ଓଡିଆ ଆଲବମ ଜଗତର ଏହି ହିରୋଇନ , କରୋନା ପାଇଁ ଏମିତି ସାହାର୍ଯ୍ୟ କଲେ ଲୋକ ମାନଙ୍କୁ

rani-pri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ କୋରନା ଭାଇରସ ପାଇଁ ସାରା ଦୁନିଆଁ କେମିତି ଭାବେ ବର୍ବାଦ୍ ହୋଇ ସାରିଛି । ସେହି ପରି କ୍ଷେତ୍ର ରେ ଲୋକ ମାନେ ବହୁତ ଚିନ୍ତା ରହି ଥିବା ବେଳେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ 21 ଦିନ ର ଲକ୍ ଡାଉନ୍ ର ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ ଏଠାରେ କିଛି ରାଜ୍ୟ ମାନଙ୍କ ରେ କର୍ଫ୍ୟୁ ର ବି ମାହୋଲ ଦେଖିବା ପାଇଁ ମିଳିଛି । ଏମିତିରେ ବର୍ତମାନ ସମୟ ରେ ରହି ଥିବା ସ୍ଥିତିି କୁ ନେଇ ସଂମ୍ପର୍ଣ୍ଣ ଦେଶ ରେ ଲକ ଡାଉନ୍ ହୋଇ ଥିବା ବେଳେ ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ଏବଂ ଆଲବମ୍ କୁଇନ୍ ରାନୀ ପ୍ରିୟଦର୍ଶନୀ ନିଜର ସାହାଯ୍ୟ ପଣିଆ କୁ ଲୋକ ମାନଙ୍କ ସାମ୍ନା କୁ ଆଣିଛନ୍ତି ।

rani

ସେମିତି ରେ ରାନୀ ପ୍ରିୟଦର୍ଶନୀ ଯେକି ଓଲିଉଡ ରେ ବହୁତ ଆଲବମ୍ ରେ କାମ କରି ଥିବା ବେଳେ ବହୁତ ସିନେମା ରେ ବି ସେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଦିନ ରେ ଆପଣ ମାନେ ଜାଣି ଥିବେ ଭଦ୍ରକ ରେ କୋରନା ର ପଜେଟିଭ୍ ବାହାରି ଥିବା ବେଳେ ରାନୀ ପ୍ରିୟଦର୍ଶନୀ ଙ୍କ ଘର ବି ଭଦ୍ରକ ରେ । ତେବେ ସେ ଲୋକ ମାନଙ୍କୁ ରିଲିଫ୍ ବଣ୍ଟନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଯେଉଁ ଥିରେ ସେ ଆଳୁ ଚାଉଳ ସାବୁନ୍ , ଡାଲି , ଇତ୍ୟାଦି ବଣ୍ଟନ କରି ଥିବାର ଦେଖିବା ପାଇଁ ମିଳି ଥିଲେ

rann

ସେମିତି ରେ ଏହି ଭିଡିଓ ରେ ସେ ଲୋକ ମାନଙ୍କୁ ସଚେତନ କେମିତି ରହିବା ପାଇଁ ପଡିବ ସେହି ବିଷୟ ରେ ବି କହୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଲୋକ ମାନଙ୍କୁ ହାତ ଭଲ ଭାବେ ଧୋଇବା ଏବଂ ଘରୁ ନ ବାହାରିବା ପାଇଁ କହିଥିବାର ଦେଖିବା ପାଇଁ ମିଳି ଥିଲେ ଲୋକ ମାନଙ୍କୁ ଏମିତି ସାହାଯ୍ୟ ଫଳ ରେ ତାଙ୍କର ଭିଡିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *