ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ମେ 1 ତାରିଖ ରେ ଘୃର୍ଣି ବଳୟର ଆଶଂକା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଘୃର୍ଣି ବଳୟ ର ଆସଂକା କରିଛି ସ୍କାୟ ମେଟ । ତେବେ ଏହି ଘୃର୍ଣ୍ଣି ଝଡ ସୃଷ୍ଟି ହେବା ଠାରୁ ଆଣ୍ଡାମାନ ରେ ପ୍ରବଳ ମାତ୍ରା ରେ ବର୍ଷା ହେବା ସହିତ ପ୍ରଚୁତ ପବନ ବହିବ । ଏହା ଅଧିକ ଘନିଭୂତ ହୋଇ ଆଗକୁ ବଢିବ । ହେଲେ ଗୋଟିଏ ଆସ୍ୱସ୍ଥୀ ର କଥା ହେଲା କି ଏହା ଭାରତୀୟ ଉପକୂଳ କୁ ଛୁଇଁବ ନାହିଁ । ଏହା ଭାରତ ଉପକୂଳ ଠାରୁ ଦୂରେଇ ଅତି ଭୟଙ୍କର ବାତ୍ୟା ର ରୂପ ନେଇ ମିଆମାର ଏବଂ ବାଙ୍ଗଲାଦେଶ ରେ ମାଡ ହେବ ଏବେ ଠାରୁ ଲେଣ୍ଡଫଲ ଉପରେ ପୂର୍ବାନୁମାନ କରି ନାହିଁ ସ୍କାୟ ମେଟ ।
ତଥାପି ମିଆମାର ର ୟଙ୍ଗଗୁଲ ଏବଂ ବାଙ୍ଗଲାଦେଶ ର ଛିଟକଙ୍ଗ ମଧ୍ୟ ରେ ଏହା ଲେଣ୍ଡ ଫଲ କରିବ ବୋଲି ଆଶଂକା ରହିଛି । ମାର୍ଚ୍ଚ ରୁ ଜୁନ ମାସ ପ୍ରାକ୍ ମୈସୁମୀ ର ସମୟ ଅଟେ ଏବଂ ଏହି ସମୟ ରେ ନିଶ୍ଚିତ ଭାବେ ବାତ୍ୟା ର ସମ୍ଭାବନା ରହି ଥାଏ । ତେବେ ଏହି ଦିନ ରେ ସ୍କାୟମେଟ ର କହିବା ଅନୁସାରେ ଏପ୍ରିଲ 27 ରେ ଗୋଟିଏ ଘୃର୍ଣ୍ଣି ବଳୟ ସୃଷ୍ଟି ହେବ ଏବଂ 28 ତାରିଖ ବେଳକୁ ଏହା ଲଘୁଚାପ ରେ ପରିଣତ ହେବ ।
29 ତାରିଖ ରେ ଏହ ଡିପରେସନ ଏବଂ 30 ତାରିଖ ରେ ବିଗ୍ ଡିପରେସନ୍ ର ରୂପ ନେଇ ମେ 1 ତାରିଖ ବେଳକୁ ଏହା ଘୃର୍ଣ୍ଣି ଝଡ ରେ ପରିଣତ ହେବ ବୋଲି କହିଛି । ଏପଟେ ବର୍ତମାନ ସମୟ ରେ କେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କୋରନା ରସ୍ଥିତି ରହିଛି ସେହି ପରି କ୍ଷେତ୍ର ରେ ଏହି ସମୟ ରେ ଆସୁ ଥିବା ଏହି ବାତ୍ୟା ନିଶ୍ଚିତ ଭାବେ ଆମ ମାନଙ୍କ ପାଇଁ ଗୋଟିଏ ଚେଲେଞ ରହିବ ବୋଲି ସ୍କାୟମେଟ କହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।