ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ସମୟରେ କେଉଁ ପରି ଭାବେ କୋରନା କୁ ନେଇ ଭୟ ବଢି ବଢି ଚାଲିଛି ।ଏହି ବିଷୟରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ସେହି ବେଳେ ବର୍ତମାନ ସମୟରେ ସାରା ବିଶ୍ୱ ଏହି ମହାମାରୀ ସହିତ ଲଢେଇ କରୁଛି । ଏମିତି ବେଳେ ଲୋକ ମାନଙ୍କ ମଧ୍ୟ ଅଧିକ ଛନ୍କା ଏଥି ପାଇଁ ପସିଛି କି ବର୍ତମାନ ସମୟରେ ଭାରତ ରେ ଯେଉଁ ପରି ଭାବେ ଏହି କୋରନା ର କେସ୍ ବଢି ବଢି ଚାଲିଛି । ଏବଂ ଏବେ ଏହା ଦ୍ବୀତୀୟ ଷ୍ଟେଜ୍ ରେ ରହି ଥିବା ବେଳେ 14 ହଜାରୁ ଅଧିକ ଲୋକ ମାନେ ଏହି ଥିରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ଓଡ଼ିଶା ରେ ବି ସେମିତି ହିଁ କିଛି ପରିସ୍ଥିତି ରହିଛି ।
ତେବେ ଏହି କିଛି ଦିନ ତଳେ ଏହା ସଂଖ୍ୟା କମ୍ ରହି ଥିବା ବେଳେ ଓଡ଼ିଶା ରେ ଏବେ 60 ରୁ ଅଧିକ ହୋଇ ସାରିଛି । ସେହି ପରି କ୍ଷେତ୍ର ରେ ଲୋକ ମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କାରାଯାଉଛି । ତେବେ ସେମିତି ବେଳେ ଆମର ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ନିଜର ଅନୁଭୂତି କୁ ସେୟାର କରିଛନ୍ତି । ଆମେ ଆଜି ଆପଣ ମାନଙ୍କୁ ବର୍ତମାନ ସମୟରେ ଘରେ ରହି ତାଙ୍କର ଅନୁଭୂତି କଣ ରହିଛି ସେହି ବିଷୟ ରେ କହିବୁ । ସେ କହିଛନ୍ତି କି ବର୍ତମାନ ସାରା ଦେଶ ରେ ଲକ୍ ଡାଉନ୍ ମୁଁ ବି ଲକଡାଉନ୍ । ଏବେ ପୂରା ଘର ମଧ୍ୟରେ କିନ୍ତିୁ ଏହି ସମୟରେ ସେ କେମିତି ନିଜର ସମୟ କୁ କାଟୁଛନ୍ତି ।
କହିବା ପାଇଁ ଗଲେ ସେ ମେସ୍କିମମ୍ ଟାଇମ୍ ତାଙ୍କରଭାଇଙ୍କ ଝିଅ ଅଭିସ୍କାରିକା ମହାନ୍ତି ଙ୍କ ସହିତ ସମୟ କାଟୁଛନ୍ତି । ଏବଂ ତା ସହିତ ୱାର୍କ ଆଉଟ ବି କରୁଛନ୍ତି । ଏବଂ ଯେତେ ବେଳେ ବି ଟାଇମ୍ ମିଳୁଛି ,ସେହି ସମୟ ରେ ରୋଷେଇ କରୁଛନ୍ତି । ନିଜକୁ ଖାଇବା ପାଇଁ ଭଲ ଲାଗେ ଏବଂ ଖୁଆଇବା ପାଇଁ ବି ଭଲ ଲାଗେ । ଏବଂ ଘରେ ରହି କରି ମୁଁ ଭାଇଜାନ୍ ଙ୍କର ଫିଲ୍ମ ଏବଂ ଗୀତ କୁ ଦେଖୁଛି ବୋଲି ସେ କହିଛନ୍ତି। ଏବଂ ଘରେ ରହି ମୋର କୋନସିକୁୟେନ୍ସ ଙ୍କ କଥା ବୁଝି ପାରୁଛି ।
ସେହି ପରି ବେଳେ ଆପଣ ମାନେ ଯଦି ଘରେ ବୋର ହେଉଛନ୍ତି ତେବେ ଗୋଟେ କାମ କରନ୍ତୁ ଟିକଟକ୍ ରେ ହେଉ ବା କୈଣସି ଆପଣ ମାନେ ଇୟୁନିକ୍ ଭିଡ଼ିଓ କୁ ଆପଣ ମାନେ ତିଆରୀ କରନ୍ତୁ । ତଥା ସେହି ପରି ବେଳେ ସେ ଲୋକ ମାନଙ୍କୁ ଏହି ଅନୁରୋଧ କରିଛନ୍ତି । ଆପଣ ମାନେ ବି ମୋ ପରି ଗୋଟେ ଗୋଟେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତୁ । ଯେମିତି କୋରନା ପରି ମହାମାରୀ କୁ ଆମ ଓଡ଼ିଶା ରେ ଆଉ ବଢିବା ପାଇଁ ଦେବା ନାହିଁ । ତେବେ ଆଶା କରୁଛି ଆପଣ ମାନେ ବି ଏହି ଚେଲେଞ କୁ ଏକ୍ସେପ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।