SBI ରେ ଆକାଉଣ୍ଟ ଥିଲେ ଆପଣଙ୍କ ପାଇଁ ବଡ ଖବର , ନିଶ୍ଚିନ୍ତ ପଢନ୍ତୁ

big-news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ସକାଳେ ଆପଣ ମାନଙ୍କ ପାଇଁ କିଛି ବଡ ଖବର ରହିଛି ଜାହା ବିଷୟ ରେ ଆମେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବାକୁ ଆସିଛୁ । ତେବେ ଆଉ ଲେଟ୍ ନ କରି ଏହି ସବୁ ଖବର ବିଷୟରେ ଆପଣ ମାନଙ୍କୁ ଅବଗତ କରାଉଛୁ । ତେବେ ପ୍ରଥମ ଖବର ଟି ହେଲା ଯଦି କୋରନା ଭାଇରସ ରେ କୈଣସି ପୋଲିସ୍ ଅଧିକାରୀ ଙ୍କ ମୃତ୍ୟୁ ହୁଏ ତେବେ ମିଳିବ 50 ଲକ୍ଷ ଟଙ୍କା କୋରନା ରେ ମୃତ୍ୟୁ ବରଣ କରିଲେ 50 ଲକ୍ଷ ଟଙ୍କା ଅନୁକମ୍ପା ଏହି ନେଇ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ପରିପେକ୍ଷିରେ ମୂଖ୍ୟ ମନ୍ତ୍ରୀ ଙ୍କୁ କୃତଜ୍ଞ୍ୟତା ଜଣେଇଛନ୍ତତି ପୋଲିସ୍ ଡ଼ିଜି ଅଭୟ ।

naveen

ସେହି ପରି ଭାବେ ପୋଲିସ୍ କୁ ଫ୍ରଣ୍ଟଲାଇନ୍ ୱାର୍କର ଘୋଷଣା କରା ଜାଇ ଥିବା ବେଳେ ସେ ଏହି ସବୁ କୁ ନେଇ ମଧ୍ୟ କୃତଜ୍ଞ୍ୟତା ଜଣେଇଛନ୍ତି । ପୂର୍ବରୁ COVID 19 ରେ ନିଯଯୁକ୍ତି ରହି ଥିବା ଡାକ୍ତର ଏବଂ ସ୍ୱାସ୍ଥ କର୍ମି ଙ୍କୁ ମୃତ୍ୟୁ ହେଲେ 50 ଲକ୍ଷ ଟଙ୍କା ର ସହାୟତା ଘୋଷଣା ହୋଇ ଥିଲା ଏବଂ ଏବେ ପୋଲିସ୍ ମାନଙ୍କ ପାଇଁ ଏହା ଲାଗୁ ହୋଇଛି । ଏବଂ ଦ୍ୱତତୀୟ ନମ୍ବର ଟିି ହେଲା ଗୋଟିଏ ଫୋନ୍ କଲ୍ ରେ ଆପଣ ମାନଙ୍କ ଏକାଉଣ୍ଟ ହୋଇ ଯିବ ଖାଲି । ଏହି ପରିପେକ୍ଷି ରେ ଗ୍ରାହକ ଙ୍କୁ ଆଲର୍ଟ କଲା SBI କୋରନା ଭାଇରସ ରେ ଲକଡାଉନ୍ ଜାରୀ ହୋଇ ଥିବା ବେଳେ ଲୋକ ମାନେ ଘରେ ବସି ବ୍ୟଙ୍କ ସମ୍ମନ୍ଧିତ ରେ କାର୍ଯ୍ୟ କରୁଛନ୍ତି ।

ଅନ୍ୟ ପଟ ରେ ଏହି ଲକଡାଉନ୍ ମଧ୍ୟ ରେ ଫେକ କଲ୍ ଏବଂ ମେସଜ୍ ସଂଖ୍ୟା ବି ବଢିବାରେ ଲାଗିଛିି । ତେବେ ଏହି ସବୁ ଦୃଷ୍ଟି ରେ ରଖି SBI ନିଜର ଗ୍ରାହକ ଙ୍କୁ ଚେତାବନି ଦେଇଛି । ଏବଂ ସେ କହିଛି କି ସାଇବର କ୍ରାଇମ୍ କରୁ ଥିବା ଅପରାଧୀ ଲୋକଙ୍କୁ ଲୋଭ ନୀୟ ଅଫର ଦେଖେଇ ସେମାନଙ୍କ ଏକାଉଣ୍ଟ ରୁ ସବୁ ପଇସା ହଡପ କରି ଦେଉଛନ୍ତି । ସେମିତି ରେ SBI କହିଛି କି ଆପଣ ମାନଙ୍କୁ ଆରମ୍ଭ ରୁ 1800 କିମ୍ବା 1862 ନମ୍ବର ରୁ କଲ୍ ଆସୁଛି ତେବେ ସେମାନଙ୍କ ସହିତ କେବେ ବି କ୍ରେଡିଟ କାର୍ଡ ର ସଂମ୍ପର୍କ ରେ ବିବରଣୀ ଦିଅନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ବ୍ୟଙ୍କ ଏକାଉଣ୍ଟ ଖାଲି ହୋଇ ଯିବ ।

sbi

ଏବଂ ଆଉ ଗୋଟିଏ ଖବର ହେଲା କି ସାମ୍ବାଦିକ ମାନଙ୍କ ପାଇଁ କୋରନା ପ୍ୟକେଜ୍ ମୂଖ୍ୟ ମନ୍ତ୍ରୀ ଜଣେଇଲେ । ମହାମାରୀ ସଂଙ୍କ୍ରମଣ ସମୟ ରେ ଦିନ ରାତି ପରିଶ୍ରମ କରୁ ଥିବା ଏବଂ ଲୋକ ମାନଙ୍କ ନିକଟ ରେ ପ୍ରତ୍ୟେକ ଖବର ପହଁଚାଉ ଥିବା ସାମ୍ବାଦିକ ମାନଙ୍କ କୋରନା ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର କୁ 15 ଲକ୍ଷ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *