ଏହି ଝିଅ ମାନଙ୍କ ନାମ Google ରେ କେବେ ବି କରନ୍ତୁ ନାହିଁ ସର୍ଚ୍ଚ । ନଚେତ୍ ଆସିଯିବ ବଡ ସଂଙ୍କଟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯଦି ଆପଣ ମାନେ ଏମିତି ଭାବନ୍ତି Google ରେ କିଛି ବି ସର୍ଚ୍ଚ କରିବା ପରେ ଆପଣ ମାନେ ସେହି ସର୍ଚ୍ଚ ହିଷ୍ଟ୍ରୀ କୁ ଡିଲିଟି ମାରି ଦେଲେ ବି କଣ ସେହି ବ୍ରାଉଜିଙ୍ଗ ଡିଲିଟି ହୋଇ ଯିବ କି । ଆପଣ ମାନେ କଣ ଏହି ସବୁ କଥା କୁ ବିଶ୍ୱାସ କରନ୍ତି କି । ସେମାନେ ଆପଣ ଙ୍କ ହିଷ୍ଟ୍ରୀ କୁ ଡିଲିଟି କରି ଦେଉଛନ୍ତି ବୋଲି ଏହା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ କାରଣ ଗୁଗୁଲ ର Privacy & Terms FAQs ରେ ସଂମ୍ପର୍ଣ୍ଣ ଭାବେ ଲେଖା ରହିଛି ଆପଣ ମାନେ ଜାାହା ବି ସର୍ଚ୍ଚ କରୁଛନ୍ତି ସେମାନେ ସେହି ସବୁୂ କୁ ଟ୍ରାକ୍ କରୁଛନ୍ତି ଏବଂ ସେହି ବଦଳ ରେ ଆପଣଙ୍କୁ ଏଡ୍ ଦେଖାଉଛନ୍ତି । କେବଳ ସେହିଥି ପାଇଁ ଆପଣ ମାନେ ଗୁଗୁଲରେ ଜାହା ବି ସର୍ଚ୍ଚ କରୁଛନ୍ତି ସେହି ପୂର୍ବ ରୁ ଥରେ ଭାବି ରଖନ୍ତୁ ।

ଗୁଗୁଲ ରେ ଆପଣ ମାନଙ୍କ ଜରୁରୀ ଡାଟା ସବୁ ସେଭ୍ କରି ରଖା ଜାଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସେଲିବ୍ରେଟି ମହିଳା ଙ୍କ ନାମ ବିଷୟରେ କହିବୁ ଯେଉଁ ମାନଙ୍କ ନାମ କୁ ଆପଣ ମାନେ କେବେ ବି ଗୁଗୁଲ ରେ ସର୍ଚ୍ଚ କରନ୍ତୁ ନାହିଁ । ନଚେତ୍ ଆପଣ ମାନେ ପଛରେ ପସ୍ତେଇ ପାରନ୍ତି । ତେବେ ଆସନ୍ତୁ ସେମାନଙ୍କ ବିଷୟ ରେ ଜାଣିବା ।

girl2

ଏହି ଲିଷ୍ଟ ରେ ପ୍ରଥମେ ଆମେରିକା ର Kim Kardashian ରହିଛନ୍ତି । କିମ୍ ଙ୍କର ସେକ୍ସୀ ଫିଗର ଏବଂ ତାଙ୍କର ହୋଟନେସ୍ ପାଇଁ ସେ ପରିଚିଚ ହୋଇ ଥାନ୍ତି । ସେମିତି ରେ ସେ ଏତେ ବଡ ଷ୍ଟାର ରହିଛନ୍ତି ଯେହେତୁ ତାଙ୍କୁ ନିଶ୍ଚିତ ଭାବେ ବହୁତ ଲୋକ ମାନେ ନେଟ୍ ରେ ସର୍ଚ୍ଚ କରୁ ଥିଲେ ହେଲେ କହିବୁ କି କିମ୍ ଆମେରିକା ର ବର୍ତମାନ ସମୟ ରେ ବିପଦ ପୂର୍ଣ୍ଣ ସର୍ଚ୍ଚିଂ ସ୍ଥାନ ରେ ରହିଛନ୍ତି । ତେବେ ସେହିଥି ପାଇଁ କିମ୍ ଙ୍କ ଭଉଣୀ କଟ୍ରୀନା କର୍ଦଫାସିଆ ଙ୍କ ନାମ ବି ବିପଦ ସଂଙ୍କେତ ରେ ରହିଛି । ଏମାନଙ୍କ ନାମ କୁ ଆପଣ ମାନେ ଗୁଗୁଲ ରେ ସର୍ଚ୍ଚ କରିଲେ ଆପଣ ମାନଙ୍କ ଗୁଗୁଲ ଏକାଉଣ୍ଟ ଡିଲିଟି ହୋଇ ପାରେ ବା ଆପଣ ମାନେ ଗୁଗୁଲ ର ପଲିସୀ କୁ ଭାଙ୍ଗୁଛନ୍ତି ବୋଲି ପ୍ରାମାଣିତ କରା ଜାଇ ପାରେ ।

girll

ଦୁଇ ରେ ରହିଛନ୍ତି । ଆମେରିକା ର ଫେମସ୍ ସିଙ୍ଗର ଏଡଲ । ଏବଂ ବ୍ରିଟେନ ର କୋରଲିନ୍ ଙ୍କ ନାମ ରେ ବର୍ତମାନ ସମୟ ରେ ଗୁଗୁଲ ରେ ବିପଦ ପୂର୍ଣ୍ଣ ସଂଙ୍କେତ ରେ ରହିଛନ୍ତି । ସେହିଥି ପାଇଁ ଏବେ ଅଧିକାଂଶ ଲୋକ ମାନଙ୍କୁ ଏହି ମାନଙ୍କୁ କେବଳ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳୁଛନ୍ତି । ଏବଂ ସେଷ ରେ ରହିଛନ୍ତି ରୋଜ ବ୍ରାଇୟନ୍ । ଆପଣ ମାନେ ଏହି ମହିଳା ଙ୍କ ନାମ କୁ ସର୍ଚ୍ଚ କରିଲେ ଫସି ପାରନ୍ତି ।କାରଣ ତାଙ୍କର ବୟଫ୍ରେଣ୍ଡ କହିଛନ୍ତି କି । ଯେଉଁ ମାନେ ଏହି ମହିଳା ଙ୍କୁ ଗୁଗୁଲ ରେ ସର୍ଚ୍ଚ କରିବେ ସେ ତାଙ୍କ ନାମ ରେ କେସ୍ ପାଇଲ୍ କରିବେ ବୋଲି । ଏହା କେବଳ ଆମେରିକା ରେ ରହିଛି ନିୟମ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *