ସେକ୍ସର ମଜା ଦୁଇଗୁଣ ପାଇବାକୁ ଚାହୁଁଥିଲେ ପ୍ରଥମେ କରିଦିଅନ୍ତୁ ଏହି ଛୋଟିଆ କାମ

unittt

ଆଜିର ସମୟରେ, ଶାରୀରିକ ସମ୍ପର୍କ ହେଉଛି ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | ଏହା ବିନା, ଝିଅ ଏବଂ ପୁଅ ପାଇଁ ସମ୍ପର୍କ ରଖିବା କଷ୍ଟକର ହୋଇଯାଏ | ଲୋକମାନେ ନିଜ ସାଥୀମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁତ କିଛି କରନ୍ତି, କାରଣ ସେକ୍ସ ପୂର୍ବରୁ ଫୋରପ୍ଲେ କରିବା ନିହାତି ଜରୁରୀ ଅଟେ  | ଏହା ମଧ୍ୟ ସହଭାଗୀଙ୍କୁ ଉତ୍ସାହିତ କରିଥାଏ |

ସାଥୀ ସହିତ ଯୌ ନ ସମ୍ପର୍କ ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ ….

ସାଥୀ ସହିତ ଶାରୀରିକ ସମ୍ପର୍କ ଉପରେ ଯେତେ ବିଳମ୍ବ କରିବା , ତା ଦ୍ୱାରା ଆପଣଙ୍କୁ ଓ ଆପଣଙ୍କ ସାଥୀକୁ ସେତେ ମଜା ଆସିବ, ଏହା ବିବେଚନା କରାଯିବ ଯେ ଆପଣଙ୍କର ଅଧିକ ଲୋଭ ଅଛି |

periodd

ପ୍ରଥମ ଥର ପାଇଁ ଆପଣଙ୍କ ସାଥୀଙ୍କ ସହିତ ଯୌନ ସମ୍ପର୍କ ଗଢିବା ପୂର୍ବରୁ ତାଙ୍କ ସହିତ ଅତି କମରେ 1 ସପ୍ତାହରୁ ଏକ ମାସ ସମୟ ଅତିବାହିତ କରିବା ଆବଶ୍ଚାୟକ , ନଚେତ ସମ୍ପର୍କରେ ସେତେ ନିବିଡତା ଆସେ ନାହିଁ |

ଏକ ଅନୁସନ୍ଧାନରେ, 21% ଦମ୍ପତି କହିଛନ୍ତି ଯେ ପ୍ରଥମ ଥର ପାଇଁ ସାଥୀ ସହିତ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ସେମାନେ 2 ରୁ 6 ମାସ ସମୟ ନେଇଥିଲେ |

ଯୌନ ସମ୍ବନ୍ଧରେ ଅଧିକ ଅପେକ୍ଷା କରିବା ମଧ୍ୟ ମାନସିକ ସ୍ତରରେ ମସ୍ତିଷ୍କକୁ ପ୍ରଭାବିତ କରିଥାଏ | ଜଣେ ସାଥୀ ଯୌନ ସମ୍ପର୍କ ପାଇଁ କିଛି ସମୟ ନେବାକୁ ଚାହାଁନ୍ତି, କିନ୍ତୁ ଅନ୍ୟ ସାଥୀ ଯୌନ ସମ୍ପର୍କ ପାଇଁ ଶିଘ୍ର ଚାହଁନ୍ତି , ତେବେ ସମ୍ପର୍କରେ ସେତେ ମଧୁରତା ଆସେ ନାହିଁ |

huss

ଯେତେବେଳେ ଏକ ଦମ୍ପତି ସଂପୂର୍ଣ୍ଣ ଖୁସି ଏବଂ ଯୌନ ସମ୍ପର୍କ ପାଇଁ ପ୍ରସ୍ତୁତ, ସେତେବେଳେ ସେମାନେ ଯୌନ ସମ୍ପର୍କ ରଖିବା ଉଚିତ୍ | ଏହା 1 ଦିନ ପରେ କିମ୍ବା 1 ବର୍ଷ ପରେ ସମ୍ପର୍କ ହେଲେ ଚଳିବ | ବାଧ୍ୟ ବାଧ୍ୟ୍ୟକତାରେ ସମ୍ପର୍କ ରଖିଲେ ସେଥିରେ ମଜା ନଥାଏ

ଏହି ଭଳି କିଛି ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ଖବରକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାର୍ଯ୍ୟ କରନ୍ତୁ ,

Leave a Reply

Your email address will not be published. Required fields are marked *