10 ମେ ପରେ ପରେ ବଦଳି ଯ଼ିବ ଏହି ସବୁ ରାଶିର ଭାଗ୍ୟ

10-may

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 7 ତାରିଖ ରେ ପୂର୍ଣିମା ରହି ଥିବା ବେଳେ ଏହା ବୈଶାଖ ପୂର୍ଣିମା ବୋଲି ଆପଣ ମାନେ ଜାଣି ଥିବେ ଯେଉଁଟା କି ବର୍ଷ ରେ ସବୁଠୁ ବଡ ଏବଂ ମହତ୍ୱ ପୂର୍ଣ୍ଣ ବୋଲି ଜଣା ଯାଏ । ମାନ୍ୟତା ରହିଛି କି ଏହି ଦିନ ରେ ଭଗବାନ ଗୈତମ ବୁଦ୍ଧ ଙ୍କର ଜନ୍ମ ହୋଇ ଥିଲା । ଏହିଥି ପାଇଁ ସେହି ଦିନ ରେ ବୁଦ୍ଧ ଜୟନ୍ତି ବି ମନା ଯାଏ । ସେହି ପରି ବେଳେ ଏହି ତିଥି କୁ ଭଗବାନ ବିଷ୍ଣ ଏବଂ ମାତା ଲକ୍ଷ୍ମୀ ଙ୍କ ପ୍ରିୟ ତିଥି ବି ମନା ଜାଇ ଥାଏ । କାହିଁକି ନା ଏମିତି କୁହା ଯାଏ କି ଏହି ଦିନ ରେ ହିଁ ଭଗବାନ ଶ୍ରୀ କୃଷ୍ଣ ସୁଦାମା ଙ୍କ ସହିତ ମିଶି ଥିଲେ । ଏହି ଦିନ ରେ ଆପଣ ମାନେ ଯଦି ସନ୍ଧ୍ୟା ସମୟ ରେ ମାତା ତୁଳସୀ ଙ୍କ ପଖରେ ତେଲ ର ଦ୍ୱୀପ ଜଳାନ୍ତି ତେବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଶ୍ରୀ କୃଷ୍ଣ ଏବଂ ମାତା ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ମିଳିବ ।

sani

ହେଲେ ଏହାର ଠିକ ତିନି ଦିନ ପରେ ଅର୍ଥାଥ ମେ 10 ତାରିଖରେ ଗ୍ରହ ଗୁଡିକ ର ଏକ ବିଶେଷ ଚଳନ ହେଉଛି,  ଏହି ଦିନ ରେ ବୁଧ ଗ୍ରହ ନିଜର ରାଶି ପରିବର୍ତନ କରିବା ପାଇଁ ଯାଉଛନ୍ତି । ଏହି ସମୟ ରେ ବୁଧ ଗ୍ରହ ମେଷ ରାଶି ରୁ ବୃଷ ରାଶି କୁ ଯିବାକୁ ଯାଉଛନ୍ତି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ମହାସଂଯୋଗ କିଛି ରାଶି ର ଲୋକ ମାନଙ୍କ ପାଇଁ ମହତ୍ୱ ପୂର୍ଣ୍ଣ ଅବଧି ବନାଉଛନ୍ତି । ତେବେ ଆମେ କହିବୁ କି ଆପଣ ମାନେ ଯଦି ଏହି ଦିନ ରେ ଶିକ୍ଷା ,ଚାକିରୀ , ଏବଂ ବ୍ୟପାର ଆଦି ରେ କରା ଜାଇ ଥିବା ପ୍ରାୟାଶ ରେ ଆପଣ ମାନେ ନିଶ୍ଚିତ ଭାବେ ଶଫଳ ହେବେ ।

ଏହି ସମୟ ରେ ହେଉ ଥିବା ପରିବର୍ତନ ଆପଣ ମାନଙ୍କ ପାଇଁ ବହୁତ ଖାସ୍ ରହିବ । ଏହି ଦିନ ରେ ଆପଣ ମାନଙ୍କ ଜିବନ ରେ ଆସୁ ଥିବା ସବୁ ଅସୁବିଧା ର ସେଷ ହେବ ।ଏବଂ ଆପଣ ମାନଙ୍କ ସମାଜ ରେ ମାନ ସମ୍ମାନ ବହୁତ ଯୋର ରେ ବଢିବ । ଏହି ସମୟ ରେ ଆପଣ ମାନଙ୍କ ପାଇଁ ହେଉ ଥିବା ପରିବର୍ତନ ବହୁତ ଖାସ୍ ଆପଣ ମାନଙ୍କ ପାଇଁ ରହିବ । ଆପଣ ମାନଙ୍କ ଉପରେ ନିଶ୍ଚିତ ଭାବେ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀ ଙ୍କ ଆପଣ ମାନଙ୍କ ଉପରେ ଆଶିଷ ରହିବ ।

sanii

ତେବେ ଆମେ ଯେଉଁ ରାଶି ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସେମାନେ ହେଲେ କୁମ୍ଭ ରାଶି , ସିହଂ ରାଶି , କନ୍ୟା ରାଶଶି , ଏବଂ ତୁଳା ରାଶି ର ଲୋକ ମାନେ ଏହି ଦିନ ରେ ଏହି ସବୁ ଯୋଗ ରେ ରହିଛନ୍ତି । ତେବେ ଆପଣ ମାନଙ୍କୁ କେବଳ ସମୟ ର ଅପେକ୍ଷା ରେ ରହିବା ଦରକାର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *