ଲକ ଡାଉନ ସମୟରେ ଏମିତି ଲୋକଙ୍କୁ ସାହାଯ୍ୟ କଲେ ଅରିନ୍ଦମ

arindam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ ସାରା ଓଡ଼ିଶା ଲକଡାଉନରେ ରହି ଅଛି ସେହି ପରି କ୍ଷେତ୍ର ରେ ବର୍ତମାନ ସମୟରେ ବହୁତ ଲୋକ ମାନେ ଅସୁବିଧା ର ସାମ୍ନା କରୁଛନ୍ତି । ସେହି ପରି କ୍ଷେତ୍ରରେ ଅନେକ ଡାକ୍ତର ଖାନାରେ ରକ୍ତର ଅଭାବ ଦେଖିବା ପାଇଁ ମିଳିଛି । କେବେଳ ସେହିଥି ପାଇଁ ଓଡିଆ ଇଣ୍ଡଷ୍ଟ୍ରୀ ର ଅରବିନ୍ଦମ୍ ରୟ ଗୋଟିଏ ବ୍ଲଡ ଡୋନେସନ କେମ୍ପ କରି ଥିବା ବେଳେ ଲୋକ ମାନଙ୍କ ପାଖରୁ ବର୍ତମାନ ସମୟ ରେ ରକ୍ତ ସଂଗ୍ରହ କରୁଛନ୍ତି । ଏବଂ ତାହା ଡାକ୍ତର ଖାନା କୁ ଯୋଗେଇ ଦେଉଛନ୍ତି ।

arindamm

ଯଦି କୈଣସି ବ୍ୟକ୍ତିଙ୍କୁ ରକ୍ତ ର ଆବଶ୍ୟକ ପଡି ଥାଏ । ତେବେ ସେହି ପରି ସମୟରେ ଏହି ରକ୍ତ କୁ ବ୍ୟବହାର କରା ଯିବ । ତେବେ ସେ ଏହି କେମ୍ପ ପକେଇବା ସହିତ କହିଛନ୍ତି କି । ଗୋଟିଏ ରକ୍ତ ବିନ୍ଦୁ କାହାର ବି ଜିବନ କୁ ବଞ୍ଚେଇ ଦେଇ ପାରେ । ତେଣୁ ଲକଡାଉନ୍ ସମୟ ରେ ଲୋକ ମାନେ ଘରେ ରହୁ ଥିବାରୁ । ସେମାନେ ରକ୍ତ ଦେବାକୁ ଡାକ୍ତର ଖାନା କୁ ଆସି ପାରୁ ନାହାଁନ୍ତି ।

arindam-jhilik

ସେହି ପରି କ୍ଷେତ୍ର ରେ ଡାକ୍ତର ଖାନା ଗୁଡିକ ରେ ବହୁତ ରକ୍ତ ର ଅଭାବ ଦେଖିବା ପାଇଁ ମିଳିଛି । ଏହି ଦିନ ରେ ତାଙ୍କର କହିବା କଥା ଅନୁସାରେ ସେ ଏହି ଦିନ ରେ ଏମିତି ହିଁ ବ୍ଲଡ ଡୋନେସନ କେମ୍ପ କରି ଲୋକ ମାନଙ୍କୁ ମାଗଣା ରେ ବ୍ଲଡ ଯୋଗେଇ ଦେବେ ବୋଲି କହିଛନ୍ତି । ଆପଣ ମାନଙ୍କୁ ଅରବିନ୍ନମ୍ ରୟ ଙ୍କର ଏହି ମହାନ୍ କାମ କେମିତି ଲାଗୁଛିି ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *