ମହିଳାଙ୍କ 7 ଟି ବଡ ଦୁଃବଳତା କଣ ? ଜାଣିଲେ ଆର୍ଶ୍ଚର୍ଯ୍ୟ ହୋଇଯିବେ

7-women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ବହୁତ ସମୟରେ ଏମିତି ସୁଣି ଥିିବେ କି ସ୍ତ୍ରୀ ମାନଙ୍କୁ ଜାଣିବା ବହୁତ କଷ୍ଟ କର । ହେଲେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ରେ ଆପଣ ମାନେ ଯଦି ସ୍ତ୍ରୀ ମାନଙ୍କର ଏହି ସବୁ କମଜୋରୀ କୁ ଜାଣି ନେବେ ତେବେ ଆପଣ ମାନେ ସେମାନଙ୍କୁ ବଶ କରି ରଖି ପାରିବେ । ତେବେ ଦେଖିବେ ଆପଣ ମାନେ ମହିଳାଙ୍କ ସହିତ କଥା ବାର୍ତ୍ତା କରିବା ଏବଂ ତାଙ୍କୁ ବୁଝି ପାରିବା ବହୁତ ସହଜ ହେବ । ଯଦି ସେ ଆପଣ ଙ୍କ ସ୍ତ୍ରୀ ବା ଗାର୍ଲଫ୍ରେଣ୍ଡ ଏବଂ ସବୁ ବେଳେ ଝଗଡା ହେଉଛି ତେବେ ସବୁ କିଛି ବନ୍ଦ ହୋଇ ଯିବ । ତେବେ ଆସନ୍ତୁ ଜାଣିବା ସେମାନଙ୍କ କୋମଜୋରୀ ।

archita-sahu

ପ୍ରଥମେ ମିଛ କହିବା ଅଭ୍ୟାସ ସେମାନେ ଛାଡି ପାରନ୍ତି ନାହିଁ । ଯେତେ ଚେଷ୍ଟା କରିଲେ ବି ଏହି ସ୍ୱଭାବ ଛାଡିବ ନାହିଁ । ଦୁଇ ନମ୍ବ ର ହେଲା କିଛି ନ ଜାଣି ନ ବୁଝି କାମ ଆରମ୍ଭ କରିବା । ମହିଳା ମାନଙ୍କର ଗୋଟିଏ କମଜୋରୀ ସେମାନେ ଜାହା କରିବା ପାଇଁ ଚେଷ୍ଚା କରନ୍ତି ସେହି ସବୁ କି କେବେ ବି ନ ବୁଝି ନ ବିଚାରୀ କରିବା ପାଇଁ ଜାଆନ୍ତି । ତିନି ନମ୍ବର ହେଲା ନଖରାମି କରିବା ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ରେ ନଖରାମୀ କରିବା ମହିଳା ମାନଙ୍କ ସ୍ୱଭାବ ହୋଇ ଥାଏ ।

ଏହା ପରେ ଯେଉଁ ସ୍ୱଭାବ ସେମାନଙ୍କ ସୁନା ପ୍ରତି ଲୋଭ ରହିବା । ମହିଳା ଏବଂ ସ୍ତ୍ରୀ ମାନଙ୍କର ସୁନା ପ୍ରତି ବହୁତ ଦୂର୍ବଳତା ସେମାନଙ୍କର ସବୁଠୁ ବଡ ଭୁଲ ହେଲା ନିଜ ସହିତ ନିଜ ପୋଡଶୀ କୁ କମ୍ପୟାର କରିବା । ତାର ଏବେ ଗହଣା ସାଢୀ ରହିଛି ମୋର ନାହିଁ କଣ ପାଇଁ ଏମିତି କରି ସେମାନେ ସ୍ୱାମୀ ସହିତ କଳି ଲଗାନ୍ତି । ଏବଂ ସବୁ ବଢ ଭୁଲ ହେଲା ସେମାନେ କୈଣସି ଜିନିଷ ରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଏମାନଙ୍କ ପାଖରେ ଏହି ଲାଳଶା ଲାଗି ରହି ଥାଏ ।

women

ହଁ ଏମାନେ କେବେ ବି ଏମାନଙ୍କର ଶକ୍ତିି କୁ ବୁଝି ପାରନ୍ତି ନାହିଁ । ଉଦାହରଣ ସ୍ୱରୁପ ହାତୀ ଏତେ ବଡ ଜିବ ହୋଇ ଥିଲେ ମଧ୍ୟ ସେ ନିଜର ଦେହ କୁ କେବେ ଦେଖି ପାରେ ନାହିଁ । ସେମିତି ମହିଳା ମାନେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *