କରୋନା ସମୟରେ ହିରୋ ଅରିନ୍ଦମ କଲେ ଏହି ମହାନ୍ କାମ, ଦେଖିଲେ ଆପଣଙ୍କ ଛାତି ଗର୍ବରେ ଫୁଲି ଉଠିବ

ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ ସାରା ଓଡ଼ିଶା ଲକଡାଉନ ରେ ରହି ଅଛି ସେହି ପରି କ୍ଷେତ୍ରରେ ବର୍ତମାନ ସମୟ ରେ ବହୁତ ଲୋକ ମାନେ ଅସୁବିଧା ର ସାମ୍ନା କରୁଛନ୍ତି । ସେହି ପରି କ୍ଷେତ୍ର ରେ ଅନେକ ଡାକ୍ତର ଖାନା ରେ ରକ୍ତ ର ଅଭାବ ଦେଖିବା ପାଇଁ ମିଳିଛି । କେବେଳ ସେହିଥି ପାଇଁ ଓଡିଆ ଇଣ୍ଡଷ୍ଟ୍ରୀ ର ଅରବିନ୍ଦମ୍ ରୟ ଗୋଟିଏ ବ୍ଲଡ ଡୋନେସନ କେମ୍ପ କରି ଥିବା ବେଳେ ଲୋକ ମାନଙ୍କ ପାଖରୁ ବର୍ତମାନ ସମୟ ରେ ରକ୍ତ ସଂଗ୍ରହ କରୁଛନ୍ତି । ଏବଂ ତାହା ଡାକ୍ତର ଖାନା କୁ ଯୋଗେଇ ଦେଉଛନ୍ତି ।

arindamm

ଯଦି କୈଣସି ବ୍ୟକ୍ତିଙ୍କୁ ରକ୍ତ ର ଆବଶ୍ୟକ ପଡି ଥାଏ ।ତେବେ ସେହି ପରି ସମୟରେ ଏହି ରକ୍ତ କୁ ବ୍ୟବହାର କରା ଯିବ । ତେବେ ସେ ଏହି କେମ୍ପ ପକେଇବା ସହିତ କହିଛନ୍ତି କି । ଗୋଟିଏ ରକ୍ତ ବିନ୍ଧୁ କାହାର ବି ଜିବନ କୁ ବଞ୍ଚେଇ ଦେଇ ପାରେ । ତେଣୁ ଲକଡାଉନ୍ ସମୟ ରେ ଲୋକ ମାନେ ଘରେ ରହୁ ଥିବାରୁ । ସେମାନେ ରକ୍ତ ଦେବାକୁ ଡାକ୍ତର ଖାନା କୁ ଆସି ପାରୁ ନାହାଁନ୍ତି । ସେହି ପରି କ୍ଷେତ୍ର ରେ ଡାକ୍ତର ଖାନା ଗୁଡିକ ରେ ବହୁତ ରକ୍ତ ର ଅଭାବ ଦେଖିବା ପାଇଁ ମିଳିଛି । ସେମିତି ରେ ଆପଣ ମାନେ ଜାଣି ଥିବେ କେମିତି ଭାବେ ବର୍ତମାନ ସମୟ ରେ ପରିସ୍ଥିତି ରହିଛିି ।

arindam-jhilik

ଏବେ ଲୋକ ମାନେ ଘରୁ ପଦାକୁ କୁ ବାହାରିବା ପାଇଁ ଶହେ ଥର ଚିନ୍ତା କରିବା ପାଇଁ ପଡୁଛି । ସେମିତି କ୍ଷେତ୍ର ରେ ରକ୍ତଦାନ ବା କିଏ କରିବ । ସେହିଥି ପାଇଁ କେବଳ ଏବେ ସବୁ ଡାକ୍ତର ଖାନା ରେ ରକ୍ତ ର ଅଭାବ ଦେଖିବା ପାଇଁ ମିଳିଛି । ହେଲେ ଅରବିନ୍ଦମ୍ ରୟ କହିବା କଥା ଅନୁସାରେ ସେ ଏହି ଦିନ ରେ ଏମିତି ହିଁ ବ୍ଲଡ ଡୋନେସନ କେମ୍ପ କରି ଲୋକ ମାନଙ୍କୁ ମାଗଣା ରେ ବ୍ଲଡ ଯୋଗେଇ ଦେବେ ବୋଲି କହିଛନ୍ତି । ଆପଣ ମାନଙ୍କୁ ଅରବିନ୍ନମ୍ ରୟ ଙ୍କର ଏହି ମହାନ୍ କାମ କେମିତି ଲାଗୁଛିି ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣାନ୍ତୁ ।ହଁ ଆପଣ ମାନଙ୍କୁ ଆମର ଏମିତି ପୋଷ୍ଟ ଦେଖିବା ପାଇଁ ଆମର ଫେସବୁକ ପେଜ୍ କୁ ଲାଇକ୍ କରିବା ସହିତ ଆମର ପୋଷ୍ଟ କୁ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *