ମହାଦେବ ଖୋଲିଲେ ତୃତୀୟ ଆଖି, ଏବେ ହେବ କରୋନାର ଶେଷ……..।

shiva3

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ କୋରନା ଭାଇରସ ସଂମ୍ପର୍ଣ୍ଣ ବିଶ୍ୱରେ ତାଣ୍ଡବ କରୁଛି । ଏହି ପରି କ୍ଷେତ୍ରରେ ବର୍ତମାନ ସମୟରେ ସମଗ୍ର ବିଶ୍ୱର ଦେଶ ମାନେ ଆଶା କରି ବସିଛନ୍ତି କି  କେବେ ଏହି ରୋଗ ପାଇଁ ଟିକା ପ୍ରସ୍ତୁତ ହେବ । ଏବଂ ଆମେ ଏହି ଭାଇରସ ଠାରୁ ମୁକ୍ତି ପାଇ ପାରିବା । ବର୍ତମାନ ସମୟରେ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଲୋକ ମାନେ ଘରେ ବନ୍ଧକ ହୋଇ ରହିଛନ୍ତି । ସେମିତିରେ ଲୋକ ମାନେ ସବୁ ବେଳେ ବିଜ୍ଞାନ ର ସାହାରା ହୋଇ ଥିବା ବେଳେ ନିଶ୍ଚିତ ଭାବେ ଇଶ୍ୱରର ସ୍ଥାନ କୁ ସେମାନେ ଭୁଲି ଜାଇଛନ୍ତି ।

shiva

ଏମିତି ବେଳେ କାହା ପାଖକୁ ଯିବା । ଯେମିକି ଆପଣ ମାନେ ଜାଣିଛନ୍ତି କି ସଂସାର ର ପାଳନ ହାର ଭୋଳାବାବା ଅଟନ୍ତି । ସେମିତି ରେ ବର୍ତମାନ ସମୟ ରେ ଆମେ କିପରି ଭାବେ ଭୋଳା ବାବା ଙ୍କୁ ସ୍ମରଣ କରିବା ଭୁଲି ଗଲେଣୀ । ମହାଦେବ କୈଣସି ଦୂର ରେ ନୁହେଁ ବରଂ ମନ ରେ ସ୍ଥାନ ପାଆନ୍ତି । ତେବେ ଏଠାରେ ଆପଣ ମାନଙ୍କୁ ଆମେ କହି ରଖୁଛୁ ଯେ ପ୍ରତ୍ଯେକ ଶହେ ବର୍ଷ ରେ ଥରେ ଏମିତି ହିଁ ମହାମାରୀ ଆସି ଥାଏ । ଏହା ପୂର୍ବ ରୁ 1717,1820,1929, ଏବଂ ଏବେ 2020 ରେ ବି ଆସିଛି । ସେହି ପରି କ୍ଷେତ୍ର ରେ ଏହି ଦିନ ରେ ମହାରାଷ୍ଟ୍ର ର ଜଣେ ରାମେଶ୍ୱର ନାମକ ବ୍ୟକ୍ତି କହିଛନ୍ତି କି ଆଜକୁ ଶହେ ବର୍ଷ ହେବ ମହାଦେବ ଆମ ପରିବାର ର ରକ୍ଷା କରି ଆସୁଛନ୍ତି ।

shiva2

ଏହାର ସିକ୍ରେଟ୍ ବି ସେ ଲୋକ ମାନଙ୍କ ସାମ୍ନା କୁ ଆଣିଛନ୍ତି । କି ଆପଣ ମାନେ ଯଦି ପ୍ରତି ଦିନ ସକାଳେ ଗାଧୋଇ ସାରି ଓଁ ର ଜପ କରନ୍ତି । ତେବେ ଏବଂ ଏମିତି କରିବା ଦ୍ୱାରା ଆମ ପରିବେଶ ରେ ଓଁଁ ର ପ୍ରଭାବ ପଡିବ ଏବଂ ଆମର ପରିବେଶ ସଂମ୍ପର୍ଣ୍ଣ ଭାବେ ସୁସ୍ଥ ଏବଂ ପରିସ୍କାର ହେବ । ସେମିତି ରେ ଏଠାରେ ସେ ଆଧୁନିକ ସାଇନ୍ସ ଯଦି ଏହି ଭାଇରସ ର ପ୍ରତିରୋଧକ ବାହାର କରି ପାରୁ ନାହାଁନ୍ତି । ତେବେ ଆମକୁ ନିଶ୍ଚିତ ଭାବେ ଭଗନବାନ ଙ୍କ ଆଶର କୁ ଯିବା ଦରକାର । ଏମିତି ରେ ଏହି ରାମେଶ୍ୱର ସଂମ୍ପର୍ଣ୍ଣ ପଣ୍ଡିତ ପରିବାର ରୁ ଅଟନ୍ତି । ଏବଂ ଏବେ ବି ସେ ଏହି ଭାଇରସ କୁ ଡରନ୍ତି ନାହିଁ ବୋଲି ସେ କହିଛନ୍ତି । ଏବଂ ଏବେ ବି ଭୋଳା ବାବା ଙ୍କ ଜପ କରିବାରେ ଲାଗିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *