ବାହାଘର ପରେ ‘ଝିଲିକ୍’ ପ୍ରଥମ ଥର ପାଇଁ ଗରିବ ଲୋକଙ୍କୁ ଏତେ ଟଙ୍କା ସହିତ ଜିନିଷ ଦାନ କଲେ |

ଆପଣ ମାନଙ୍କୁ ଆମର ପୋର୍ଟଲକୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟରେ କୋରନାର ପ୍ରଭାବ ବହୁତ ପରିମାଣ ରେ ପଡ଼ି ଥିବା ବେଳେ ଏହା ଦେଶ ବ୍ୟାପି ଗୋଟିଏ ସମସ୍ୟା ହୋଇ ମାନବ ଜିବନରେ ପସି ସାରିଛି । ଏବଂ ଏହା ଏବେ ଆମକୁ ବହୁତ ଅସୁବିଧା ରେ ପକେଇବାରେ ଲାଗିଛି ଏହି କଥା ଆପଣ ମାନେ ନିଷ୍ଚିିତ ଭାବେ ଜାଣି ଥିବେ ତେବେ ଅସୁବିଧା ମାନେ ବର୍ତମାନ ସମୟ ରେ ଆମେ ମାନେ ଘରୁ ପାଦ ବି ବାହାର କରିବା ପୂର୍ବ ରୁ ଶହେ ଥର ଭାବିବା ପାଇଁ ଲାଗିଛନ୍ତି । ଏବଂ ଏହି ପରି ସ୍ଥିତି ରେ ଲକଡାଉନ୍ ବି ଆମର ଗୋଡ କୁ ବାନ୍ଧି ରଖିଛି ।

ଏହି ସ୍ଥିତି ରେ ଗରିବ ଲୋକ ମାନଙ୍କୁ ବହୁତ ଅସୁବିଧା ମାନେ ଯେଉଁ ମାନେ ଗୋଟିଏ ଦିନ ନ ଖଟିଲେ ସେମାନଙ୍କ ପରିବାର ଚାଲିବ ନାହିଁ ସେମାନେ ଏହି ଦିନରେ ବହୁତ ଅସୁବିଧା ର ସାମ୍ନା କରୁଛନ୍ତି । ଏହି ପରି କ୍ଷେତ୍ର ରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଅନୁରୋଧ କ୍ରମେ ବହୁତ ସେଲିବ୍ରଟି ଏବଂ ଖେଳାଳି ମାନେ ସେହି ଗରିବ ଲୋକ ମାନଙ୍କୁ ସାହାଯ୍ୟ ର ହାତ ବଢାଉ ଥିବାର ଦେଖିବା ପାଇଁ ମିଳିଛି ।

jhilik

ସେହି ପରି ଭାବେ ଆମେ ଆମ ଓଡ଼ିଶା ର କଥା କହିବୁ ତେବେ ଓଡ଼ିଶା ରେ ବହୁତ କାଳାକାର ମାନେ ରିଲିଫ୍ ବଣ୍ଟନ କରୁ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ଆମର ଅଭିନେତ୍ରୀ ଝିଲ୍ଲୀକ୍ ଯିଏ ଏହି ଦିନ ରେ ନୂତନ ଭାବେ ସୁକିନ୍ଦା ବିଧାୟକ ଙ୍କୁ ବିବାହ କରି ଥିଲେ ସେ ବି ଗରିବ ଶ୍ରେଣୀ ର ଲୋକ ମାନଙ୍କୁ ରିଲିଫ୍ ବଣ୍ଟନ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।

jhillikk

ତଥା ସ୍ୱାମୀ ଜଣେ ବିଧାୟକ ହୋଇ ଥିବାକୁ ଏହା ତାଙ୍କର କର୍ତବ୍ୟ ବି ରହିଛି କି ସେ ଲୋକ ମାନଙ୍କୁ ସାହାଯ୍ୟ କରନ୍ତି । ଏହି ମନବୋଳ କୁ ନେଇ ସେ ଏହି ଦିନ ରେ ସାଧାରଣ ଲୋକ ମାନଙ୍କୁ 1 ହଜାର ରୁ ଅଧିକ ରିଲିଫ୍ ବଣ୍ଟନ କରି ଥିବାର ଦେଖିବା ପାଇଁ ମିଳିଛି । ତେବେ ଝିଲ୍ଲୀକ୍ ଙ୍କ ଏହି କାମ ଆପଣ ମାନଙ୍କୁ କେମିତି ଲାଗୁଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *