ଆସୁଛି ନୁଆ ଓଡିଆ ଫିଲ୍ମ ଗୁଡ ବୟ – 2 , ଜାଣନ୍ତୁ କେବେ ଆସିବ ପରଦାକୁ

goodboy2

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମ ଥର ପାଇଁ ଅରିନ୍ଦମ୍ ଏବଂ ଭୂମିକା ଙ୍କୁ ନେଇ ଏହି ଦିନ ରେ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ଓଡ଼ିଆ ଫିଲ୍ମ ଜାହାର ନାମ ଗୁଡ୍ ବୟ ଦୁଇ ରହିଛି । ଏହି ଫିଲ୍ମ ରେ ଆପଣ ମାନେ ପ୍ରଥମ ଥର ପାଇଁ ଭୂମିକା ଙ୍କ ଏବଂ ଅରବିନ୍ଦମ୍ ଙ୍କ ଲଭ୍ ରୋମାନ୍ସ ଏଠାରେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳିବ । ଏବଂ ଏହା ସହିତ ନିଶ୍ଚିତ ଭାବେ ଜବର୍ଦୋସ୍ତ କେମେଡି ଏବଂ ଏକ୍ସନ୍ ବି ଆପଣ ମାନେ ଦେଖିବା ପାଇଁ ପାଇବେ ।

bhumi

ଏହି ଦିନ ରେ ଏହି ଫିଲ୍ମ ର ସୁଟିଂ ବହୁତ ଯୋର ସୋର ରେ ଚାଲି ଥିବାର ଦେଖିବା ପାଇଁ ମିଳିଛିି । ଏହି ଦିନ ରେ ସୁଟିଂ ହେଉ ଥି୍ବା ବେଳେ ଜାହା ଜଣା ପଡିଛି କି ଏହି ଫିଲ୍ମ ରେ ସିଦ୍ଧାନ୍ତ ମାହାପାତ୍ର , ଅନୁଚୈଧୁରୀ , ବବି ମିଶ୍ର , ସମେତ ଅନେକ କଳାକାର ମାନେ ଅନେକ ଗୁରୁତ୍ୱ ପୂର୍ଣ୍ଣ ଚରିତ୍ର ରେ ଦେଖିବା ପାଇଁ ମିଳିବେ । ଏମିତି ରେ ଏହି ଫିଲ୍ମ ର ସଂଙ୍ଗୀତ ନିର୍ଦ୍ଧେସନା ଅଭିଜିତ୍ ମଜୁନ୍ଦାର ଦେଇ ଥିବା ବେଳେ ଏହାକୁ ନିର୍ଦ୍ଦେସନା ଦେଇଛନ୍ତି ଜ୍ୟତି ଦାସ୍ ।

ଏବଂ ଏଠାରେ ମିଳି ଥିବା ଉଡା ଖବର ରୁ ଜଣା ପଡିଛି କି ଏହି ବର୍ଷ ର ଦୂର୍ଗା ପୂଜା ରେ ଏହି ଫିଲ୍ମ ଟି ରିଲିଜ୍ ହେବାକୁ ଯାଉଛି ।ତେବେ କରୋନା ପାଇଁ ଏହାର ସୁଟିଙ୍ଗ ଏବେ ବନ୍ଦ ରହିଛି , ସେହି ପରି କ୍ଷେତ୍ରରେ ଆପଣ ମାନେ ଅରବିନ୍ଦମ୍ ଏବଂ ଭୂମିକାଙ୍କ ଅଭିନିତ ଗୁଡବୟ ପାର୍ଟ 2 କୁ ଦେଖିବା ପାଇଁ କେତେ ପରିମାଣ ରେ ଏକ୍ସସାଇଟେଡ୍ ରହିଛନ୍ତି ସେହି ବିଷୟ ରେ ନିଶ୍ଚିତ ଭାବେ ଆମକୁ କମେଣ୍ଟ ରେ ଜଣେଇବେ ।

bhumm

ସେହି ପରି କ୍ଷେତ୍ର ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଓଡ଼ିଶା ରେ ପସି ଥିବା ମହାମାରୀ କୋରନା କୁ ନେଇ ଏହି ଫିଲ୍ମ ର ସୁଟିଂ କେମିତି ଭାବେ ଚାଲିଛି ସେହି ବିଷୟ ରେ କିଛି ଜଣା ନାହିଁ ହେଲେ ଭୂମିକା ଏହି ଦିନ ରେ ଏହି ଫିଲ୍ମ ର ପୋଷ୍ଟର ଛାଡି ଥିବାର ଦେଖିବା ପାଇଁ ମିଳି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *