ଦେଖନ୍ତୁ ହିରୋଇନ ଭୂମିକା ବନେଇଲେ ଡାଲଗୋନା କଫି……। ଆଉ ତା ପରେ

bhumi

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ ।  ବର୍ତମାନ ସମୟ ରେ ପ୍ରତ୍ଯେକ ଦେଶ ବାସୀ ମାନେ ଏହି କୋରନା କୁ ନେଇ ବହୁତ ପରିମାଣ ରେ ଚିନ୍ତା ରହି ଥିବା ବେଳେ କେନ୍ଦ୍ର ସରକାର ଙ୍କ ନିଦ୍ଧେଶ କୁ କିଛି ଲୋକ ମାନେ ପାଳନ କରୁ ଥିବା ବେଳେ କିଛି ଲୋକ ମାନେ ଏମିତି ବି ରହିଛନ୍ତି ଯେଉଁ ମାନେ ଏହାକୁ ପାଳନ କରୁ ନାହାଁନ୍ତି । ସେମିତିରେ ଦେଶରେ ବର୍ତମାନ ସମୟରେ ଦେଶ ରେ ଏବଂ ରାଜ୍ୟ ରେ କୋରନା ରୋଗୀ ଙ୍କ ଚିହ୍ନଟ ହେବା ଆରମ୍ଭ ହୋଇ ସାରିଛି । ତେବେ ଇତି ମଧ୍ୟରେ ସରକାର ଙ୍କ ନିୟମ କ୍ରମେ ଘରେ ହିଁ ରହିବା ପାଇଁ ଆଦେଶ ଦିଆ ଯାଉଛି ଜାହାକି ଏହାର ଗୋଟିଏ ବହୁତ ବଡ ଔଷଧ ହେବ ।

bhumika

ସେମିତି ବେଳେ ଆମେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର କଥା କହିବା ତେବେ ବର୍ତମାନ ସମୟରେ ସବୁ ଅଭିନେତା ଏବଂ ଅଭିନେତ୍ରୀ ମାନେ ଘରେ ରହିଛନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଓଲିଉଡ ର ସବୁଠୁ ଚୁଲବୁଲୀ ଅଭିନେତ୍ରୀ ଭୂମିକା ଦାସ୍ ଙ୍କ ବିଷୟ ରେ ଆଜି ଆପଣ ମାନଙ୍କୁ କହିବୁ କି ସେ କେମିତି ଭାବେ ନିଜ ସମୟ କୁ ଘରେ ବିତାଉଛନ୍ତି ଏବଂ ସେ ଏହି ଦିନରେ ନିଜର ଫେନ୍ ମାନଙ୍କୁ କରି ଦେଖେଇ ଥିବା ସ୍ପେସିଆଲ ଡିସ୍ ବିଷୟ ରେ ବି ଆମେ ଆପଣ ମାନଙ୍କୁ ସୂଚନା ମଧ୍ୟ ଦେବୁ ।

କହିବା ପାଇଁ ଗଲେ ବର୍ତମାନ ସମୟରେ ଭୂମିକା ଲକ୍ ଡାଉନ୍ ସ୍ଥିତିରେ ଘରେ ରହୁ ଥିବା ବେଳେ ସଂଙ୍ଗୀତ ଅଭ୍ୟାସ ଏବଂ ତା ସହିତ ଘରେ ମାଆଙ୍କ ର ସେବା କରିବା ସହିତ ଘର ଲୋକ ମାନଙ୍କ ପାଇଁ ରୋଷେଇ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ । ଏଠାରେ ଏହି ଦିନରେ ଭୂମିକା ଙ୍କ ଗୋଟିଏ ଭିଡିଓ ଭାଇରଲ ହୋଇ ଥିଲା ଯେଉଁ ଥିରେ ସେ ଘର ଲୋକ ମାନଙ୍କ ପାଇଁ ଡାଲଗୋନା କଫି ତିଆରୀ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।

heroin

ତା ସହିତ ସେ ନିଜ ଫେନ୍ ଏବଂ ସାରା ଓଡ଼ିଶା ବାସୀ ଙ୍କୁ ବର୍ତମାନ ସମୟ ରେ କେମିତି ଭାବେ ସଚେତନ ରହି ହେବ ସେହି ବିଷୟ ରେ ଆଲୋଚନା କରୁ ଥିଲେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *