ଶାଶୁ ଘରେ ଏମିତି ଚଳୁଛନ୍ତି ପ୍ରଦିପ ମହାରଥୀଙ୍କ ଝିଅ ପଲ୍ଲବୀ , ଦେଖନ୍ତୁ

ardh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଟିତ ଭାବେ ଜାଣି ଥିବେ ଏହି ଦିନରେ ଲୋକ ପ୍ରିୟ ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ପିପିଲୀ ବିଧାୟକ ଙ୍କ ଝିଅ ପଲ୍ଲବୀ ଙ୍କ ର ବିବାହ ହୋଇ ଥିଲା । ତେବେ ସେହି ପରି କ୍ଷେତ୍ର ରେ ଏହି ବିବାହ ଉତ୍ସବ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବହୁତ ଜଣା ସୁଣା ଅଭିନେତା ଏବଂ ଅଭିନେତ୍ରୀ ତଥା ପଲିଟିକାଲ କ୍ଷେତ୍ର ରୁ ବହୁତ ଜଣା ସୁଣା ବ୍ୟକ୍ତି ମାନେ ଯୋଗ ଦାନ କରି ଥିବାର ମଧ୍ୟ ଏଠାରେ ଦେଖିବା ପାଇଁ ମିଳି ଥିଲା ।

ardhen

ଏମିତି ରେ ଏହି ଦିନ ର କଥା କହିବା ପାଇଁ ଗଲେ ଏହି ଦୁଇଟି ଯୋଡି ମାନେ ଏହି ଦିନରେ ନିଜର ବିବାହ କୁ ନେଇ ସୋସିଆଲ ମିଡ଼ିଆରେ ବି ବହୁତ ପରିମାଣ ରେ ଏକ୍ଟିଭ୍ ରହି ଥିବା ବେଳେ ସେମାନେ ପ୍ରତ୍ଯୋକ ମୁହୁର୍ତର ଫୋଟ ଏବଂ ଭିଡିଓ କୁ ସେୟାର କରୁଛନ୍ତି । ସେମିତି ରେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ଭାରତ ରେ ଲକ୍ ଡାଉନ୍ ର ମୂହୁର୍ତ୍ତ ରହି ଥିବା ବେଳେ ଏବେ ଆମର ଏହି ୟୋଡି ମାନେ କଣ କଣ କରୁଛନ୍ତି । ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ।

ତେବେ ସୂଚନା ଅନୁସାରେ ଏହି ଦିନ ରେ ଅର୍ଦ୍ଧେନ୍ଦୁ ଏବଂ ପିପିଲୀ ବିଧାୟକ ଙ୍କ ଝିଅ ପଲ୍ଲବୀ ପୋଲସରା ମାନେ ନିଜ ଶାଶୁ ଘରେ ରରହୁଛନ୍ତି । ଏବଂ ସେଠାରେ ସେ ବହୁତ ଖୁସି ରେ ରହି ଥିବାର ମଧ୍ୟ ସୂଚନା ରହିଛି । ତଥା ଗତ କାଲି ସେ ନିଜର ଶାଶୁ ସଶୁର ଙ୍କୁ ଗୁପଚପ୍ କରି ଖୁଆଇ ଥିବାର ଜଣା ପଡିଛି । ଏହି ସମୟ ର ଭିଡ଼ିଓ ବି ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥିଲେ । ତଥା ଏହା ପୋଷ୍ଟ କରିବା ମାତ୍ରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଜାଇ ଥିଲା ।

ardhendu

ଆପଣ ମାନଙ୍କୁ ଏହି ଦୁଇ ଯୋଡି ମାନେ ଅର୍ଦ୍ଧେନ୍ଦୁ ଏବଂ ପିପିଲୀ ବିଧାୟକ ଙ୍କ ଝିଅ ପଲ୍ଲବୀ ଙ୍କ ଯୋଡି କେମିତି ଲାଗୁଛି ତେବେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣେଇବା ପାଇଁ ଭୁଲିବେ ନାହିଁ । ଏହା ସେହି ପ୍ରତି ଦିନ ଓଡିଆ ସିରିଏଲ ଏବଂ ଫିଲ୍ମ ଜଗତ ର ଖବର ଜାଣିବା ପାଇଁଁ ଆମ ପାଖରେ ଯୋଡି ରୁହନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *