ସିଦ୍ଧାନ୍ତ କହିଲେ ମୁଁ ରଚନା ଙ୍କ ଆଶା କେବେ ଭାଙ୍ଗିବାକୁ ଦେବିନି , ଆଉ ତା ପରେ

sidhanta-rachana

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଅଠର ବର୍ଷ ପରେ ଓଡ଼ିଶା ଆସି ଥିବା ରଚନା ବାନାର୍ଜି ଏହି ଦିନରେ ଓଡ଼ିଶା ଆସି ଥିଲେ ଏବଂ ସେ ଜି ସାର୍ଥକ୍ ଆୱାର୍ଡ ସୋ ରେ ଯୋଗ ଦାନ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳି ଥିଲେ । ଏମିତିରେ ରଚନା ଙ୍କ ଫେବରେଟ୍ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ବି ତାଙ୍କର ଦେଖା ହୋଇ ଥାଏ । ଏମିତିରେ ରଚନା କହିଛନ୍ତି କି ବହୁତ ବର୍ଷ ବିତି ଗଲାଣୀ ହେଲେ ମୁଁ ଓଡ଼ିଆ ସିନେମା କୁ ଭୁଲି ନାହିଁ । ତେବେ ସେହି ପରି ବେଳେ ତାଙ୍କର ଗୋଟିଏ ଇଣ୍ଟର୍ଭୁୟୁ ରେ ସେ ଏହି ଓଲିଉଡ ଇଣ୍ଡିଷ୍ଟ୍ରୀ ବିଷୟରେ କହି ଥିବାର ଦେଖିବା ପାଇଁ ମିଳି ଥିଲେ ତେବେ ସେମିତି ବେଳେ ଲାଗୁଛି କି ଚରନା ବାନାର୍ଜି ପୁଣି ଥରେ ସିନେମା ମାନେ ଓଡ଼ିଆ ସିନେମା କୁ ଫେରିବେ ବୋଲି ।

sid

କାରଣ ତାଙ୍କୁ ଯେତେ ବେଳେ ପଚରା ଜାଇ ଥିଲା କି ଏଠାକୁ ଆସିବା ପରେ ସେହି ସମୟ ରେ କଳାକାର ମାନେ କଣ କହୁଛନ୍ତି । ତେବେ ସେହି ସମୟ ରେ ରଚନା କହି ଥିଲେ କି ସେମାନେ ମତେ ପୁଣି ଥରେ ସିନେମା କୁ ଫେରିବା ପାଇଁ କହୁଛନ୍ତି ଏବଂ ସେମାନେ ବହୁତ ଭଲ ପାଉଛନ୍ତି । ତେବେ ସେମାନେ କେବେ ବି ମତେ ଛାଡିବେ ନାହିଁ । ଏମିତି ରେ ସେହି ସବୁ ବେଳେ ରଚନା କିନ୍ତୁ କହିଛନ୍ତି କି ସେ ବର୍ତମାନ ସମୟରେ କଲିକତା ରେ ବହୁତ ବ୍ୟସ୍ତ ରହୁଛନ୍ତି । ହେଲେ ଏଠାକାର ଭଲ ପାଇବା ଦେଖି ପୁଣି ଫେରିବା ପାଇଁ ମନ ହେଉଛି ।

ତେବେ ସବୁ ବେଳେ ନ ହେଲେ ବି ସେ ଗୋଟିଏ ବର୍ଷ କୁ ଗୋଟିଏ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରତିସୃତି ବି ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି । ଏପର ପଟେ ସିଦ୍ଧାନ୍ତ ନିଜେ ମଧ୍ୟ କହିଛନ୍ତି କି ରଚନା ଙ୍କ ଓଲିଉଡ ପ୍ରତି ଏତେ ପରିମାଣ ରେ ଭଲ ପାଇବା କୁ ସମମ୍ମାନ କରେ ଏହଂ ସେ ନିଜ ତରଫ ରୁ ତଥା ରଚନା ଙ୍କ ତରଫ ରୁ ଏହି ସମ୍ମାନ କୁ ବଞ୍ଚେଇ ରଖିବେ ବୋଲି କହି ଥିବାର ଦେଖିବା ପାଇଁ ମିଳିଛନ୍ତି ।

sidhanta

ସେମାନେ ଦୁହେଁ ଆଗାମୀ ସମୟ ରେ ଫିଲ୍ମ ମାନଙ୍କ ରେ ଏକାଠୀ କାମ କରିବେ ବୋଲି ସେମାନେ ଦୁହେଁ କହି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *