ଲକଡାଉନରେ ଘରେ ଏହି କାମ କରୁଛନ୍ତି ଅନୁଭବ ଓ ବର୍ଷା

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସାରା ଓଡ଼ିଶା ଏବେ ସଂମ୍ପର୍ଣ୍ଣ ଭବେ ଲକଡାଉନରେ ରହିଅଛି । ଏବଂ ଏହି ପରି ସ୍ଥିତି ରେ ଓଡିଶା ର ସବୁ ଲୋକ ମାନେ ଘରେ ରହୁଛନ୍ତି । ଏବଂ ଏହି ଭଳି ସ୍ଥିତିରେ ଆସନ୍ତୁ ଦେଖିବା ଆମର ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଘରେ କଣ କରୁଛନ୍ତି ଏବଂ କେମିତି ବିଚାଉଛନ୍ତି ସମୟ । ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

anubh

ତେବେ ବର୍ତମାନ ସମୟ ରେ ଅନୁଭବ ମହାନ୍ତି ଘରେ ନିଜେ ରୋଷେଇ କରିବା ସହିତ ତାଙ୍କ ସ୍ତ୍ରୀ କୁ ରୋଷେଇ ରେ ବହୁତ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି ବେଳେ ଅନୁଭବ ମହାନ୍ତି ନିଜର ଆଗାମୀ ଓଡ଼ିଆ ଫିଲ୍ମ ରାବଣ ପାଇଁ ସେ ବହୁତ ପରିମାଣ ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହି ପରି ଭାବେ ସେ ବର୍ତମାନ ସମୟରେ ଏକ୍ସେସାଇଜ୍ କରିବା ସହିତ ତାଙ୍କ ଝିଆରୀ ଅଭିସାରିକା ସହିତ ଖେଳା ଖେଳା କରୁଛନ୍ତି । ସେହି ପରି ବେଳେ ଏହି ଦିନ ରେ ଅନୁଭବ ମହାନ୍ତି ଘରେ କେମିତି ସମୟ ବିତାଉଛନ୍ତତି । ସେହି ବିଷୟରେ କିଛି ଭିଡ଼ିଓ କରି ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥିିବାର ଦେଖି୍ବା ପାଇଁ ମିଳି ଥିଲା ।

anubhav

ସେହି ପରି ବେଳେ ଗୋଟିଏ ଭିଡ଼ିଓ ରେ ସେ କୋରନା ଭାଇରସ ରୁ ଆପଣ ମାନେ କେମିତି ମୁକ୍ତି ପାଇ ପାରିବେ ସେହି ଉପରେ ସଂମ୍ପର୍ଣ୍ଣ ତଥ୍ୟ ଦେଇଛନ୍ତି । ସେହି ପରି ବେଳେ ଆପଣ ମାନେ ବହୁତ ଜଲ୍ଦି ଅନୁଭବ ଙ୍କ ନୂଆ ଫିଲ୍ମ ରାବଣ ର ସୁଟିୁଂ ସେଟ ଭିଡ଼ିଓ ଦେଖି ପାରିବେ ସେ ଏହି ଦିନ ରେ କହିଛନ୍ତିି କି ଯେମିତି ବି ଲକଡାଉନ୍ ଖୋଲିବ ସେହି ପର ଠାରୁ ହିଁ ଏହି ଫିଲ୍ମ ର ସୁଟିଂ ଆରମ୍ଭ ହୋଇ ଯିବ ବୋଲି । ତେବେ ଆପଣ ମାନେ ଏହି ଓଡ଼ିଆ ଫିଲ୍ମ ରାବଣ କୁ ଦେଖିବା ପାଇଁ କେତେ ପରିମାଣ ରେ ଏକ୍ସସାଇଟେଡ୍ ରହିଛନ୍ତି ସେହି ବିଷୟରେ ଆମକୁ ନିଶ୍ଚିତ ଭାବେ ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *