ବାହାଘର ପରେ ପରେ ଝିଲିକଙ୍କ ଜୀବନରେ ଆସିଲା ଏହି ଦୁଃଖର ଦୀନ

jhiliiikkk

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଆପଣ ମାନେ ଜାଣିଥିବେ ଆମର ଓଲିଉଡ ର ଚୁଲବୁଲୀ ଅଭିନେତ୍ରୀ ଏହି ଦିନ ରେ ବିବାହ କରି ନେଇଛନ୍ତି । ତେବେ ଆପଣ ମାନେ ତାଙ୍କର ବିବାହ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ଥିବେ । ଏବଂ କିଛି ଦିନ ପୂର୍ବ ରୁ ଆପଣ ମାନେ ତାଙ୍କର ବିବାହ ବିଷୟ ରେ ଟିଭି ରେ ବି ମଧ୍ୟ ଦେଖି ଥିବେ । ତେବେ ସେ ହେଲେ ଜଣେ ପଶୁ ପ୍ରେମୀ ସେହିଥି ପାଇଁ ସେ ଏହି ଦିନ ରେ ତିନୋଟି କୁକୁର କୁ ନିଜ ପାଖରେ ରଖିଛନ୍ତି । ଏପଟେ ସାହା ଦେଶ ରେ କରୋନା ର ଲକଡାଉନ୍ ହେଉ ଥିବା ବେଳେ ବହୁତ ପଶୁ ପକ୍ଷୀ ମାନେ ଖାଇବା ପାଇଁ ପାଉ ନାହାଁନ୍ତି ।

jhili

କେବଳ ସେହିଥି ପାଇଁ ଓଡିଆ ଇଣ୍ଡଷ୍ଚ୍ରୀ ର ଚୁଲବୁଲୀ ନାୟିକା ଝିଲ୍ଲୀକ୍ ବୁଲା କୁକୁର ମାନଙ୍କୁ ଖାଇବା ପାଇଁ ଦେଉ ଥିଲେ । ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା । ଗତ କାଲି ଅଭିନେତ୍ରୀ ଝିଲ୍ଲୀକ୍ ଙ୍କ ତିନୋଟି ପୋଷା କୁକୁର ଙ୍କ ମଧ୍ୟ ରୁ ଗୋଟିଏ ପୋଷା କୁକୁର ମୃତ୍ୟୁ ବରଣ କରିଛି । ଏହା ସହିତ ଅଭିନେତ୍ରୀ ଝିଲ୍ଲୀକ୍ ବହୁତ ଭାଙ୍ଗି ପଡିବା ସହିତ ବହୁତ ଦୁଖଃ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହି କୁକୁର ଟି ତାଙ୍କ ପାଖରେ ଦୁଇ ବର୍ଷ ହେବ ରହୁ ଥିଲା ।

ସେ ତାକୁ ବହୁତ ଭଲ ପାଆନ୍ତି ହେଲେ କୈଣସି ଏକ କାରଣ ରୁ ସେ ଗତ କାଲି ମୃତ୍ୟୁ ବରଣ କରିଛି । ତେବେ ତାଙ୍କର ପୋଷା କୁକୁର ଙ୍କ ଆତ୍ମା ର ସଦଗତି ପାଇଁ ସେ ଗଚ କାଲି ଭଗବାନ ଙ୍କ ପାଖରେ ବିନୋତି କରିଛନ୍ତି । ଆପଣ ମାନଙ୍କୁ ପଶଶୁ ପକ୍ଷୀ ମାନେ କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଭାବେ ଜଣାନ୍ତୁ । ଏବଂ ଏହା ସହିତ ଆପଣ ମାନଙ୍କ ଘରେ ନିଜ ଘରେ କେଉଁ ପଶୁ ପକ୍ଷୀ କୁ ରଖିଛନ୍ତି ସେହି ବିଷୟ ରେ ଜଣାନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *