10 ମ ପାସ ପିଲାଙ୍କ ପାଇଁ ଚାକିରୀ ସୁଯୋଗ , ଦରମା 22 ହଜାରରୁ ଅଧିକ

aditya-birla-group

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବନ୍ଧୁଗଣ ଆଦିତ୍ୟ ବିର୍ଲା ଗୃପ୍ ଅଫ୍ ଇଣ୍ଡଷ୍ଟ୍ରୀ ପକ୍ଷରୁ ଗୋଟିଏ ବହୁତ ବଡ ନିଯୁକ୍ତି ବାହାରି ଆସିଛି । ତେବେ ଏହି ନିଯୁକ୍ତିକୁ ଓଡ଼ିଶା ର ସବୁ ଜିଲ୍ଲା ର ପିଲା ମାନେ ଆବେଦନ କରି ପାରିବେ ।ଦେଖନ୍ତୁ ଏହା ଆପଣ ମାନଙ୍କୁ କେବଳ କମ୍ପୀନୀ ଜବ୍ ଅଟେ ଏଠାରେ କୈଣସି ସରକାରୀ ଜବ୍ ନାହିଁ । ତେବେ ଯଦି ଆପଣ ମାନେ ସରକାରୀ ଜବ୍ ପାଇଁ ଆସିଛନ୍ତି ଏହାକୁ ଏବେ ଛାଡି ଜାଇ ପାରନ୍ତି କିନ୍ତୁ ଏହି କମ୍ପନୀ ବି ବହୁତ ବଡ କମ୍ପାନୀ ।

jobbb

ଏଠାରେ ଆପଣ ମାନଙ୍କୁ ଆବେଦନ କରିବା ପାଇଁ ଯେଉଁ ରିଜୁମ୍ ଦେବେ ସେଠାରେ ସେମାନେ ସର୍ଟ ଲିଷ୍ଟ କରିବେ ଏବଂ ସେମାନେ ବାଛିବେ । ଏହା ପରେ ଆପଣ ମାନଙ୍କୁ ସେମାନେ ଇଣ୍ଟର୍ଭ୍ୟୁ ପାଇଁ ଆପଣଙ୍କୁ ଡକେଇବେ । ଯେଉଁଟା କି ଆପଣ ମାନଙ୍କୁ ଲକଡାଉନ୍ ପରେ ହିଁ ଯିବା ପାଇଁ ପଡିବ । ତେବେ ଆପଣ ମାନେ ଆଜି ଠାରୁ ଏହା ପାଇଁ ଆବେଦନ କରି ପାରିବେ । ଏହି ଆବେଦନ ଆପଣ ମାନେ ନିଜର ମୋବାଇଲ ରେ କରିବେ କୈଣସି ଦୋକାନ ମଧ୍ୟ ଜିବା ପାଇଁ ପଡିବ ନାହିଁ ।

ଏହା ପାଇଁ ଆପଣ ମାନଙ୍କୁ ବିଭିନ୍ନ ରାଜ୍ୟ ରୁ ନିଯୁକ୍ତି ପାଇ ପାରିବେ । ସେହି ପରି ଆପଣ ମାନେ କେବଳ ଦିଲ୍ଲୀ ପାଇଁ ହିଁ ଆପ୍ଲାୟ କରି ପାରିବେ ।ଏହି ପୋଷ୍ଟ ଟି ଗତ 30 ତାରିଖ ରୁ ବାହାରି ଥିବା ବେଳେ ଏଠାରେ ଆପଣ ମାନଙ୍କ ପାଇଁ କ୍ୱାଲିଫିକେସନ ରହିଛି ଆପଣ ମାନେ ଯେକୈଣି ବି କ୍ଷେତ୍ର ରେ ଆପଣ ମାନେ ଗ୍ରାଜୁଏସନ୍ କରି ଥିଲେ ଆପଣ ମାନେ ଏହି ପୋଷ୍ଟ ପାଇଁ ସକ୍ଷ୍ୟମ ହୋଇ ପାରିବେ , ତେବେ 10 ମ ପାସ ପିଲାଙ୍କ ପାଇଁ ବି କିଛି ପୋଷ୍ଟ ରହିଛି । ଏବଂ ଏହି ଠାରେ କେବଳ ଫ୍ରେସର ପିଲା ହିଁ ମାଗୁଛନ୍ତି ।

jobb

ଏଠାରେ ଆମ ପାଖରେ ଦରମା ବିଷୟ ରେ କିଛି ସଠିକ୍ ତଥ୍ୟ ନାହିଁ । ହେଲେ ଆପଣ ମାନେ ଏହି ପୋଷ୍ଟ କୁ ଆପ୍ଲାୟ କରିବା ତଥା ସେଲେରୀ ବିଷୟ ରେ ଜାଣିବା ପାଇଁ ଚାହିଁଲେ https://careers.adityabirla.com/financial.php ରେ ଜାଇ ପାରିବେ ଏବଂ ସଂମ୍ପର୍ଣ୍ଣ ସୂଚନା ପାଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *