ଅରନ୍ଦୀମ କହିଲେ ମୁଁ ଭୟବତୀ , ଜଣନ୍ତୁ କଣ ପାଇଁ ଏମିତି କହିଲେ ଅରିନ୍ଦମ

arindamm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଦେଶରେ କେଉଁ ପରି ଭାବେ ପରିସ୍ଥିତି ରହିଛି ସେହି ବିଷୟ ରେ ଆପଣ ମାନେ ଜାଣି ଥିବେ ସେମିତିରେ ବର୍ତମାନ ସମୟ ରେ କେନ୍ଦ୍ର ସରକାର ଙ୍କ ଅନୁରୋଧ କ୍ରମେ 21 ଦିନ ର ଲକ୍ ଡାଉନ୍ ଅବଧି କୁ ଅଧିକ ଦିନ ପାଇଁ ବଢେଇ ଦେବା ପାଇଁ ଅନୁରୋଧ ହୋଇଛି । ସେମିତି ସମୟ ରେ ଏହି ସବୁ କୁ ନେଇ ଆଜି ଆମ ଓଲିଉଡ ଇଣ୍ଡଷ୍ଟ୍ରୀ ସୁପର ଷ୍ଟାର ଅରବିନ୍ଦମ୍ ରୟ ଜାହା କହିଛନ୍ତି । ସେହି ବିଷୟ ରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଚାହିଁବୁ ।

arind

ତେବେ କହିବୁ କି । ସେ ଏହି ଦିନ ରେ କହିଛନ୍ତି କି ବହୁତ ଲୋକ ମାନଙ୍କୁ ମୋଟେ ବି ଅଭ୍ୟାସ ନ ଥିବ ଘରେ ରହିବାର । ଯେମିତି ଖଟିଖିଆ ଲୋକ ମାନେ ବା କର୍ମି ମାନେ । ମୁଁ ଜାଣିଛି ବହୁତ କଷ୍ଟ ସେମାନଙ୍କ ପାଇଁ କି ସେମାନେ ଘରେ ରହିବେ ହେଲେ ମୁଁ ଅନୁରୋଧ କରୁଛି କି ସେମାନେ ସବୁ ଘରେ ନିଶ୍ଚିତ ଭାବେ ରୁହନ୍ତୁ । ଏବଂ କହିବୁ କି ଆମ ପାଇଁ ଆମର ଭବିଷ୍ୟତ ପାଇଁ ଏବଂ ଆମର ପରିବାର ଲୋକ ମାନଙ୍କ ପାଇଁ ଯଦି ଆମେ ମାନେ କିଛି ଦିନ ଘରେ ରହି ବି ଯାଉ ତେବେ କିଛି ବି କ୍ଷେତି ହେବ ନାହିଁ । ତେବେ ଏଠାରେ ପଟିକୁଲାରଲୀ ସେ କଟକ ଭାଈ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି । ଏବଂ ସମସ୍ତ ଙ୍କୁ ଟିକିଏ ଏବଂ କିଛି ଦଦିନ ପାଇଁ କେବଳ ସଜାଗ ରହିବା ପାଇଁ ସେ ଅନୁରୋଧ କରିଛନ୍ତି ।

କାରଣ ଏବେ ପର୍ଯ୍ୟନ୍ତ ଯେମିତି ଭାବେ କୋରନା ବ୍ୟାପିବାରେ ଲାଗିଛି ଆଗାମୀ ସମୟ ରେ ସେହି ସବୁଟା ବହୁତ ଭୟଙ୍କର ହୋଇ ପାରେ ତେବେ ତା ପୂର୍ବ ରୁ ଆମ ମାନଙ୍କୁ ଏହି ସବୁ କୁ ରୋକିବା ପାଇଁ ପଡିବ । ସେହି ପରି ବେଳେ ସେ ସିନିୟର ସିଟିଜନ୍ ଙ୍କୁ ବି ଅନୁରୋଧ କରିଛନ୍ତି ଯେଉଁ ମାନଙ୍କର ଇୟୁମିନିଟି ଟିକିଏ କମିଜାଇଛି ସେମାନଙ୍କୁ ଏହି ଭାଇରସ ନିଶ୍ଚିତ ଭାବେ ଆଫେକ୍ଟ କରିୁଛି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ସେମାନଙ୍କ ପାଇଁ ଏହି କଥା କୁ ଟିକିଏ ଧ୍ୟନ ଦିଅନ୍ତୁ ଏବଂ ଆପଣ ମାନେ କେତେ ବେଳେ ବି ଘରୁ ବାହାର କୁ ବାହାରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ମାସ୍କ ର ବ୍ୟବହାର କରନ୍ତୁ ।

arindomm

ଏବେ ସରକାର ତ ସଂମ୍ପର୍ଣ୍ଣ ଓଡ଼ିଶା ବାସୀ ଙ୍କୁ ମାସ୍କ ପିନ୍ଧିବାର ଅବଗତ କରେଇଛନ୍ତି । ସେମିତି ରେ ସେ ଏହି କଥା ବି କହିଛନ୍ତି କି ତାଙ୍କର କଥା କୁ ସମସ୍ତେ ମାନିବା ପାଇଁ ସେ ଅନୁରୋଧ ମଧ୍ୟ କରୁଛନ୍ତି । ଏବଂ ଆପଣ ମାନଙ୍କୁ ଯତେ ବେଳେ କାଶ ବା ଛିଙ୍କ ଲାଗିବ ସେହି ସବୁ କାହା ଉପରେ କେମିତି ନ ପଡିବ ସେହି ଉପରେ ନିଶ୍ଚିତ ଭାବେ ସାବଧାନ ହେବା ଦରକାର । ବୋଲି ସେ କହିଛନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *