ଏହି ୮ଟି କର୍ମ କଲେ – ଶୀଘ୍ର ହୋଇଥାଏ ମୃତ୍ୟୁ | ଆପଣ କରୁ ନାହାଁନ୍ତି ତ

8-mistak

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏହି ଦୁନିଆରେ ସମସ୍ତ ଜିବଜନ୍ତୁ ନିଜର ଗୋଟିଏ ବୟସ ସୀମା ହିସାବରେ ଜନ୍ମ ଗ୍ରହଣ କରି ଥାନ୍ତି । ହେଲେ ମନୁଶ୍ୟ ର ଜନ୍ମ ହେବା ପୂର୍ବ ରୁ ତାର ମୃତ୍ୟୁ ର ସମୟ ନିର୍ଧାରିତ କରା ଜାଇ ଥାଏ । ଏହା ଆମ କର୍ମ ଉପରେ ହିଁ ନିର୍ଭର କରେ । ଯଦି ଆମେ ବେଦ ଏବଂ ପୁରାଣ ମତ ରେ ଯିବା ତେବେ ମନୁଶ୍ୟ ର ବୟସ 100 ବର୍ଷ ହୋଇ ଥିବା ବେଳେ କିନ୍ତୁ କିଛି କାରଣ ଏବଂ ଭୁଲ ଯୋଗୁଁ ଏହା କମି ଜାଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି କର୍ମ ବିଷୟ ରେ କହିବୁ ଯେଉଁ କର୍ମ କୁ କଲେ ଆପଣ ମାନଙ୍କ ଜିବନ ସୀମା କମି ଜାଇ ଥାଏ ।

de2

ପ୍ରଥମ କର୍ମ ଟି ହେଲା ସୂର୍ଯ୍ୟ ଙ୍କୁ ଧ୍ୟନ ପୂର୍ବ କ ଦେଖିବା । ଯଦି କୈଣସି ବ୍ୟକ୍ତି ପ୍ରତି ଦିନ ସୂର୍ଯ୍ୟଦୋୟ ଏବଂ ସୂର୍ଯ୍ୟଅସ୍ତ ଏହା ସହିତ ଗ୍ରହଣ ଆଦି ଆଖି ପତେଇ ଦେଖେ ତେବେ ସେହି ବ୍ୟକ୍ତି ର ବୟସ ସୀମା କମିବା ସୁନିଶ୍ଟିତ ଅଟେ । ସେହି ପରି ଭାବେ ଯେଉଁ ବ୍ୟକ୍ତି ମାନେ ଭଗବାନ ଙ୍କ ଉପରେ ଅବିଶ୍ୱାସ କରି ଇଶ୍ୱର ଙ୍କ ଶକ୍ତି ଙ୍କୁ ଖାତିିର୍ କରେ ନାହିଁ ସେମାନଙ୍କ ଜିବନ ର ଦିପ ବହୁତ ଜଲ୍ଦି ଲିଭି ଯାଏ ।

ଗୁରୁଜନ ମାନଙ୍କ ଆଶ୍ରୀବାଦ ଦ୍ୱାରା ଆମକୁ ଆୟୁ ପ୍ରାପ୍ତି ହୋଇ ଥାଏ । ହେଲେ ଯଦି ଆମେ ତାଙ୍କର ଅପମାନ କରି ଥାନ୍ତି ତେବେ ଆମର ହିଁ ଆୟୁ କମି ଥାଏ । ସେହି ପରି ବେଳେ ଯିଏ ଲୋକ ମାନଙ୍କୁ ନିର୍ଜାତନା ଦେଇ ଥାଏ ବା ନାରୀ ନିର୍ଜାତନା ଯିଏ କରି ଥାନ୍ତି ସେମାନଙ୍କ ଆୟୁ ବହୁତ ଜଲ୍ଦି କମି ଯାଏ । ସେହି ପରି ବେଳେ ଯେଉଁ ମାନେ ଭୁଲ ସମୟ ରେ ସହବାସ କରୁ ଥିଲେ ସେହି ମାନଙ୍କର ଆୟୁ କମି ଯାଏ ।

mirro

ଏହା ପରେ ରହିଛି ଭଙ୍ଗା ଆଇନା ରେ ମୁହଁ ଦେଖିବା ଏମିତି କଲେ ଗୁରୁଜନ ମାନେ ଗାଳୀ କରନ୍ତି । ତେବେ ଏମିତି କରିଲେ ଆପଣ ମାନଙ୍କ ଆୟୁ କମି ଜାଇ ଥାଏ । ଯେଉଁ ଲୋକ ମାନେ ଅସହାୟ ବ୍ୟକ୍ତି ମାନଙ୍କର ପରିହାସ କରି ଥାନ୍ତି ସେମାନଙ୍କ ଆୟୁ କେବେ ବି ବଢେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *