ମାଗଣା ଲାଇଫ ଇନ୍ସୁରେନ୍ସ ମିଳୁଛି ଦେଖନ୍ତୁ କେମିତି ପାଇ ପାରିବେ ଆପଣ ଏହି ସୁବିଧା…..।

airtel-insur

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟରନେଟ ର ବ୍ୟବହାର କରୁ ଥିବେ । ଏବଂ ଏହା ପାଇଁ ଆପଣ ମାନେ ରିଚ୍ଚାର୍ଜ ମଧ୍ୟ କରୁ ଥିବେ । ସେମିତି ବେଳେ ଆଜି ଆପଣ ମାନଙ୍କ ପାଇଁ କିଛି ବେଷ୍ଟ ପ୍ଲାନ ନେଇ କରି ଆସିଛୁ ଯେଉଁ ଥିରେ ଆପଣ ମାନେ ରିଚାର୍ଜ କରିବା ସହିତ ଆପଣ ମାନେ ଏଠାରେ ମଜା ଉଠେଇ ହିଁ 4 ଲକ୍ଷ ପର୍ଯ୍ୟନ୍ତ ଇନସୁରାନ୍ ନେଇ ପାରିବେ । ସେମିତି ରେ ଆସନ୍ତୁ ଏହି ପ୍ଲାନ କଣ ରହିଛି ସଂମ୍ପର୍ଣ୍ଣ ଭାବେ ଜାଣିବା ।

airt

ଏହି ଦିନ ରେ ଭାରତୀୟ ଏୟାରଟେଲ କମ୍ପାନୀ ନିଜର ଇୟଜର ମାନଙ୍କୁ ଯୋଡିବା ପାଇଁ ନିଜର ଡାଟା ସହିତ ଏବଂ କଲିଂ ସହିତ ସେମାନଙ୍କୁ ଜିବନ ବିମା ଦେଉ ଥିବାର ଦେଖିିବା ପାଇଁ ମିଳିଛି । ଯେଉଁ ଥିରେ ଆଜି ଯାଏ ଖେଉଁ କମ୍ପାନୀ ଦେଉ ନାହିଁ । ଯଦି ଆପଣ ମାନେ ଏୟାରଟେଲ ର 179 ମାନେ ଏହି ପ୍ଲାନ ରେ ଆପଣ ମାନେ ମାସ କୁ ରିଚାର୍ଜ କରୁଛନ୍ତି । ତେବେ କମ୍ପାନୀ ଏହି ରିଚାର୍ଡ ଉପରେ ଆପଣ ମାନଙ୍କୁ 2 ଲକ୍ଷ ପର୍ଯ୍ୟନ୍ତ ଜିବନ ବୀମା ଦେବାର ସୁବିଧା ରଖିଛି । ଏବଂ ତା ସହିତ ଅନଲିମିଟେଡ କଲିଂ ର ସୁବିଧା ତଥା 1.5 gb ଡାଟା ଏବଂ 100 SMS ଦେବ । ଏବଂ ଭେଲିଡିଟି 28 ଦିନ।

ସେହି ପରି ବେଳେ ଦ୍ୱତୀୟ ରେ ଆପଣ ମାନଙ୍କୁ କହିବୁ ନିଶ୍ଚିତ ଭାବେ ଏୟାରଟଟେଲ ର 279 ର ପ୍ଲାନ୍ ରେ ଆପଣ ମାନଙ୍କୁ 4 ଲକ୍ଷ ଟଙ୍କା ର ଜିବନ ବିମା ନିଶ୍ଚିତ ଭାବେ ଆପଣ ମାନେ ପାଇ ପାରିବେ । ଯଦି ଆପଣ ମାନେ ଭାବୁଛନ୍ତି ଆପଣ ମାନେ ଏହି ବିମା କୁ କେମିତି ନେଇ ପାରିବେ ତେବେ କହୁବୁ କି ମୋଟେ ବି ଟେୱସନ ନାହିଁ ଆପଣ ମାନେ ରିଚାର୍ଜ କରିବା ମାତ୍ରେ ଆପଣ ମାନଙ୍କୁ ମେସେଜ୍ ଆସି ଯିବ । ଏବଂ ତା ସହିତ ଅନଲିମିଟେଡ କଲିଂ ର ସୁବିଧା ତଥା 1.5 gb ଡାଟା ଏବଂ 100 SMS ଦେବ । ଏବଂ ଭେଲିଡିଟି 28 ଦିନ।

airtt

ଏବଂ ଆଗାମୀ ପ୍ଲାନ୍ ରେ ରହିଛିି 349 ଟଙ୍କା ଏଥିରେ ଆପଣ ମାନଙ୍କୁ 2 gb ଡାଟା ସହିତତ ଆମାଜନ ପ୍ରାଇମ ରେ ଫ୍ରୀ ସବ୍ସକୃବସନ ଫ୍ରୀ ମିଳିବ । ଏହା ସହିତ ଆପଣ ମାନଙ୍କୁ ଉଙ୍କ୍ ମିୟୁଜିକ୍ ତା ସହିତ ଏୟାରଟେଲ ଏକ୍ସଟ୍ରୀମ୍ ର ବି ପ୍ଲାନ ବି ଆପଣ ମାନଙ୍କୁ ନିଶ୍ଚିତ ଭାବେ ମିଳିବ । ଏବଂ ଏଠାରେ ବି ଆପଣ ମାନଙ୍କୁ ପ୍ଲାନ ବ୍ୟଧତା 28 ଦଦିନ ହିଁ ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *