ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ବୋଧ ହୁଏ ଜାଣି ନ ଥିବେ ଗତ ଦୁଇ ମାସ ହେବ ଅନୁଭବ ମହାନ୍ତି ଦିଲ୍ଲୀ ରେ ଫସି ରହି ଥିଲେ । ସେ ଲକଡାଉନ୍ ଯୋଗୁଁ ହିଁ ଓ଼ଡ଼ିଶା କୁ ଫେରି ପାରି ନ ଥିଲେ । ହେଲେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଗତ କାଲି ପ୍ରଥମ ଫ୍ଲାଇଟ୍ ରେ ଓଡ଼ିଶା କୁ ଫେରିଛନ୍ତି ଅନୁଭବ ମହାନ୍ତି । ତେବେ କେନ୍ଦ୍ରାପଡା ର ସାଶଂଦ ଦିଲ୍ଲୀ ରେ ରହିବା ନେଇ ଲୋକ ମାନେ ବହୁତ ଗୁଡ଼ିଏ କଥା ବାର୍ତ୍ତା ହେଉ ଥିବା ବେଳେ ବହୁତ ଲୋକ ମାନେ ଏମିତି ବି କଥା ହେଉ ଥିଲେ କି ବାହାରୁ ସମସ୍ତ ଲୋକ ମାନେ ଆସି କ୍ୱାରେନଟାଇମ୍ ସେଣ୍ଟର ରେ ରହୁ ଥିବା ବେଳେ ସେ ସେହି ପରି ଭାବେ କ୍ୱାରେନଟାଇମ୍ ରେ ରହିବେ କି ନାହିଁ ସେହି ବିଷୟ ରେ ନେଇ ବହୁତ ପରିମାଣ ରେ ଆଲୋଚନା ହେଉ ଥିଲା ।
ହେଲେ ଏମିତି ସବୁ ସୋସିଆଲ ମିଡ଼ିଆ ର କଥା କୁ ସେ ସଂମ୍ପର୍ଣ୍ଣ ଭାବେ ଭୁଲ ବୋଲି ପ୍ରମାଣିତ କରେଇ ଦେଇ ଥିବାର ଦେଖିବା ପାଇଁ ମିଳିଛି ସରକାର ଙ୍କ ଏହି ସବୁ କଥା କୁ ମାନି ସେ କ୍ୱାରେନଟାଇମ୍ ସେଣ୍ଟର ରେ ରହିବେ ବୋଲି ସୂଚନା ଦେଇ ଥିଲେ । ହେଲେ ବର୍ତମନ ପର୍ଯ୍ଯନ୍ତ ସେ କେଉଁଠୀ ରହିଛନ୍ତି ଏବଂ କଣ କରୁଛନ୍ତିୁ ସେହି ବିଷୟ ରେ କେହି ବି ଜାଣି ନାହାଁନ୍ତି । ଏହି ସବୁ ନେଇ ନ୍ୟୁଜ୍ ଚେନ୍ନାଲ ତାଙ୍କୁ ପଚାରି ଥିଲେ ସେଠାରେ ସେ ଜବାବ୍ ଦେଇ ଥିଲେ ସେ ଦିଲ୍ଲୀ ରହି ମଧ୍ୟ ବହୁତ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବା ସହିତ କେନ୍ଦ୍ରାପଡା ର ଶ୍ରମିକ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।
ଏବଂ କେନ୍ଦ୍ରପଢା ବାସୀ ଙ୍କ ସମସ୍ତ ସୁବିଧା ଏବଂ ସହଯୋଗ କରିବା ପାଇଁ ମୁଁ ପୁଣି ଥରେ ଓଡିଶା ଫେରି ଆସି ଥିବାର ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।