ପୃଥିବି ଆଡକୁ ମାଡି ଆସୁଛି ବିପଦ , କଣ ପୃଥିବି ସହ ଏହା ହେବ ମାଡ..!

astroid

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୃଥିବୀ ଆଡକୁ ଆସୁଛି ଏକ ବିଶାଳ କାୟ ଉଲ୍କା । ଏହା ସଂମ୍ପର୍ଣ୍ଣ ହିମାଳୟ ପର୍ବତ ଭଳି ଅଟେ । ବର୍ତମାନ ସମୟରେ ବୈଜ୍ଞ୍ୟାନିକ ମାନଙ୍କ ମନରେ ଏହି ଉଲ୍କା କୁ ନେଇ ବହୁତ ଉତ୍କଣ୍ଠା ପ୍ରକାଶ ପାଇଛି । ତେବେ କେବେ ଏହି ଉଲ୍କା ପୃଥିବୀ ରେ ପଡିବ ବା କଣ ଏହା ସତ ରେ ଏହା ପୃଥିବୀ ସହିତ ଧକ୍କା ହେବ ଏହି ଠାରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

asstr

ତେବେ ଆକାର ରେ ହିମାଳୟ ଠାରୁ ଅଧିକ ବଡ ହୋଇ ଥିବା ଏହି ଉଲ୍କା ର ନାମ ରଖା ହୋଇଛି  1998OR02  ,ଏହି ଉଲ୍କାକକୁ ପ୍ରଥମେ ଆମେରିକା ର ନାଶା ଠାବ କରି ଥିଲା । ଏବଂ ସେମାନେ ହିଁ ଏହାକୁ ଏହି ନାମ ର ପରିଚିତ କରି ଥିଲେ । ତେବେ ଏହା ପରେ ଆପଣ ମାନେ ଜାଣି ନିଅନ୍ତୁ କି କଣ ଏହି ଉଲ୍କା ପୃଥିବୀ ସହିତ ଧକ୍କା ହେବ ବା ଏହା ଧକ୍କା ହେଲା ପରେ ପୃଥିବୀ ର କଣ ଘଡିବ । କହିବୁ କି ଏହା ଯଦି ପୃଥିବୀ ସହିତ ଧକ୍କା ହୁଏ ତେବେ ଅନେକ କିଛି କ୍ଷେତି ହେବ । ଏମିତି ହେଲେ ସୁନାମୀ ହେବାର ବହୁତ ସମ୍ଭାବନା ରହିଛି ।

asstri

ଏମିତି କୁହା ଯାଉଛି ଏହି ଉଲ୍କା ଟି ଏହି 29 ତାରିଖ ରେ ହିଁ ପୃଥିବୀର ନିକଟ ତର ହେବ । କିନ୍ତୁ ଏଠାରେ ଆପଣ ମାନଙ୍କୁ ଡରିବାର କୈଣସି କାରଣ ନାହିଁ କାରଣ ଏହା 29 ତାରିଖ ରେ ପୃଥିବୀ ଠାରୁ ବହୁତ ଦୂର ରେ ଯିବ । ତେବେ କହିବା ପାଇଁ ଚାହିଁବୁ ପୃୃଥିବୀ ଠାରୁ ପ୍ରାୟ 64 ଲକ୍ଷ କିଲୋମିଟର ରେ ଏହା ଅତି କ୍ରମ କରିବ । ଯେତେ ବେଳେ ଏହା ଅତିକ୍ରମ କରିବ ତେବେ ଏହା କିଛି ବି ପ୍ରଭାବ ପଡିବ ନାହିଁ ପୃଥିବୀ ଉପରେ । ଅତିତରେ ଏମିତି ବହୁତ ବିଶାଳ କାୟ ଉଲ୍କା ପୃଥିବୀ ର ନିକଟ ତର ହୋଇଛି । ଏବଂ ଚାଲି ଜାଇଛି । ତେବେ କୈଣସି ବି କ୍ଷେତି ହୋଇ ନାହିଁ । ତେବେ ଏହି ଥର ବି ଆପଣ ମାନଙ୍କୁ କୈଣସି ବି ଚିନ୍ତା କରିବାର ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *