ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା , ଜାଣନ୍ତୁ କେବେ ହେବ ବାତ୍ୟା

baty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାଡିଆସୁଛି କି ଆଉ ଗୋଟିଏ ବିପଦ । କୋରନା ସମୟରେ ଓଡ଼ିଶା ବାସୀ ଙ୍କୁ ଘା଼ରିଛି ବାତ୍ୟା ଭୟ । ମେ 1 ରେ ବୋଙ୍ଗପ ସାଗର ରେ ସୃଷ୍ଟି ହୋଇ ପାରେ ଏକ ଲଘୁଚାପ । ଏହି ପରି ଅନୁମାନ କରିଛି ପାଣି ପାଗ ବିଭାଗ । ଜାହାକି 3 ତାରିଖରେ ଲେଣ୍ଡଫଲ କରିବ ବୋଲି ସେମାନେ କହିଛନ୍ତି । ଫନୀ ପରି ଏହା ବହୁତ ପରିମାଣ ରେ ଭୟଙ୍କର ହୋଇ ପାରେ ବୋଲି ଏହାକୁ କୁହାଯାଉଛିି । ଏହି ବିଷୟରେ ଜଣା ପଡିବା ପରେ ଆତଙ୍କିତ ହୋଇ ସାରିଛନ୍ତି ରାଜ୍ୟ ବାସୀ ।

cyc

ପାଣିପାଗ ବିଭାଗର କହିବା ଅନୁସାରେ ଏହି ସାଇକ୍ଲୋନ୍ ଟି ଭାରତୀୟ ଉପକୂଳ ଆଡକୁ ଆସି ପରେ ନଚେତ ମିଆମାର ଏବଂ ବାଙ୍ଗଲାଦେଶ ଅଭିମୂଖେ ଯିବ । ମେ 1 ତାରିଖ ଦିନ ରେ ଏହା ଆଣ୍ଡାମାନ ଠାରେ ଏହା ସାଇକ୍ଲୋନ ଜେନେସିସ୍ ହେବାର ଆଶଂକା ରହିଛି । ସେହି ପରି ବେଳେ ମେ 4 କିମ୍ବା 5 ରେ ମିଆମାର ଏବଂ ବାଙ୍ଗଲାଦେଶ ଲେଣ୍ଡ ଫଲ କରି ପାରେ ବୋଲି ପୂନେ ସ୍ଥିତ ଇଣ୍ଡିଆନ ଟ୍ରୋପିକାଲ ମେଟ୍ରୋଲଜି ଏହି ବିଷୟ ରେ କହିଛି । ତେବେ ସବୁ ସମୟ ରେ ସାଇକ୍ଲୋନ ଉତ୍ତର ଦିଗ କୁ ଗତି କରି ଥାଏ ବୋଲି ଏହା ଆଣ୍ଡାମାନ୍ ରୁ ସିଧା ମିଆମାର ରେ ଲେଣ୍ଡଫଲ ହୋଇ ପାରେ ବୋଲି ସେମାନେ କହିଛନ୍ତି ।

cycloneee12

ଏହି ପରି ବି କୁହାଯାଉଛି ଏହି ଲଘୁଚପ ଡିଫରେସନ ର ରୂପ ନେଇ ଏହା ସାଇକ୍ଲୋମିନ୍ ଷ୍ଟ୍ରୋମ୍ ର ରୂପ ନେଇ ପାରେ । ଫଳ ରେ ଓଡ଼ିଶା ଉପରେ ଏହାର ଏତେ ମାତ୍ରା ରେ ପ୍ରଭାବ ପଡିବ ନାହିଁ ବୋଲି ପୂର୍ବାନୁମାନ କରାଯାଉଛି । ହେଲେ ଏହାର ପ୍ରଭାବ ରେ ମେ 2 ତାରିଖ ରେ ଓଡ଼ିଶାା ର ବିଭିନ୍ନ ସ୍ଥାନ ରେ ବର୍ଷା ହେବାର ରହିଛି ।ଏଠାରେ ଓଡ଼ିଶାା ର ଖାସ୍ କିଛି ଜିଲ୍ଲା ମାନଙ୍କ ରେ ଏହି ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ଭଦ୍ରକ ଏବଂ ପୁରୀ ପରି ଜିଲ୍ଲା ରେ ଏହା ଅଧିକ ହେବ ବୋଲି ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *