75 ବର୍ଷୀୟ ମାଉସୀ ନାଚରେ ଆର୍ଚୀତାଙ୍କୁ ଦେଲେ ହରେଇ , ଦେଖନ୍ତୁ ଭିଡିଓ

archittaa

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବର୍ତମାନ ସମୟରେ କୋରନା ର ସ୍ଥିତି ରହିଛି ଆପଣ ମାନେ ଏହି କଥା ନିଶ୍ଚିତ ଭାବେ ଜାଣି ଥିବେ ଏହି ଦିନରେ ଲକଡାଉନ୍ ଚାଲି ଥିବାରୁ ଏବେ ଘରେ ଲୋକ ମାନଙ୍କ ପାଖରେ ବି ବହୁତ ସମୟ ରହିଛି । କି ସେମାନେ ଘରେ ରହି ବହୁତ କିଛି କରି ପାରିବେ । ସେମିତି କ୍ଷେତ୍ରରେ ଲୋକ ମାନେ ସୋସିଆଲ ମିଡ଼ିଆ ର ବ୍ୟବହାର କରିବା ହିଁ ବିଷେଶ ଭାବେ ପସନ୍ଦ କରୁଛନ୍ତି । ଏମିତି ମଧ୍ୟରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ଓଲିଉଡ ଅଭିନେତ୍ରୀଙ୍କ ବିଷୟ ରେ କହିବୁ ଜାହାଙ୍କ ବିଷୟରେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏମିତି କିଛି ଭାଇରଲ ହେବାରେ ଲାଗିଛି ।

archii

ଆମେ ଆପଣ ମାନଙ୍କୁ ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ କଥା କହୁଛୁ । ଯେ କି ବର୍ତମାନ ସମୟ ରେ ଘରେ ରହି ଥିବା ବେଳେ କିଛି ଦିନ ତଳେ ମାନେ ଯେତେ ବେଳେ ଲକଡାଉନ ର ସ୍ଥିତି ରହି ନ ଥିଲା ସେହି ସମୟ ରେ ସେ ଗୋଟିଏ ଷ୍ଟେଜ୍ ସୋ ପାର୍କ ଉତ୍ସବ ରେ ଯୋଗ ଦାନ କରି ଥିଲେ । ଏବଂ ସେଠାରେ ସେ ଯୋଗ ଦାନ କରିବା ସମେତ ସେ ଗୋଟିଏ 75 ର୍ଷ ର ମାଆ ଙ୍କ ସହିତ ଡେନ୍ସ କରୁ ଥିବାର ର ବି ଦେଖିବା ପାଇଁ ମିଳି ଥିଲେ ।

architaa

ଏମିତି ରେ ଏହି ଦିନ ରେ ଲକଡାଉନ୍ ସ୍ଥିତି ରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏବଂ ଲୋକ ମାନେ ଅର୍ଚ୍ଚିତା ସାହୁ ଙ୍କ ସହିତ ସେହି ବୁଢୀ ଲୋକ ଙ୍କ ଡେନ୍ସ ଦେଖିବା ପାଇଁ ବହୁତ ପସନ୍ଦ କରୁ ଥିବା ବେଳେ ସେମାନେ ଏହି ଭିଡ଼ିଓ କୁ ଏବେ ସୋସିଆଲ ମିଡ଼ିଆ ରେ ଏଣେ ତେବେ ସେୟାର କରିବା ରେ ଲାଗିଛନ୍ତି ।

ତେବେ ଆପଣ ମାନେ ବି ଏହି ଭିଡ଼ିଓ କୁ ୟୁଟିୟୁବ୍ ରେ ପାର୍କ ଉତ୍ସବ ନାମ ରେ ସର୍ଚ୍ଚ କରିଲେ ଆପଣ ମାନେ ସେମାନଙ୍କ ଡେନନ୍ସ ବା ଆପଣ ମାନେ ଏହାକୁ ଟିକଟକ୍ ରେ ନିଶ୍ଚିତ ଭାବେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *