ଚୁଲୁବୁଲି ନାୟିକା ‘ଏଲିନା’ ନିଜ ପରିବାର ସହ କେମିତି ସମୟ କାଟୁଛନ୍ତି ଦେଖନ୍ତୁ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟରେ କୋରନା ଭୁତାଣୁ କୁ ନେଇ କେମିତି ଭାବେ ପରିସ୍ଥିତି ହେବାରେ ଲାଗିଛି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଲୋକ ମାନଙ୍କ ମଧ୍ୟରେ ଭୟ ର ବାତାବରଣ ଦେଖିବା ପାଇଁ ମିଳୁ ଥିବା ବେଳେ ପ୍ରତ୍ୟେକ ଦିନ ଦେଶର ବହୁତ ଲୋକ ମାନେ ଏହି ଭାଇରସ ର ଶୀକାର ହେବାରେ ଲାଗିଛନ୍ତି । ସେମିତି ରେ ଏହା ପାଇଁ ବର୍ତମାନ ସମୟ ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦୁହେଁ ମିଶି କରି ବହୁତ ଗୁଡିଏ ଷ୍ଟେଫ୍ ନେବାରେ ଦେଖିବା ପାଇଁ ମିଳିଛନ୍ତି । ଏବଂ ଲୋକ ମାନଙ୍କୁ କେମିତି ଭାବେ ସଚେତନ କରି ହେବ ସେହି ବିଷୟ ରେ ସେମାନେ ବହୁତ ବଡ ବଡ ଲୋକ ତଥା ସେଲିବ୍ରେଟି ମାନଙ୍କୁ କହିବା ପାଇଁ ସେମାନେ ଅନୁରୋଧ କରୁ ଥିବା ବେଳେ ଏଠାରେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଏଲିନା ସାମନ୍ତରାୟ ବି ସେମିତି କିଛି କରୁ ଥିବାର ଦେଖିବା ପାଇଁ ମିଳିଥିଲେ ଯେଉଁ ଥିରେ ଲୋକ ମାନେ ବହୁତ ପରିମାଣ ରେ ପ୍ରତ୍ସାହିତ ହୋଇ ଥିଲେ । ଏବଂ ତାଙ୍କର ସେହି ସବୁ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା ।

arindam-jhilik

ତେବେ ଆମେ କହିବୁ ଏବେ ସେ ଏଲିନା ଘରେ ରହି କଣ କରୁଛନ୍ତି । ସୂଚନା ଅନୁସାରେ ସେ ନିଜର ଭଦ୍ରକ ସ୍ଥିତ ଗାଁ ରେ ରହିଛନ୍ତି । ଏବଂ ସେ ନିଜର ସୋସିଆଲ ମିଡ଼ିଆ ରେ ପ୍ରତ୍ଯେକ ଦିନ ଘରେ କଣ କରୁଛନ୍ତି ସେହି ବିଷୟ ରେ ଦେଖାଉଛନ୍ତି । ଯେମିତି କି ଘରେ ରୋଷେଇ କରିବା ରୋଙ୍ଗଲୀ ଆଙ୍କିବା , ପରିବାର ସହିତ ଲୁଡ ଖେଳିବା , ତଥା ତା ସହିତ ସେ ଫୋଟଗ୍ରାଫି ର ଇଚ୍ଛା ରଖିଛନ୍ତି । ସେହି ପରି ବେଳେ ସେ କହିଛନ୍ତି ଏବେ ସେ ଗାଁ ରେ ରହି ନିଜର ଲାଇଫ୍ କୁ ଏନଜୟ କରୁଛନ୍ତି ।

ତଥା ଏତେ କାମ ର ବ୍ୟସ୍ତତା ମଧ୍ୟ ରେ ସେ ବର୍ତମାନ ସମୟ ରେ ପରିିବାର ସହିତ ମିଶିବାର ସୁଯୋଗ କୁ ହାତ ଛଡା କରୁ ନାହାଁନ୍ତି । ଏବଂ କେବଳ ତାଙ୍କର ନୁହେଁ ସମସ୍ତ ଙ୍କ ପାଖରେ ବର୍ତମାନ ସମୟ ରେ ବହୁତ ଭଳ ଚାନ୍ସ ରହିଛି କି ସେମାନେ ଘରେ ରହି ନିଜର ପରିବାର ସହିତ ସମୟ କାଟନ୍ତୁ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *