ଏହି ପୁଅକୁ ଭଲ ପାଉଛନ୍ତି ଓଡିଆ ହିରୋଇନି ଦିବ୍ୟା , ଦେଖନ୍ତୁ ତାଙ୍କର ରୋମାନ୍ସ

dibya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବନ୍ଧୁଗଣ ନିଜର ଫୋଟ ଉତ୍ତଳନ ରୁ ହିଁ ବହୁତ ପରିମାଣ ରେ ପପୁଲାର ରହି ଥିବା ଏବଂ ସମସ୍ତ ଙ୍କ ମନ ରେ ଜାଗା ଘେରି ବସିଛନ୍ତି ଅଭିନେତ୍ରୀ ଦିବ୍ୟା । ହଁ ଆଜ୍ଞ୍ୟା ପ୍ରଥମ ଥର ପାଇଁ ସାୟରୀ ରେ ଲୋକ ମାନଙ୍କ ହୃଦୟ କୁ ଜିତିଲେ ଏବଂ ପରେ ସୁନ୍ଦର ଗଡର ସଲମାନ ଖାଁ ରେ ଲୋକ ମାନଙ୍କର ହୃଦୟ ରେ ଆଉ ଗୋଟିଏ ଘର କରିଲେ । ଏବଂ ଗୋଟିଏ ନିଜର ପରିଚୟ କୁ ସେ ସୃଷ୍ଟି କରି ଥିଲେ । ନିଜର ଡେନ୍ସ ବେଳରୁ ହେଉ କିମ୍ବା ନିଜର ହଟ ଲୁକ ବେଳୁ ସେ ସମସ୍ତ ଙ୍କୁ ନିଜର କରି ରଖିଛନ୍ତି ।

dibbyaa

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରଥମ ଥର ପାଇଁ ସୁନ୍ଦର ଗଡ ର ସଲମାନ ଖାଁ ରେ ବାବୁ ସାନ ଙ୍କ ସହିତ ସ୍କ୍ରୀନ ସେୟାର କରି ନଜରକୁ ଆସି ଥିଲେ ଦିବ୍ୟାଦିସା ମହାନ୍ତି । ଏବଂ ଏହା ପରେ ପରେ ସେ କେବେ ବି ପଛକୁ ଫେରି ଚାହିଁ ନ ଥିଲେ ଏହି ଅଭିନେତ୍ରୀ । ଏମିତି ସୁଣବା ପାଣି ମିଳିଛି କି 12 ବର୍ଷ ହେବ ଦିବ୍ୟା ଏକ ତର୍ଫା ପ୍ରେମ ରେ ପଡିଛନ୍ତି । ସେ ଆଉ କେହି ନୁହଁନ୍ତି ତେଲୁଗୁ ଅଭିନେତା ସୁପର ଷ୍ଚାର ରାହୁଲ । ତାଙ୍କୁ କେହି କେହି ଆରିୟାନ ମଧ୍ୟ ଡାକନ୍ତି ।

ରାହୁଲ ତେଲୁଗୁ ଚଳଚିତ୍ର ରେ ଅଭିନୟ କରନ୍ତି । ସେହି ପରି ଭାବେ ରାହୁଲ ଙ୍କ ସହିତ ଦିବ୍ୟାା ବି ଦୁଇଟି ଫିଲ୍ମ ରେ କାମ କରିଛନ୍ତି । ସେମିତି ରେ ଏହି ଦୁଇଟି ଚଳଚିତ୍ର ରେ ହିଁ ଏମାନଙ୍କ ମଧ୍ୟ ରେ ପ୍ରେମ ଜାଗ୍ରତ ହୋଇ ଥିଲା ହେଲେ ଏବେ ସୁଣିବା ପାଇଁ ମିଳିଛି ରାହୁଲ କୁଆଡେ ଦିବ୍ୟାା ଙ୍କୁ ଗୋଟିଏ ବନ୍ଧୁ ହିସାବ ରେ ମାନନ୍ତି । ହେଲେ ସେ ଭଲ ପାଉ ଥିଲେ ମଧ୍ୟ ରେ ସେ ଏବେ ପର୍ଯ୍ୟନ୍ତ ଦିବ୍ୟା ଙ୍କୁ କହି ନାହାଁନ୍ତି ।

dibyaaa

ଏବେ ବି ଏମାନେ ଦୁହେଁ ବହୁତ ଭଲ ସାଙ୍ଗ ରହି ଥିବା ବେଳେ ଏମାନେ କେବେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି କହି ନାହାଁନ୍ତି ହେଲେ ସେମାନେ ଦୁହେଁ ଦୁଖଃ ସୁଖ ସବୁ ବେଳେ ହୋଇ ଥାନ୍ତି । ତେବେ ଆପଣ ମାନଙ୍କୁ ଏହି ଦୁଇଟି ଯୋଡି କେମିତି ଲାଗୁଛି ଆମକୁ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *