ୍ୟନସର ଭଳି ସମସ୍ୟା ରୁ ବହୁତ ମାତ୍ରା ରେ ଏହା ଆପଣ ମାନଙ୍କୁ ସୁରକ୍ଷା ଦେଇ ଥାଏ ।

POTATO

ପ୍ରତି ଦିନ ଯଦି ଆପଣ ମାନେ ଆଳୁ ର ସେବନ କରୁଛନ୍ତି । ତେବେ ଆପଣ ମାନଙ୍କ ପାଚନ ତନ୍ତ୍ର ବହୁତ ପରିମାଣ ରେ ସଠିକ୍ ରହିଥାଏ । ଏବଂ କେବେ ଆପଣ ମାନଙ୍କୁ ପେଟ ରୋଗ ଏବଂ ବଦହଜ୍ମି ଭଲି ସମସ୍ୟା କେବେ ବି ଦେଖିବା ପାଇଁ ମିଳେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *