ଅର୍ଚ୍ଚିତାଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ଅଧିକ

archhita-sahuu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଠାରେ ଆମେ ଆପଣ ମାନଙ୍କୁ ଅର୍ଚ୍ଚିତା ସାହୁଙ୍କ ବିଷୟ ରେ କିଛି ରୋଚକ କଥା ତଥା ଆପଣ ମାନେ ଆଜି ଯାଏ ଯେଉଁ ସବୁ କଥା କୁ ଜାଣି ନାହାଁନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଅର୍ଚ୍ଚିତା ସାହୁ ଓଲିଉଡ କୁ ଆସିବା ପୂର୍ବ ରୁ ସେ ଓଡ଼ିଶା ର ଜଣେ ବହୁତ ଭଲ କ୍ଲାସିକାଲ ଡେନ୍ସର ଥିଲେ । ଆପଣ ମାନେ ଜାଣି ଥିବେ ନା ନାହିଁ ଯାଣୁ ନାହିଁ । ହେଲେ ସେ ଓଡ଼ିଶୀ ରେ ନଂ ୱାନ୍ ଡେନ୍ସର ରହି ଥିଲେ ।

archita-sahu

କାହିଁକି ନା ସେ 6 ବର୍ଷ ବୟୟସ ରୁ ହିଁ ଓଡ଼ିଶୀ ଡେନ୍ସ କରୁଛନ୍ତି । ଆଉ ସେ 2005 ମସିହା ରେ ହିଁ ଓଲିଉଡ ରେ ପାଦ ଦେଇ ଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଲା ଓ ମାଇ ଲଭ୍ । ତାଙ୍କର ତିନୋଟି ଫିଲ୍ମ ଆକାଶେ କି ରଙ୍ଗ ଲାଗିଲା , ବାବୁ ଆଇ ଲଭ୍ ୟୁ , ଏବଂ ମୁଁ ଏକା ତୁମର ବହୁତ ହିଟ୍ ହୋଇ ଥିଲା । କେବଳ ଏତିକି ନୁହେଁ ସେ ଆମ ଓଡ଼ିଶା ପାଇଁ ବହୁତ ସୁନାମ ଅର୍ଜନ କରିଛନ୍ତି । ଯେ୍ମିତି କି 2013 ମସିହା ରେ ମିଶ୍ ଫେମନା ଆୱାର୍ଡ ସହିତ ମିଶ୍ ଟେଲେଣ୍ଟେଡ୍ ମିସ୍ ଷ୍ଟାଇଲିସ୍ ହେୟାର ର ପଦବୀ ଜିତି ଥିଲେ ।

ବର୍ତମାନ ର ବୟସ ହେଲା 27 ବର୍ଷ ତାଙ୍କର ଓଜନ 55 କିଲୋ ଏବଂ ତାଙ୍କର ହାଇଟ୍ ହେଲା 5 ଫୁଟ୍ 9 ଇଞ୍ଚ୍ । ଅର୍ଚ୍ଚିତା ସାହୁ ଙ୍କ ପାଖରେ 55 ଲକ୍ଷ ଟଙ୍କାର ର ଗୋଟିଏ BMW କାର୍ ରହିଛି । ଏହା ସହିତ ତାଙ୍କ ପାଖରେ ଗୋଟିଏ ଭଲ ଆଲିସାନ୍ ଘର ରହିଛି । ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ନେଇ ଥାନ୍ତି । ସେ 2005 ରୁ ଆଜି ଯାଏ ମୋଟ୍ 35 ଟି ଫିଲ୍ମ କରି ସାରିଛନ୍ତି ।

architaa

ଆଉ ଓଡ଼ିଶା ରେ ତାଙ୍କର ଫେନ୍ ସବୁଠୁ ଅଧିକ ଅଛନ୍ତି । ସେ ଓଡ଼ିଶା ର ସବୁଠୁ ଚର୍ଚିତ ଅଟନ୍ତି । ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତେ ଟଙ୍କା ନିଅନ୍ତି ଏମିତି କେହି ହିରୋଇନ୍ ନିଅନ୍ତି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *