ସ୍ୱାମୀ ସ୍ତ୍ରୀଙ୍କର ଏହି ଭୁଲ୍ ପାଇଁ – ସନ୍ତାନ ହୋଇଥାଏ ବିକଳାଙ୍ଗ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଗୋଟିଏ ସନ୍ତାନ କଣ ପାଇଁଁ ବିକଳାଙ୍ଗ ଏବଂ ଅକାଳ ମୃତ୍ୟୁ ରେ କଣ ପାଇଁ ପଡି ଥାନ୍ତି । ଏହି ସବୁ ପାଇଁ ଆମ ମାନଙ୍କୁ କଣ ସବୁ ନିୟମ ମାନିବା ପାଇଁ ପପଡି ଥାଏ । ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ।

ପ୍ରଥମେ ରହିଛି ଆପଣ ମାନଙ୍କୁ ବିକଳାଙ୍ଗ ହେବାର କାରଣ ବିଷୟ ରେ କହିବୁ । ଯଦି କୈଣସି ନାରୀ ଗର୍ଭବତୀ ରହି ଥାଏ । ତେବେ ସେହି ସମୟ ରେ ଯଦି ସେ ଶିବ ଦର୍ଶନ କରେ ଏବଂ ସେହି ସମୟ ରେ ପେଟ ରେ ରହି ଥିବା ସନ୍ତାନ ବିକଳାଙ୍ଗ ହୋଇ ଥାଏ । ତା ସହିତ ସ୍ୱାମୀ ସ୍ତ୍ରୀ ଙ୍କ ମିଳନ ର ଅନେକ ନିୟମ ରହିଛି ସେହି ସବୁ କୁ ପାଳନ ନ କରିଲେ ବହୁତ ଅସୁବିଧା ହୋଇ ପାରେ । ସେହି ନିୟମ ମଧ୍ୟରୁ ହେଲା ପୂର୍ଣ୍ଣିମା , ବା ଅମାବାସ୍ୟା ତିଥି ରେ ମିଳନ ରେ ଉତ୍ପତୀ ହେଉ ଥିବା ସନ୍ତାନ ବିକଳାଙ୍ଗ ହୋଇ ଥାଏ । ଏବଂ ଅକାଳ ରେ ମୃତ୍ୟୁ ବରଣ କରେ ।

sleep3

ନାରୀ ଋତୁ ମତି ହେବାର 3 ଦିନ ମଧ୍ୟ ରେ ମିଳନ ହେଲେ ନିଶ୍ଚିତ ଭାବେ ସନ୍ତାନ ଟି ବିକଳାଙ୍ଗ ହୋଇ ଥାଏ । ସେହି ପରି ବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମିଳନ ର କିଛି ନିୟମ ରହିଛି ମାନେ ପ୍ରହର ନିୟମ ରହିଛି । ସେହି ବିଷୟ ରେ ଜାଣିବା । ଯଦି କେବେ କେହି ପତି ପତ୍ନୀ ମାନେ ଏହି ନିୟମ କୁ ନ ମାନନ୍ତି ତେବେ ସନ୍ତାନ ବିକାଳଙ୍ଗ ଏବଂ ଅଳ୍ପାୟୁସ ହେବାର ସମ୍ଭାବନା ଥାଏ ।

peri

ଆମର ଓଡ଼ିଆ ସମୟ ଅନୁସାରେ ଦିନ ର ଚାରି ପ୍ରହର ଏବଂ ରାତ୍ରୀ 4 ପ୍ରହର ହୋଇ ଥାଏ ଅର୍ଥାତ୍ ଦିନ ରାତି ମିଶି 8 ପ୍ରହର ହୋଇ ଥାଏ । ସନ୍ଧ୍ୟା 6 ରୁ 9 ରେ ପ୍ରଥମ ଏବଂ 9 ରୁ 12 ମଧ୍ୟ ରେ ଦ୍ୱତୀୟ ପ୍ରହର ହୋଇ ଥାଏ । ସେହି ପରି ବେଳେ ଯଦି ପ୍ରଥମ ପ୍ରହର ରେ ଯଦି ସ୍ୱାମୀ ସ୍ତ୍ରୀ ଙ୍କ ମିଳନ ହୋଇ ଥାଏ ।ତେବେ ନିଶ୍ଚିତ ଭାବେ ସନ୍ତାନ ର ମୃତ୍ୟୁ ହୋଇ ଥାଏ । ଏବଂ ଦ୍ୱତୀୟ ପ୍ରହର ରେ ମିଳନ ହେଲେ ସନ୍ତାନ ଟି ଦରିଦ୍ର ହୋଇ ଥାଏ । ସେହି ପରି ଭାବେ ତୃତୀୟ ପ୍ରହର ରେ ମିଳନ ହେଲେ ସନ୍ତାର କୁଶ୍ଚିତ ମନ ଏବଂ କାଙ୍ଗାଳ ହୋଇ ଥାଏ । ଏମାନେ ବାର୍ଧ୍ୟକ୍ୟ ଅବସ୍ଥା ରେ ପର ର ଦାସ ହୋଇ ଥାନ୍ତିି । ସେହି ପରି ବେଳେ ରାତିର ସେଷ ପ୍ରହର ମିଳନ ହେଲେ ଶନ୍ତାନ ଟି ଦିର୍ଘାୟୁ ଏବଂ ସୁନ୍ଦର ତଥା ଧାର୍ମିକ ହୋଇ ଥାଏ । ଏବଂ କନ୍ୟା ବହୁତ ସୁନ୍ଦର ଏବଂ ସୁଶୀଳ ହୋଇ ଥାଏ ।

ଏହି ଭଳି କିଛି ଜାଣିବା ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହାକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ସାହାର୍ଯ୍ୟ କରନ୍ତୁ ,

Leave a Reply

Your email address will not be published. Required fields are marked *