ନ୍ୟାୟ ପାଇଁ ରାଜ ରାସ୍ତାକୁ ଓହ୍ଲାଇଲେ ହିରୋଇନ ଅନୁଭା ଓ ତାଙ୍କ ମା ପୁଷ୍ପା ପଣ୍ଡା, ଜାଣନ୍ତୁ ଏହା ପଛର ଅସଲ କାରଣ

an

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରଙ୍କ ନ୍ୟାୟ ମାଗି ଏହି ଦିନ ରେ ରାସ୍ତା କୁ ଉହ୍ଲାଇଛନ୍ତି ଅଭିନେତ୍ରୀ ପୁସ୍ପା ପଣ୍ଡା । ଏବଂ ତାଙ୍କ ଝିଅ ଅଭିନେତ୍ରୀ ଅନୁଭା । ତେବେ କଣ ପାଇଁ ସେମାନେ ଏମିତି ରାଜରାସ୍ତା କୁ ଉହ୍ଲାଇଲେ ଏବଂ କଣ ରହି ଥିଲା ଏହାର କାରଣ ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ।

ତେବେ ବନ୍ଧୁଗଣ ବର୍ତମାନ ଲକଡାଉନ୍ ଚାଲି ଥିବା ବେଳେ ମଣିଷ ପଣିଆ କୁ ଲଜ୍ୟା ଏବେ ମଣିଷ ପଣିଆ ଭୁଲି ଜାଇଛି ମଣିଷ । ତେବେ ଆପଣ ମାନେ ବଧୋ ହୁଏ ଜାଣି ଥିବେ ଭୁବନେଶ୍ୱର ସହିଦ୍ ନଗର ସାନ୍ଦରାପୁର ଲେନ୍ 10 ରେ ଗୋଟିଏ ଗର୍ଭବତୀ କୁକୁର କୁ ନିଷ୍ଟୁର ଭାବେ ମାରି ଦିଆ ଜାଇ ଥିଲା ଏବଂ ସେହି କୁକୁର ସହିତ ତାର ପିଲା ଦୁଇଟି ମଧ୍ୟ ମରି ଜାଇ ଥିଲେ । ବର୍ତମାନ ସମୟ ରେ ଏହି ନ୍ୟୁଜ୍ ଟି ଭାଇରଲ ହେବାରେ ଲାଗିଛି । ଆଉ ଏହି କୁକୁର କୁ ଜଷ୍ଟିସ୍ ଦେବା ପାଇଁ ସବୁ ଅଭିନେତ୍ରୀ ଏବଂ ବହୁତ ଲୋକ ମାନେ ରାଜରାସ୍ତା କୁ ଉହ୍ଲାଇ ଛନ୍ତି ।

anu

ଯେମିତି କି ଆମର ଓଲିଉଡ ର କୁଇନ୍ ଏଲିନା ସାମନ୍ତରାୟ ବି ଏହି କୁକୁର କୁ ଜୋଷ୍ଟିସ୍ ମିଳୁ ବୋଲି ସରକାର ଙ୍କ ଆଗରେ ପାର୍ଥନା କରି ଥିଲେ । ଏବଂ ଆଜି ଅନୁଭା ଏବଂ ତାଙ୍କ ମାଆ ପୁସ୍ପା ପଣ୍ଡା ମଧ୍ୟ ରାଜରାସ୍ତା କୁ ଉହ୍ଲାଇ ଛନ୍ତି । ଏବଂ ରାସ୍ତା ରେ ସେମାନେ କେଣ୍ଡେଲ୍ ଧରି ସେମାନେ ଏହି କୁକୁର ପାଇଁ ନ୍ୟାୟ ମାଗି ଥିବାର ଦେଖିବା ପାଇଁ ମିଳିଛନ୍ତି ।

anuu

ତେବେ ଏହି ପରି ଗୋଟିଏ ଘଟଣା ରେ ଆପଣ ମାନେ ନିଜର କଣ କଣ ମତା ମତ ଦେବେ ସେହି ବିଷୟ ରେ ଆମକୁ ନିଶ୍ଚିତ ଭାବେ ଆପଣ ମାନେ କମେଣ୍ଟ ରେ ଜଣେଇ ଦେବେ । ତେବେ ପୁଣି ଥରେ କହି ରଖୁଛୁ କି ଏହି ଦିନ ରେ ଗୋଟିଏ ଗର୍ଭବତୀ କୁକୁର ର ମୃତ୍ୟୁ ଖବର ଭାଇରଲ ହେବା ପରେ ପରେ ଏବେ ଏହି କୁକୁର କୁ ଜୋଷ୍ଟିସ୍ ଦେବା ପାଇଁ ସବୁ ଅଭିନେତ୍ରୀ ମାନେ ରାଜରାସ୍ତା କୁ ଉହ୍ଲାଇ ଆସିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *