( ୬ଟି ଜିନିଷ ) – ଭୁଲରେ ବି ଉଧାର ଦିଅନ୍ତୁ ନାହିଁ | ଭୟଙ୍କର ଘଟଣା

aaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଶାସ୍ତ୍ର ରେ ବାସ୍ତୁ ଶାସ୍ତ୍ର ର ବହୁତ ବଡ ମହତ୍ୱ ରହିଛି । ଏମିତି କ୍ଷେତ୍ର ରେ ଯେଉଁ ବ୍ୟକ୍ତି ମାନେ ଜିବନରେ ଏହି ବାସ୍ତୁ ଶାସ୍ତ୍ର କୁ ମାନନ୍ତି ନାହିଁ । ବା ତାର ନିୟମ କୁ ମାନନ୍ତି ସେମାନେ ଜିବନ ରେ ସୁଖ ପ୍ରାପ୍ତି କରନ୍ତି । ହେଲେ ଯେଉଁ ମାନେ ଏହାକୁ ପାଳନ କରନ୍ତି ନାହିଁ । ସେମାନେ ସର୍ବଦା ଦଖଃ କଷ୍ଟ ରେ ରହି ଥାନ୍ତି । ସେମିତି ରେ ଆପଣ ମାନଙ୍କୁ ଆମେ ଏହି ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜିନିଷ କାହାକୁ ଏବଂ କେଉଁ ସମୟ ରେ ଉଧାର ଦେବା କଥା ନୁହେଁ ସେହି ବିଷୟରେ ଆପଣ ମାନଙ୍କ ସହିତ କଥା ହେବାକୁ ଆସିଛୁ । ଯଦି ଆପଣ ମାନେ ଦିଅନ୍ତି ତେବେ ସବୁ ସମୟ ରେ ଆପଣ ମାନଙ୍କୁ ଦୁଖଃ କଷ୍ଟ ଭୋଗ କରିବା ପାଇଁ ପଡି ପାରେ ।

ornament

ପ୍ରଥମେ ରହିଛି ଯଦି ଆପଣ ମାନେ ନିଜର ଗହଣା କୁ କେବେ କାହାକୁ ଉଧାର ଦିଅନ୍ତି । ତେବେ ଏହା ଆପଣ ମାନଙ୍କ ପାଇଁ ଏବଂ ନିଜର ପରିବାର ବାର ପାଇଁ ବହୁତ ଅଶୁଭ ହୋଇ ଥାଏ । ଧନ ର ହାନୀ ହୋଇ ଥାଏ । ଦୁଇ ରେ ରହିଛି ଟଙ୍କା । ଟଙ୍କା ଗୋଟିଏ ଏପରି ଜିନିଷ ଜାହାକୁ ଦୁନିଆଁ ର ସବୁଠୁ ଅଧିକ ଉଧାର ଦିଆ ଯାଏ । ହେଲେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ କେବେ ବି ଏହି ଟଙ୍କା କୁ ସୂର୍ଯ୍ୟାସ୍ତ ପରେ ଉଧାର ଦିଅନ୍ତୁ ନାହିଁ । ଏମିତି କଲେ ଦାରିଦ୍ର ହେବେ । ଏବଂ ତିନି ରେ ରହିଛି ଘଣ୍ଟା କେବେ ବି ଆପଣ ମାନେ କାହାଠୁ ଘଣ୍ଟା କୁ ମାଗନ୍ତୁ ନାହିଁ । ଏମିତି କଲେ ସେହି ଲୋକ ର ନାକାରାତ୍ମକ ଉର୍ଜା ଆପଣ ମାନଙ୍କ ମଧ୍ୟ ରେ ପ୍ରେବଶ କରେ ।

watchhh

ସେହି ପରି ଭାବେ ଆପଣ ମାନେ କେବେ ବି ଅନ୍ୟ ରୁମାଲ କାହାଠୁ ଉଧାର ଆଣଣନ୍ତୁ ନା ଦିଅନ୍ତୁ । ଏମିତି କଲେ ଆପଣ ମାନଙ୍କର ଧନ ହାନୀ ର ସମୟ ଆସି ସାରିଛି ବୋଲି ସୂଚନା ଦେଇ ଥାଏ । ବହୁତ ସମୟ ରେ ଲୋକ ମାନେ ଘରୁ ପେନ୍ ନେବାକୁ ଭୁଲି ଜାଇ ଥାନ୍ତି । ଏବଂ ପରେ ସେମାନେ ପେନ୍ ଉଧାର ମଗନ୍ତି । ହେଲେ ସେମିତି ରେ ଆପଣ ମାନେ ଉଧାର ନେବା ପରେ ଯଦି ନ ଫେରାନ୍ତି ତେବେ ତାହା ଆପଣ ମାନଙ୍କ ପାଇଁ ବହୁତ ଖରାପ ହୋଇ ପାରେ । ମାତା ଲକ୍ଷ୍ମୀ ଙ୍କ କୋପ ର ଶୀକାର ହୋଇ ପାରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *