ଏବେ ଚାଷୀଙ୍କୁ ମୋଦି ସରକାର ଦେବେ 50 ହଜାର ଟଙ୍କା , ଜାଣନ୍ତୁ କିପରି ଆପଣ ପାଇ ପାରିବେ

50000

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ଆପଣ ମାନେ ଏବେ ଏବେ ଏହି କଥା ଜାଣି ଥିବେ ଏହି ସମୟରେ ସରକାର ପର୍ଯ୍ୟାବି ବହୁସ୍ଥରୀୟ ସହାୟତା ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟିର ସମନ୍ବିତ ପ୍ୟାକେଜ ଘୋଷଣା କରିଛନ୍ତି । ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ ଘୋଷଣାରେ ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ଋଣ, ଡିସକମ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ପ୍ରୋତ୍ସାହନ, ଟିଡ଼ିଏସ ହ୍ରାସ ଆଦି ଉପରେ ଫୋକସ କରାଯାଇଥିଲା ।

Modifarmer

ଦ୍ବିତୀୟ ପର୍ଯ୍ୟାୟ ଘୋଷଣା ଅବକାଶରେ କୃଷି ଉପରେ | ଗୁରୁତ୍ବାରୋପ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମନ । ଦେଶାନ୍ତରୀ ଶ୍ରମିକ, ଠେଲା ଦୋକାନୀ, କ୍ଷୁଦ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି 9ଟି ବିଷୟ ଉପରେ ଗୁରୁତ୍ବାରୋପ କରାଯାଇଛି । ଏବଂ ଏହି ମଧ୍ୟ ରେ ଆପଣ ମାନଙ୍କୁ 50 ହଜାର ଟଙ୍କା ମଧ୍ୟ ମିଳି ପାରିବ ବହୁତ ଜଲ୍ଦି ଏହା ପାଇଁ ଆପଣ ମାନଙ୍କୁ କେବଳ ଗୋଟିଏ ଚାଷୀ ହୋଇ ଥିବା ଦରକାର ଏବଂ ଏହି ଟଙ୍କା କୁ ପାଇବା ପାଇଁ ହେଲେ ଆପଣ ମାନଙ୍କୁ ଯେକୈଣସି ବ୍ୟଙ୍କ ମାଧ୍ୟମ ରେ ହିଁ ନେବାକୁ ପଡିବ ।

ସେହି ପାଇଁ ସେହି ବ୍ୟଙ୍କ ରେ ଗୋଟିଏ ଆକାଉଣ୍ଟ ଖୋଲିବା ପାଇଁ ପଡିବ । ଏବଂ ଯେତେ ସବୁ କୃଷକ ମାନେ ଏହିଥି ପାଇଁ ଇଲିଜିବୁଲ ହେବେ ତେବେ ସେମାନେ ଆପ୍ଲାୟ କରି ପାରିବେ । ତା ଛଡା ଆପଣ ମାନଙ୍କୁ Identity proof-Voter ID card / PAN card / Passport / Aadhaar card / Driving License etc,Address proof: Voter ID card / Passport / Aadhaar card / Driving license etc ଦେବାକୁ ପଡିବ ।

modi2

ଏହା ପରେ ଆପଣ ମାନେ ଯେକୈଣସି ବି ବ୍ୟଙ୍କ ର ଅଫିସିଆଲ ୱେବସାଇଟ୍ କୁ ଜାଇ ଆପଣ ମାନେ ସେଠାରେ କିସାନ୍ କ୍ରିଡିଟ୍ କୁ ଆପ୍ଲାୟ କରିବା ପାଇଁ ଫର୍ମ କୁ ଡାଉନଲୋର୍ଡ କରନ୍ତୁ । ଏବଂ ସେହି ଫର୍ମ କୁ ପୂରଣ କରନ୍ତୁ । ଆପଣ ମାନେ ଯଦି ଅନ୍ୟ ବ୍ୟଙ୍କ ରେ ଆପ୍ଲାୟ କରିବା ପାଇଁ ଚାହାଁନ୍ତି ତେବେ ନିଜର ବ୍ରାଉଜର ରେ kisan credit card apply federal bank ସର୍ଚ୍ଚ କରନ୍ତୁ । ସେଠାରେ ପ୍ରଥମ ଲିଙ୍କ୍ କୁ ଜାଇ ପାରିବେ ବା ଆପଣ ମାନେ ଡାଇରେକ୍ଟ ବ୍ୟଙ୍କ ସହିତ ଦେଖା କରି ବି ଆପଣ ମାନେ ଏହାକୁ ଆପ୍ଲାୟ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *