ଲକଡାଉନରେ ଏମିତି କିଛି ଖାସ ଜିନିଷ ରୋଷେଇ କଲେ ଚନ୍ଦନ , ପଢନ୍ତୁ ପୁରା ଖବର

chand

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ କୋରନା ଭାଇରସ ପାଇଁ ସାରା ଦୁନିଆଁ କେମିତି ଭାବେ ବର୍ବାଦ୍ ହୋଇ ସାରିଛି । ସେହି ପରି କ୍ଷେତ୍ରରେ ଲୋକ ମାନେ ବହୁତ ଚିନ୍ତା ରହି ଥିବା ବେଳେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ବର୍ତମାନ ସମୟରେ ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରେଇ ଦିଆ ଜାଇଛି । ଏବଂ ଏଠାରେ କିଛି ରାଜ୍ୟ ମାନଙ୍କ ରେ କର୍ଫ୍ୟୁ ର ବି ମାହୋଲ ଦେଖିବା ପାଇଁ ମିଳିଛି । ଏମିତି ରେ ବର୍ତମାନ ସମୟ ରେ ରହି ଥିବା ସ୍ଥିତିି କୁ ନେଇ ସଂମ୍ପର୍ଣ୍ଣ ଦେଶରେ ଲକ ଡାଉନ୍ ହୋଇ ଥିବା ବେଳେ ଏଠାରେ ଆମର ନୂତନ ଭାବେ ବିବାହିତ ଯୋଡି ମାହୀ ଏବଂ ତୁସାର ଙ୍କ ମଉଜ କିଛି ଅଲଗା ।

cha

ତେବେ ସେମାନେ ଏହି ଲକଡାଉଡ ସ୍ଥିତି ରେ କଣ ସବୁ ଘରେ୍ କରୁଛନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ଆପଣ ମାନଙ୍କୁ ସୂଚନା ଦଦେବୁ କି ଏହି ସମୟ ରେ ମାହୀ ଙ୍କୁ ଘରେ ରୋଷେଇ କରିବାରେ ତୁସାର ବହୁତ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ସେମିତି ରେ ସେମାନେ ଗ୍ୟାସ କୁ ଛାଡି ସଂମ୍ପର୍ଣ୍ଣ ଭାବେ ଚୁଲୀ ରେ ରାନ୍ଧୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ସେହି ପରି ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ମୋସରୁମ୍ କୋରୀ ତିଆରି କରୁ ଥିବାର ଭିଡ଼ିଓ ବି ଏବେ ଲୋକ ମାନଙ୍କୁ ବହୁତ ପରିମାଣ ରେ ପସନ୍ଦ ଆସିଛିି ଏବଂ ଏଠାରେ ସେମାନେ ଗୋଟିଏ ଖୋଲା ସ୍ଥାନ ରେ ବସି ମସରୁମ୍ କୋରୀ କୁ ତିଆରି କରୁ ଥିବାର ନଜର ଆସୁଛନ୍ତି ।

chhhhh

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ଲକଡାଉନ ର ପରିସ୍ଥିତି ରହି ଥିବା ବେଳେ ସବୁ ସେଲିବ୍ରେଟି ମାନେ ନିଜ ନିଜ ଘରେ ରହି କଣ ସବୁ କରୁଛନ୍ତଚି ସେହି ସବୁ ଭିଡିଓ କରି ଦେଖେଇ ଥିବାର ଦେଖିବା ପାଇଁ ମିଳୁ ଥିବା ବେଲେ ମାହୀ ଏବଂ ତୁସାର ଙ୍କଠାରୁ ବି ସେମିତି ହିଁ କିଛି ଦେଖିବା ପାଇଁ ମିଶିଛି । ଜାହା ଦର୍ଶକ କୁ ବହୁତ ଭଲ ଲାଗିଛି । ତେବେ ଆପଣ ମାନେ ତୁସାର ଏବଂ ମାହୀ ଙ୍କ ଏହି ପରି ରାନ୍ଧି ଖାଇବା କୁ କେତେ ପସନ୍ଦ କରନ୍ତି ସେହି ବିଷୟରେ ଆମକୁ ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *