ବଡ଼ ଖବର – ମାଟ୍ରିକ ପରୀକ୍ଷା ରେଜଲ୍ଟ ତାରିଖ ଆସିଗଲା ସରକାର ଘୋଷଣା କଲେ ଜଲଦି ଦେଖନ୍ତୁ

matric-eval

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ମ୍ୟଟ୍ରୀକ୍ ଖାତା ର ରେଜଲ୍ଟ କେବେ ବାହାରିବ ସେହି ବିଷୟ ରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବୁ । ଯେମିତି କି ଆପଣ ମାନେ ଜାଣି ଥିବେ ଦୁଇ ଦୁଇ ଥର ଖାତା ଦେଖିବାର କାର୍ଯ୍ୟ ବନ୍ଧ ରହିଛି । ତେବେ ଆମ ପାଖରେ ଜାହା ସୂଚନା ରହିଛି ଆଜି ଠାରୁ ହିଁ ମେଟ୍ରୀକ୍ ଖାତା ଦେଖା ଯିବାର ରହିଛି । ଏହାକୁ ନେଇ ରାଜ୍ୟ ର 60 ଟି କେନ୍ଦ୍ର ରେ ଖାତା ଦେଖିବେ ମୂଲ୍ୟାୟନ କାରୀ ମାନେ । ତେବେ ଏହାକୁ ନେଇ ସକାଳ 10 ଟା ରୁ ଅପରାହ୍ନ 3 ଟା ଯାଏ ଗୋଟିଏ ସିଟ୍ ରେ ହିଁ ଖାତା ଦେଖା ହେବ । ତେବେ ଏମିତି ହେବାର କାରଣ ହେଲା କୋରନା ପାଇଁ ହିଁ କମ୍ ପରିମାଣ ରେ ଖାତା ଦେଖିବା ମୂଲ୍ୟାୟନ କାରୀ ମାନଙ୍କ ଉପଯୋଗ ହେଉଛି ।

matrri

ଏହି ସହିତ ମୂଲ୍ୟାୟନ କେନ୍ଦ୍ର ବି ହ୍ରାସ ହୋଇଛି । ଏଥି ସହିତ ଏହି ସବୁ ମୂଲ୍ୟାୟନ କେନ୍ଦ୍ର ମାନଙ୍କ ରେ ସେନିଟାଇଜର ର ବ୍ୟବସ୍ଥା ସହିତ ଯେଉଁ ମାନେ ଖାତା ଦେଖିବେ ସେମାନଙ୍କୁ ମାସ୍କ ଲେଗେଇବା ବାଧ୍ୟତା ମୂଳକ କରା ଜାଇଛି । ସେହି ପରି ବେଳେ କେନ୍ଦ୍ର କୁ ପ୍ରବେଶ ବେଳେ ମୂଲ୍ୟାୟନ କାରୀ ଙ୍କ ଥର୍ମାଲ ସ୍କ୍ରୀନିଂ କରା ଯିବ । ସେପଟେ ଖାତା ଦେଖା ପୂର୍ବ ରୁ ସମସ୍ତ କେନ୍ଦ୍ର କୁ ମଧ୍ୟ ସାନିଟାଇଜ୍ କରା ଜାଇଛି । ସେମିତି ରେ ମାର୍ଚ୍ଚ 19 ରେ ପ୍ରଥମେ ଖାତା ଦେଖା ଆରମ୍ଭ ହୋଇ ଥିଲା ହେଲେ କୋରନା ପାଇଁ ଏହାକୁ ସ୍ତଗିତ କରା ଜାଇ ଥିବା ବେଳେ ପୁଣି ଥରେ ମେ 20 ରେ ଏହାର ଆରମ୍ଭ ହୋଇ ଥିଲା ହେଲେ ସେତେ ବେଳେ ବି ସ୍ଥିତି ଅସମ୍ଭାଳ ହେବାରୁ ଏହାକୁ ପୁଣି ବନ୍ଦ କରା ଗଲା ।

matric-eva

ଏବଂ ଏବେ ଆଜି ଏହି ଖାତା ଦେଖା ଆରମ୍ଭ ହେଉଛି । ସେହି ପରି ବେଳେ ଆଜି ଯଦି ଖାତା ଦେଖା ଆରମ୍ଭ ହୋଇ ଥାଏ ତେବେ 45 ଦିନ ମଧ୍ୟ ରେ ହିଁ ରେଜଲ୍ଟ ଆପଣ ମାନଙ୍କୁ ମିଳି ପାରିବ । ହେଲେ ଏଠାପରେ ଆପଣ ମାନେ ମୋଟେ ବି ଭାବନ୍ତୁ ନାହିଁ କି 45 ଦିନ ମଧ୍ୟ ରେ ଏହି ରେଜଲ୍ଟ ବାହାରିବ ବୋଲି କାରଣ ଏହି ଦିନ ରେ ମୂଲ୍ୟାୟନ କେନ୍ଦ୍ର ଏବଂ ମୂଲ୍ୟାୟନ କାରୀ ବି କମ୍ ରହିଛନ୍ତି ତେବେ କେବେ ପ୍ରକାଶ ପାଇବ ଏହା ଜଣା ପଡି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *