ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ କୋରନା ଭାଇରସ ପାଇଁ ସାରା ଦୁନିଆଁ କେମିତି ଭାବେ ବର୍ବାଦ୍ ହୋଇ ସାରିଛି । ସେହି ପରି କ୍ଷେତ୍ର ରେ ଲୋକ ମାନେ ବହୁତ ଚିନ୍ତା ରହି ଥିବା ବେଳେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ 21 ଦିନ ର ଲକ୍ ଡାଉନ୍ ର ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ ଏଠାରେ କିଛି ରାଜ୍ୟ ମାନଙ୍କ ରେ କର୍ଫ୍ୟୁ ର ବି ମାହୋଲ ଦେଖିବା ପାଇଁ ମିଳିଛି । ଏମିତିରେ ବର୍ତମାନ ସମୟ ରେ ରହି ଥିବା ସ୍ଥିତିି କୁ ନେଇ ସଂମ୍ପର୍ଣ୍ଣ ଦେଶ ରେ ଲକ ଡାଉନ୍ ହୋଇ ଥିବା ବେଳେ ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ଏବଂ ଆଲବମ୍ କୁଇନ୍ ରାନୀ ପ୍ରିୟଦର୍ଶନୀ ନିଜର ସାହାଯ୍ୟ ପଣିଆ କୁ ଲୋକ ମାନଙ୍କ ସାମ୍ନା କୁ ଆଣିଛନ୍ତି ।
ସେମିତି ରେ ରାନୀ ପ୍ରିୟଦର୍ଶନୀ ଯେକି ଓଲିଉଡ ରେ ବହୁତ ଆଲବମ୍ ରେ କାମ କରି ଥିବା ବେଳେ ବହୁତ ସିନେମା ରେ ବି ସେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଦିନ ରେ ଆପଣ ମାନେ ଜାଣି ଥିବେ ଭଦ୍ରକ ରେ କୋରନା ର ପଜେଟିଭ୍ ବାହାରି ଥିବା ବେଳେ ରାନୀ ପ୍ରିୟଦର୍ଶନୀ ଙ୍କ ଘର ବି ଭଦ୍ରକ ରେ । ତେବେ ସେ ଲୋକ ମାନଙ୍କୁ ରିଲିଫ୍ ବଣ୍ଟନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଯେଉଁ ଥିରେ ସେ ଆଳୁ ଚାଉଳ ସାବୁନ୍ , ଡାଲି , ଇତ୍ୟାଦି ବଣ୍ଟନ କରି ଥିବାର ଦେଖିବା ପାଇଁ ମିଳି ଥିଲେ
ସେମିତି ରେ ଏହି ଭିଡିଓ ରେ ସେ ଲୋକ ମାନଙ୍କୁ ସଚେତନ କେମିତି ରହିବା ପାଇଁ ପଡିବ ସେହି ବିଷୟ ରେ ବି କହୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଲୋକ ମାନଙ୍କୁ ହାତ ଭଲ ଭାବେ ଧୋଇବା ଏବଂ ଘରୁ ନ ବାହାରିବା ପାଇଁ କହିଥିବାର ଦେଖିବା ପାଇଁ ମିଳି ଥିଲେ ଲୋକ ମାନଙ୍କୁ ଏମିତି ସାହାଯ୍ୟ ଫଳ ରେ ତାଙ୍କର ଭିଡିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।