ମହାନଦୀ କୋଲଫାଇଡ ଲିମିଟେଡରେ ନିଯ଼ୁକ୍ତି ସୁଯୋଗ , ଦରମା ବହୁତ ଅଧିକ

mclll

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ MCL ତରଫ ରୁ ଆପଣ ମାନଙ୍କ ପାଇଁ ନିଯୁକ୍ତି ବାହାରି ଆସିଛି । ମାନେ ମହାନଦୀ କୋଲପ୍ଲେଡ୍ ଲିମିଟେଡ୍ ପକ୍ଷ ରୁ ରହିଛି । ଏବଂ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନେ ଏଠାରେ ସମସ୍ତ ଜିଲ୍ଲା ର ପ୍ରାଥୀ ମାନେ ଆପ୍ଲାୟ କରି ପାରିିବେ । ଏବଂ ପରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି କେତୋଟି ଭେକେନ୍ସି ରହିଛି ଏବଂ କଣ କଣ ଭେକେନ୍ସି ରହିଛି ସେହି ବିଷୟ ରେ ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତ ବନ୍ଧୁଗଣ ଏଠାରେ ଆପଣ ମାନେ ଦେଖି ପାରୁ ଥିବେ ମହାନଦୀ କୋଲପ୍ଲେଡ୍ ଲିମିଟେଡ୍ ପକ୍ଷ ରୁ ନିଯୁକ୍ତି ବାହାରି ଆସିଛି ।

jobbb

ତେବେ ଏଠାରେ ମିଳୁ ଥିବା 4 ନୁଯୁକ୍ତି ଆପଣ ମାନେ ସମ୍ବଲପୁର ଠାରେ ହିଁ ପାଇ ପାରିବେ । ତ ଏଥିରେ କୋଉ ପୋଷ୍ଟ ପାଇଁ ନା ମେଡିକାଲ ପ୍ରଫେସନାଲ ପାଇଁ ନିଯୁକ୍ତି ବାହାରି ଅଛି । ତେବେ ଯେଉଁ ଥିରେ ଆପଣ ମାନଙ୍କୁ Radiologist ରେ ଦୁଇଟି ଭେକେନ୍ସ ରହିଛି । ଏବଂ ଏହା ପରେ ରହିଛି Dermatologist ରେ ଆପଣ ମାନଙ୍କ ପାଇଁ ଦୁଇଟି ପଦବୀ ରହିଛି । ଏହା ପରେ ରହିଛି Orthopaedics ରେ ଆପଣ ମାନଙ୍କ ପାଇଁ ଦୁଇଟି ପୋଷ୍ଟ ରହିଛି । Surgery ରେ ମଧ୍ୟ ଆପଣ ମାନଙ୍କୁ ଦୁଇଟି ଭେକେନ୍ସି ମିଳିବ । ଏବଂ ଶେଷ ରେ Paediatrician ରେ ଆପଣ ମାନଙ୍କୁ କେବଳ ଗୋଟିଏ ହିଁ ଭେକେନ୍ସି ମିଳିବ ।ଏହା ପାଇଁ ଆପଣ ମାନଙ୍କୁ କଣ କଣ ଦେବାକୁ ପଡିବ ସେହି ବିଷୟ ରେ ବି କହିଛୁ ତଳେ ।

jobb

  • 1. Passport size Photograph
    2. Proof of Age (Matriculation certificate)
    3. Copy of Category Certificate, if applicable.
    4. Copy of Certificates of Qualification/MCI Registration.
    5. Proof of Experience
    6. Copy of Superannuation Notice (for retirees)

ଏବଂ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନେ ଏହି ସବୁ କି ଏହାର ଅଫିସିଆଲ ଇ ମେଲ୍ gm-ee.mcl@coalindia.in ରେ ହିଁ ଫଟେଇବେ । ନିଜର ରିଜୁମ୍ ସହିତ ଏହି ଡୋକ୍ୟୁମେଣ୍ଟ କୁ ଆଟାଚ୍ଚ କରି ଆପଣ ମାନେ ଦେବେ । ଜାହାର ଲାଷ୍ଟ ସମୟ ସୀମା ରହିଛି 15/04/2020 ସଂନ୍ଧ୍ୟା 5 ଟା ପୂର୍ବ ରୁ । ଆପଣ ମାନେ ଏହି ବିଷୟ ରେ ଅଧିକ ଜାଣିବା ପାଇଁ PDF କୁ ଡାଉନଲୋଡ କରନ୍ତୁ

http://www.mahanadicoal.in/OurPeople/pdf/Notification_for_doctors.pdf , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *