ପ୍ରଥମ ଥର ପାଇଁ ଓଡ଼ିଆ ଗୀତ ଗାଇଲେ ବେଙ୍ଗୋଲି ନାୟିକା “କୋୟେଲ୍ ବାନାର୍ଜ ” .

koel-ba

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଲକଡାଉନ୍ ର ସିଜନ୍ ଚାଲିଛି । ସେହି ପରି କ୍ଷେତ୍ର ରେ ସବୁ ଲୋକ ମାନଙ୍କୁ ଘରେ ରହିବାର ବାଧ୍ୟତା କରା ଜାଉ ଥିବା ଆପଣ ମାନେ ବି ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଥିବେ ସେମିତି କ୍ଷେତ୍ରରେ ଏହି କୋରନା ଭାଇରସ ବର୍ତମାନ ସମୟରେ ରୋକିବାର ନାମ ହିଁଁ ନେଉଁ ନାହିଁ କାରଣ ଆପଣ ଜାଣି ଥିବେ କି ଓଡ଼ିଶା ର ସ୍ଥିତି କେମିତି ରହିଛିି । ଯଦି ଜାଣି ନାହାଁନ୍ତି ତେବେ କହିବୁ କି ଏବେ ରାଜ୍ୟ ରେ ସଂମ୍ପର୍ଣ୍ଣ 120 ରୁ ଅଧିକ କେସ୍ ହୋଇ ସାରିଛି । ଏବଂ ଏହା ଆଗାମୀ ସମୟ ରେ ବହୁତ ଭୟବହ ହେବାକୁ ଯାଉଥିବାର ସୂଚନା ମିଳୁଛି ।

koell

ଏମିତି ରେ ଏବେ ସବୁ ଲୋକ ମାନେ ଘରେ ରହି ଥିବା ବେଳେ ଆମର ଓଲିଉଡ କଳାକାର ମାନେ ଘରେ ରହି ଟିଭି ରେ କିଛି ନୂଆ କରିବାର ପ୍ରାୟସ ମଧ୍ୟ କରୁ ଥିବାର ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ସେମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି ଜଣେ ଓଲିଉଡ  ଷ୍ଟାର ଅଭିନେତ୍ରୀ ଏବଂ ସିଙ୍ଗର ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ଯିଏ କି ସଂମ୍ପର୍ଣ୍ଣ ବଙ୍ଗାଳୀ ଅଟନ୍ତି । ମାନେ ଆମେ କୋୟେଲ୍ ବାନାର୍ଜୀ ଙ୍କ କଥା କହୁଛୁ ଯେକି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଓଡ଼ିଆ ଗୀତ କୁ ଗାଈ ଭାଇରଲ ହୋଇଛନ୍ତି । ଏବଂ ଏହି ଗୀତ ଟି ହେଲା ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ।

koll

ଆପଣ ମାନେ ବି ତାଙ୍କର ଏହି ଗୀତ କୁ ତାଙ୍କର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଛାଡି ଥିବାର ଦେଖି ଥିବେ । ତା ସହିତ ସେ ବର୍ତମାନ ସମୟ ରେ ଘରେ ରହି ଟିକଟକ୍ କରିବା ସହିତ ସେ ଗୀତ ଗାଈବା ପାଇଁ ପସନ୍ଦ କରୁଛନ୍ତି । କୋୟେଲ୍ ବାନାର୍ଜୀ ଙ୍କ କଥା କହିବା ସେ ଓଡ଼ିଶା ରେ ବାସ୍ କିଛି ଦିନ ହେଲା ସିନେମା ଜଗତ ରେ ପ୍ରେବଶ କରି ଥିବା ବେଳେ ଲୋକ ମାନଙ୍କ ବହୁତ ଭଲ ପାଇବା ତାଙ୍କୁ ମିଳି ଥିବାର ଦେଖିବା ପାଇଁ ମିଳିଛଇ । ଆପଣ ମାନେ କୋୟେଲ୍ ବାନାର୍ଜୀ ଙ୍କୁ କେତେ ପସନ୍ଦ କରନ୍ତି ଆମକୁ ଜଣାନ୍ତୁ ।। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *