ରାନୀପଣ୍ଡାଙ୍କ ପରେ ଏମିତି ସାହାର୍ଯ୍ୟ କଲେ ଅରିନ୍ଦମ , ଲୋକ ପ୍ରଶମସା ନ କରି ରହି ପାରିଲେନି

arindamm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନ ରେ ଆପଣ ମାନେ ଜାଣି ଥିବେ କେମିତି ଭାବେ ଲକଡାଉନ୍ ର ସ୍ଥିତି ଚାଲିଛି ଏବଂ ସେହି ପରି କ୍ଷେତ୍ର ରେ ଓଲିଉଡ ସୁପର ଷ୍ଟାର ମିଷ୍ଟର ଅରବିନ୍ଦମ୍ ଏବେ କିଛି ନୂଆ ପ୍ରାୟସ ଆରମ୍ଭ କରିଛନ୍ତି । ଏବଂ ଏହା ସେ କଟକ ଠାରେ ହିଁ ପ୍ରୟାସ କରିଛନ୍ତି । ମାନେ ଏଠାରେ କଣ କରିଛନ୍ତି ନା ସେ ପୋଲିସ୍ ଭାଈ ଏବଂ ଭଉଣୀ ମାନଙ୍କ ପାଇଁ 500 ଟି ସେନିଟାଇଜର୍ ତିଆରୀ କରି ଛନ୍ତି ଗୋଟିଏ ଲେବ୍ ରେ । ତେବେ ସେହି ସେନିଟାଇଜର ବୋତଲ କୁ ସେ କଟକ ଡିସିପି ଅକ୍ଷିଳେଶ୍ୱର ସିହଂ କୁ ପ୍ରଦାନ କରିଛନ୍ତି ।

arindamm

ସେହି ପରି କ୍ଷେତ୍ର ରେ ଅରବିନ୍ଦମ୍ ଏହି ନେଇ କହିଛନ୍ତି କି ସେ ବହୁତ ବହୁତ ଧନ୍ୟବାଦ ଦେବେ କଟକ ଡିସିପି ଙ୍କୁ । ସେମାନେ ଏତେ ସମ୍ଭୋବ ଭାବେ ଏହାକୁ କୋଣ୍ଟ୍ରୋଲ କରିଛନ୍ତି । ଏବଂ ସେ ବି କଟକ ଭଳି ସ୍ଥାନ ରେ ଯେଉଁ ଭଳି ଭାବେ ଏଠାରେ ସଂଙ୍କ୍ରମଣ ହେବାର ବହୁତ ଆସଂକା ରହିଛି ହେଲେ ସେହି ଭଳି ସ୍ଥାନ ରେ ବି ସେମାନେ ଏହାକୁ ବହୁତ କମ୍ ସଂଖ୍ୟା ରେ ରଖି ପାରିଛନ୍ତି । ତେବେ ମତେ ଲାଗିଲା କି ଆମେ ଘରେ ରହି ବହୁତ ପରିମାଣ ରେ ସୁୁରକ୍ଷିତ ରହିଛୁୁ । ହେଲେ ସେମାନେ ସବୁ ସମୟ ରେ ଫିଲ୍ଡି ଉପରେ ହିଁ ରହିଛନ୍ତି । ଏବଂ ସେମାନଙ୍କର ଏକ୍ସପୋଜ ହେବାର ବହୁତ ପରିମାଣ ରେ ଡର ରହୁଛି ଏବଂ ସେହି ସିଚୁଏସନ୍ ରେ ସେନିଟାଇଜର ବି ଅଭାବ ବହୁତ ପରିମାଣ ରେ ରହିଛି ।

arindam-jhilik

ତେବେ ଏଠାରେ ଥିବା ସୈଜନ୍ୟ ସାଇନ୍ସ କଲେଜ୍ ଲ୍ୟବ୍ ରେ ଏହି ସେନିଟାଇଜର କୁ ତିଆରୀ କରିବାର କାମ କୁ କରା ଜାଇ ଥିଲା । ଏବଂ ଆମେ ଆଜି ଏହାକୁ ଡିସିପି ଙ୍କୁ ହେଣ୍ଡ ଅଭର କରିଛୁ । ତେବେ ସେମାନେ ସୁରକ୍ଷିତ ରହିଲେ ହି ଆମର ସୁରକ୍ଷା କରି ପାରିବେ ବୋଲି ଆମର ଆଶା । ତେବେ ଏହି ପରି କାର୍ଯ୍ୟ ଉପରେ ଆପଣ ମାନଙ୍କର ମତ କଣ ରହିଛି ଆମକୁ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *