ଭୃସଙ୍ଗ ପତ୍ରର ଔଷଧୀୟ ଗୁଣ ..। ଜାଣିଲେ ଆପଣ ଆଜିଠୁ ଖାଇବା ଆରମ୍ଭ କରିଦେବେ

bhrusanga-leaf

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଭୃସଙ୍ଗ ପତ୍ରର ଔଷଧୀୟ ଗୁଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆଉ ମୋଟେ ବି ଲେଟ୍ ନ କରି ଆସନ୍ତୁ ଆରମ୍ଭ କରିବା ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

ଯଦି ଆପଣ ମାନେ ପ୍ରାକୃତିକ ଉପାୟ ରେ ନିଜର ଓଜନ କୁ ହ୍ରାସ କରିବା ପାଇଁ ଚାହାଁନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନେ ଏହି ଭୃସଙ୍ଗ ପତ୍ରର ବ୍ୟବହାର କରି ପାରିବେ । ଏହା ଆପଣ ମାନଙ୍କ ପାଇଁ ଚମତ୍କାରୀ ରୂପେ କାମ କରି ଥାଏ । ଶରୀର ରେ ରହି ଥିବା ଅଧିକ ଚର୍ବି କୁ ଆପଣ ମାନଙ୍କ ଦେହ ରୁ ସଂମ୍ପର୍ଣ୍ଣ ଭାବେ ବାହାର କରି ଦେଇ ଥାଏ । ଏବଂ ତା ଛଡା ଆପଣ ମାନଙ୍କର ହଜମ କ୍ରାୟା ମଧ୍ୟ ବହୁତ ଭଲ କରି ଥାଏ ।

bhrusanga

ବ୍ରଣ ର ସମସ୍ୟା ।

ଯଦି ଆପଣ ମାନଙ୍କ ଚେହେରା ରେ ବ୍ରଣ ର ସମସ୍ୟା କରିଛି । ତେବେ ଆପଣ ମାନେ ଏହି ଭୃସଙ୍ଗ ପତ୍ରର ବ୍ୟବହାର କରି ପାରିବେ । ବ୍ରାଣ ର ଉପଚାର ପାଇଁ ଆପଣ ମାନଙ୍କୁ ଭୃସଙ୍ଗ ପତ୍ରର ବ୍ୟବହାର ରାମବାଣ ଉପାୟ ଠାରୁ କିଛି ବି କମ୍ ନୁହେଁ । ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆପଣ ମାନଙ୍କ ଚେହେରା ଯଦି କୈଣସି ବି ପ୍ରକାରର ବ୍ରଣ କରି ଥାଏ । ତେବେ ହଳଦୀ ଏବଂ ଭୃସଙ୍ଗ ପତ୍ରର କୁ ପେଷ୍ଟ କରି ସେହି ସ୍ଥାନ ରେ ଲଗାନ୍ତୁ ଯେଉଁ ଠାରେ ବ୍ରଣ ହୋଇଛି । ତେବେ ଏମିତି କିଛି ଦିନ କଲେ ସଂମ୍ପର୍ଣ୍ଣ ଭାବେ ଭଲ ହେବ ।

ଉଜ୍ୱଳ ତ୍ୱଚ୍ଚା ପାଇଁ ।

ବହୁତ ମହିଳା ମାନେ ନିଜର ଉଜ୍ୱଳ ତ୍ୱଚ୍ଛା ପାଇଁ ବହୁତ ଚିନ୍ତା ରେ ରହି ଥାନ୍ତି । ହେଲେ ସେମାନେ କେବେ ଏହା ପାଇବାରେ ସଫଳ ହୋଇ ନଥାନ୍ତି । ସେମିତି ବେଳେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ କି । ଆପଣ ମାନେ ନିଜର ଉଜ୍ୱଳ ଏବଂ ଗୋରା ତ୍ୱଚ୍ଛା ପାଇବା ପାଇଁ ନିଶ୍ଚିତ ଭାବେ ଏହି ଭୃସଙ୍ଗ ପତ୍ରର ବ୍ୟବହାର କରି ପାରିବେ । ଏହାକୁ ବାସ୍ ବାଟି କରି କିଛି ପରିମାଣ ରେ ଟାଲକମ୍ ପାୱଡର କୁ ମିଶେଇ ନିଜର ଚେହେରା ରେ ଲଗାନ୍ତୁ । ଏବଂ 1 ଘଣ୍ଟା ପରେ ଥଣ୍ଡା ପାଣି ରେ ଧୋଇ ନିଅନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଚେହେରା କେମିତି ଭାବେ ଚମକୁଛି ।

curry-leaf

ସେହି ପରି ଭାବେ ଆପଣ ମାନେ ଯଦି ଏହି ପତ୍ର କୁ କ୍ଷୀର ସହିତ ମଶେଇ ଖାଇ ଥାନ୍ତି । ତେବେ ଆପଣ ମାନଙ୍କ କେଶ ପାଇଁ ବହୁତ ଉପକାରୀ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *