କରୋନା ପାଇଁ ଏତେ ଟଙ୍କାର ସାହାର୍ଯ୍ୟର ହାତ ବଢେଇଲେ ଓଡିଆ ହିରୋ ଅର୍ଧେନ୍ଦୁ

ardhendu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନରେ କୋରନା ଚାଲିଛି ଆପଣ ମାନେ ଜାଣି ଥିବେ ତେବେ ଏହି ସବୁ ମୁକାବିଲା ପାଇଁ ବହୁତ କଳାକାର ମାନେ ଏହି ଦିନ ରେ ସରକାର ଙ୍କୁ ହାତ ବଢାଉ ଥିବା ବେଳେ ଏମିତି ମଧ୍ୟରେ ଏମିତି ବି ବହୁତ କଳାକାର ମାନେ ଦେଖିବା ପାଇଁ ମିଳୁଛନ୍ତି । ଯେଉଁ ମାନେ ଲୋକ ମାନଙ୍କୁ ସାହାଯ୍ୟ କରିବା ସହିତ ନିଜେ ରନ୍ଧା ଖାଦ୍ୟ ଆଦି ଯୋଗେଇ ଦେବାର କାର୍ଯ୍ୟ ରେ ବର୍ତମାନ ସମୟ ରେ ଲାଗିଛନ୍ତି ।

arddh

ସେହି ପରି କ୍ଷେତ୍ର ରେ ଏବେ ଓଲିଉଡ ର ବଡ ବଡ କଳାକାର ମାନେ ଲୋକ ମାନଙ୍କ ସାହାଯ୍ୟ କରିବା ସହିତ ସେମାନେ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ଫଣ୍ଟ୍ କୁ ସାାହାଯ୍ୟ ମଧ୍ୟ କରୁଛନ୍ତି ଜାହା ଫଳ ରେ ସାଧାରଣ ଲୋକ ମାନେ ସାହାଯ୍ୟ ହୋଇ ପାରନ୍ତୁ । ସେମିତି ରେ ଆପଣ ମାନେ ଆମର ଓଲିଉଡ ର ସୁପର ଷ୍ଟାର ଅର୍ଦ୍ଧେନ୍ଦୁ ଙ୍କୁ ଏବଂ ତାଙ୍କ ପତ୍ନୀ ପଲ୍ଲବୀ ଙ୍କୁ ଜାଣି ଥିବେ ଏହି ଦିନ ରେ ଏମାନେ ଦୁହେଁ ରାଜ୍ୟ ଲୋକ ମାନଙ୍କ ସେବା ଏବଂ ସରକାର ଙ୍କୁ ଏହିଥି ପାଇଁ କିଛି ପରିମାଣ ରେ ସାହାଯ୍ୟ କରିବା ପାଇଁ ସେମାନେ ବାହାରି ଆସିଛନ୍ତି ।

ardhh

ତେବେ ପୂର୍ବ ରୁ ମଧ୍ୟ ଅର୍ଦ୍ଧେନ୍ଦୁ ବହୁତ ସମାଜ ସେବା କରିବାର ନଜର ଆସିଛନ୍ତି । ବର୍ତମାନ ସମୟ ରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି । ତେବେ ଏହି ଦିନ ରେ ଦୁହେଁ ମିଶିି କୋରନା ପରିସ୍ଥିତିି ର ମୁକାବିଲା କରିବା ପାଇଁ ଏହି ଦିନ ରେ ସରକାର ଙ୍କ ଫଣ୍ଟି କୁ ସାହାଯ୍ୟ ର ହାତ ବଢେଇଛନ୍ତି । ତେବେ ବର୍ତମାନ ସମୟ ରେ ସାଧାରଣ ଲୋକ ମାନଙ୍କୁ ସାହାଯ୍ୟ କରିବା ସହିତ ମୂଖ୍ୟ ମନ୍ତ୍ରୀ ଙ୍କ ରିଲିଫଫ୍ ଫଣ୍ଟ୍ କୁ ସେ 3 ଲକ୍ଷ ଟଙ୍କା ର ସାହହାଯଯ୍ୟୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ସବୁ ଫୋଟ କୁ ଅର୍ଦ୍ଧେନ୍ଦୁ ଙ୍କ ସ୍ତତ୍ରୀ ପଲ୍ଲବୀ ନିଜର ସୋସିଆଲ ମିଡ଼ିଆ ରେ ସେୟାର କରି ଥିଲେ । ଏବଂ ସେ ଅର୍ଦ୍ଧେନ୍ଦୁ ଙ୍କ ପାଇଁ ବହୁତ ଗର୍ବିତ ବୋଲି ଲେଖି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *