ବାତ୍ୟା ଅପଡେଟ : ଓଡିଶାର ଏହି ସବୁ ଜିଲ୍ଲାକୁ ରହିଛି ବିପଦ , ଆପଣଙ୍କ ଜିଲ୍ଲା ନାହିଁ ତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟ ରେ କୋରନା ଯେଉଁ ପରି ଭାବେ ବଢି ବଢି ଯାଉଛି ଏହା ସମସ୍ତ ଙ୍କ ମନ ରେ କେଉଁଠୀ ନା କେଉଁଠୀ ଉଦ୍ବେଗ ପ୍ରକାଶ କରୁଛି । ସଂଖ୍ୟା ଯେତେ ବେଳେ 672 ରେ ପହଁଚିଛି । ତେବେ ସେହି ପରି କ୍ଷେତ୍ର ରେ ସୁସ୍ଥ ଙ୍କର ସଂଖ୍ୟା 166 ରେ ପହଁଚିଛି ହେଲେ ଏହି ମଧ୍ୟରେ ପୁଣି ଯେଉଁ ଗୋଟିଏ ସଂଙ୍କଟ ଆସି ପହଁଚିଛି । ଜାହା ଓଡ଼ିଶା ଆଡକୁ ଆସି ପାରେ ବା ନ ଆସି ବି ପାରେ । ବର୍ଷ 2020 ରେ ପ୍ରଥମ ବାତ୍ୟା ହେଉଛି ଆମ୍ଫାନ୍ । ଜାହା ଆଜି ଅସ୍ତିତ୍ୱ କୁ ଆସିବ । ଏହି ବାତ୍ୟା ଅତି ଭିଷଣ ରୂପ ନେବାର ଆସଂକା ରହିଛି ।

batyy

ଏହି ବାତ୍ୟା ର ନାମ ଆମ୍ଫାନ୍ ରଖା ଯାଇଛି । କିନ୍ତୁ ଏହି ବାତ୍ୟା ର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ ଏ ନେଇ କୌଣସି ସଠିକ୍ ତଥ୍ୟ ମିଳି ନାହିଁ । ଅଧିକାଂଶ ମଡେଲ ଅନୁସାରେ ଏହା ଓଡ଼ିଶା ର ସ୍ଥଳ ଭାଗ କୁ ଛୁଇଁ ନପାରେ କିନ୍ତୁ ଏହା ର ପ୍ରଭାବ ଉପକୂଳ ବର୍ତି ଅଞ୍ଚଳ ମାନଙ୍କ ରେ ରହିବ । ଆଉ କିଛି ଙ୍କ କହିବା ଅନୁସାରେ ଓଡ଼ିଶା ରେ ଏହା ର ପ୍ରଭାବ ରହିବ ନାହିଁ । ତେବେ ଯଦି ବାତ୍ୟା ୧୮ – ୨୦ ତାରିଖ ଜାଏ ହୁଏ ତେବେ ୧୯ ତାରିଖ ଦିନ ଏହା ର ପ୍ରଭାବ ରେ ଓଡ଼ିଶା ରେ ପ୍ରବଳ ବର୍ଷା ସହିତ ପବନ ବହିବାର ଆଶଙ୍କା ରହିଛି । ଏହା ମଧ୍ୟ ଯେ ଏହା ୨୦ ତାରିଖ ଦିନ ସ୍ଥଳ ଭାଗ ଛୁଇଁବ ।

BATYAAA

ଏହି ବିଷୟ ରେ ଭାରତ ସରକାର ଙ୍କ ମଡେଲ ଏଁଶିଓଏମ୍ ଅନୁସାରେ ଏହା ଆନ୍ଧ୍ରପ୍ରଦେଶ ର ଉତ୍ତର ଉପକୂଳ ଓ ଏହା ର ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ଭୂ ଭାଗକୁ ମଧ୍ୟ ଛୁଇଁ ପାରେ। ଏନେଇ ଆମେରିକାର ମଡେଲ ଏନ୍‌ସିଇପି କହୁଛି, ‌ଏହା ବାଂଲାଦେଶର ପୂର୍ବ ଉପକୂଳରେ ଚିଟାଗଙ୍ଗ ସହର ପାଖାପାଖି ସ୍ଥାନରେ ସ୍ଥଳ ଭାଗ ସ୍ପର୍ଶ କରିବ। ତେବେ ଭାରତୀୟ ପାଣିପାଗ ବିଭାଗର ଜିଏଫ୍‌ଏସ୍‌ ମଡେଲ କହୁଛି  ।

ଏହା ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ମଧ୍ୟରେ ସ୍ପର୍ଶ କରିପାରେ। ଭାରତୀୟ ପାଣିପାଗର ମଡେଲ ଜିଇଏଫ୍ଏସ୍‌ କହୁଛି ଯେ ଏହା ଓଡ଼ିଶା କୁ ଘଷି ହୋଇ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଯିବାର ଆଶଂକା ରହିଛି। ଆକ୍ୟୁୱେଦର କହୁଛି ଯେ ଏହା ଉତ୍ତର ବଙ୍ଗୋପସାଗରର ମୁଣ୍ଡରେ ଥିବା ବାଂଲାଦେଶର ସୁନ୍ଦରବନ ଆଡ଼େ ଯିବାର ସମ୍ଭାବନା ରହିଛି।

BATYA

ଏହି ସମୟ ରେ ରାଜ୍ୟ ରେ ଉପକୂଳ ବର୍ତ୍ତି ଜିଲ୍ଲା ଯେମିତି ମାଲକାନଗିରି , ରାୟଗଡା , କୋରାପୁଟ୍ , ଗଜପତି , ଗଞାମ୍ , ଏବଂ ପୁରୀ ଆଦି ରେ 18 ମେ ଠାରୁ ଯଥେଷ୍ଟ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଏହା ସହିତ ଗୋଟିଏ ଦୁଇଟି ସ୍ଥାନ ରେ ପ୍ରବଳ ରୁ ପ୍ରବଳ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଅଂଞ୍ଚଳ ପାଇଁ 19 ବେଳ କୁ ଅରେଞ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହି ପରି ବେଳେ ଆମେ ଯଦି ପବନ ର ବେଗ ବିଷୟ ରେ କହିବା ତେବେ 18 ତାରିଖ ବେଳ କୁ 45 ରୁ 55 କିଲୋମିଟର ବହିବ ଜାହା ସର୍ବାଧିକ ଭାବେ 65 ରୁ ଛୁଇଁ ପାରେ । ଏବଂ 19 ତାରିଖ ବେଳ କୁ ପବନ ର ବେଗ 65 ରୁ 75 କିଲୋମିଟର ମଧ୍ୟ ରେ ବହିବ ।

Leave a Reply

Your email address will not be published. Required fields are marked *