ଲକ ଡାଉନ ସମୟରେ ଏହି ମହାନ କାର୍ଯ୍ୟ କଲେ ଅସୀମା ପଣ୍ଡା

aseemaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡ ରେ ରାଜ କରୁ ଥିବା ଫିମେଲ୍ ସିଙ୍ଗର ଅସିମା ପଣ୍ଡା ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ । ତେବେ ବର୍ତନମାନ ସମୟରେ ସେ କିଛି ନିଆରା ହୋଇ ଜାଇଛନ୍ତି ଏବଂ ଲୋକ ମାନଙ୍କୁ ସାହାଯ୍ୟ ର ହାତ ମଧ୍ୟ ବଢାଉଛନ୍ତି । ଏବଂ ଲୋକ ମାନଙ୍କ ପ୍ରତି ତାଙ୍କର ଭଲ ପାଇବା କିଛି ଅଧିକ ହୋଇଛି । କଣ ଆପଣ ମାନେ ଏହି କଥା କୁ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଅସୀମା ପଣ୍ଡା ବର୍ତମାନ ସମୟ ରେ ଢେଙ୍କାନାଳ ଜିଲ୍ଲା ରେ ଜଙ୍ଗଲ ମଧ୍ୟ ରେ ଫସି ରହି ଥିବା ଲୋକ ମାନଙ୍କୁ ସେ ଖାଦ୍ୟ ସାମଗ୍ରୀ ଯୋଗେଇ ଦେଇଛନ୍ତି ।

aseema

ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଗଞାମ୍ ଜିଲ୍ଲା ର ବଜରଙ୍ଗୀ ଫେନକ୍ଲବ୍ ରେ ମେମ୍ବର ମାନଙ୍କ ସହିତ ମିଶି ସୁଖିଲା ଖାଦ୍ୟ ସାବୁନ ବ୍ରସ୍ ପେଷ୍ଟ ଇତ୍ୟାଦି ଲୋକ ମାନଙ୍କୁ ପ୍ରଦାନ କରି ଥିଲେ ଓଲିଉଡ ର ସିଙ୍ଗର ଅସୀମା ପଣ୍ଡା ଏବଂ ସେ ଲୋକ ମାନଙ୍କ ମଧ୍ୟରେ ସୃଷ୍ଟି କରି ଥିଲେ ଗୋଟିଏ ଅଲଗା ହିଁ ନିଆରି ଅନ୍ଦାଜ୍ । ଏବଂ ସେଠାରେ ସେ ଲୋକ ମାନଙ୍କୁ ତାଙ୍କ ତରଫ ରୁ କିଛି ଦାନ କରିବା ପାଇଁ କହି ଥିଲେ ।

aseemma

ଏହି ପରି ରୂପ ତାଙ୍କୁ ଦେଖି ଅସୀମା ପଣ୍ଡା ଙ୍କ ସବୁ ଫେନ୍ ମାନେ ସଂମ୍ପର୍ଣ୍ଣ ଭାବେ ଖୁସୀ ହୋଇ ଜାଇ ଥିଲେ । ଏବଂ ତାଙ୍କୁ ମଧ୍ୟ ଭଲପାଇବା ଓଜାଡୀ ଦେଇ ଥିଲେ । ସେଠାରେ ଅସୀମା କହି ଥିଲେ କି ସେ ଜିବନ ରେ କିଛି କରିବା ପାଇଁ ଚାହାଁନ୍ତି ତେବେ ଏହି ପରି କ୍ଷେତ୍ର ରେ ତାଙ୍କୁ ଏମିତି କିଛି କାମ ମିଳିଲେ ସେ ନିଶ୍ଚିତ ଭାବେ ଖୁସୀ ହେବେ । ତେବେ ବନ୍ଧୁଗଣ ଆପଣ ମାନେ ଅସୀମାଙ୍କର ଏମିତି କିଛି କାମ କୁ ଦେଖି କେମିତି ନିଜର ଅନ୍ଦାଜ୍ ରଖୁଛନ୍ତି । ଏବଂ ଆପଣ ମାନଙ୍କୁ ଅସୀମା ଙ୍କର ଗୀତ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *