ଏହି ୩ ଟି କଥା ଜାଣିଯିବ ଯଦି ଦୁନିଆର ସମସ୍ତେ ତୁମକୁ ପାଇବା ପାଇଁ ପାଗଳ ହେବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯିଏ ଛାଡି ଦେଇ ଥିଲା ମୋର ଖରାପ ସମୟ ଦେଖି ରାଣ ଖାଉଛି ଏମିତି ସମୟ ଆଣିବି ସେ ଦେଖା କରିବା ପାଇଁ ତଡପିବ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି କଥା କହିବା ପାଇଁ ଚାହିଁବୁ ଯିଏ ଆପଣଙ୍କୁ ପସନ୍ଦ କରୁ ନାହିଁ ବା ଯିଏ ଆପଣଙ୍କୁ ଛାଡି ଚାଲିଜାଇଛି । ଏହି ତିନିଟୋ କାମ ପରେ ସମସ୍ତେ ଆପଣ ମାନଙ୍କୁ ଦେଖା କରିବା ପାଇଁ ପାଗଳ ହେବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

dibyaaa

ପ୍ରଥମେ ରହିଛି କାହାକୁ ବି ଅଧିକ ଭେଲ୍ୟୁ ଦେବ ନାହିଁ । ଯଦି ତୁମେ କାହାକୁ ଅଧିକ ବି ଭେଲ୍ୟୁ ଦେଇ ଥାଅ । ତେବେ ସେ ତୁମକୁ ମୂର୍ଖ ଭାବେ । ବହୁତ ସମୟରେ ଆମେ ସାମ୍ନା ବାଲା କୁ ବହୁତ ଅଧିକ ଭେଲ୍ୟୁୁ ଦେଇ ଥାନ୍ତି ।ଜାହାର ଫାଇଦା ସେମାନେ ଉଠେଇ ନେଇ ଥାନ୍ତି । ତେବେ କେବେ ବି ଆପଣ ମାନେ ଏହି କାମ କୁ କୈଣସି ସହିତ କରନ୍ତୁ ନାହିଁ ।

ଦୁଇ ରେ ରହିଛି କାହାଠୁ କେବେ ବି କିଛି ଆଶା କର ନାହିଁ । ଆମ ଜିବନରେ ବହୁତ ଏମିତି ସମୟ ଆସି ଥାଏ ଯେଉଁ ଠାରେ ଆମକୁ କାହାଠୁ ସାହାଯ୍ୟ ଦରକାର ପଡେ ସେହି ସମୟରେ ସମସ୍ତେ ଦୂରେଇ ଜାଇ ଥାନ୍ତି। ଯଦି ତୁମେ କାହାଠୁ କିଛି ଆଶା ରଖିଛ କି ସେ ଏହି ସବୁ କାମ କୁ ତୁମ ପାଇଁ କରିବେ ତେବେ ସେ କିଛି ବି କରିବେ ନାହିଁ । ସେହି ପରି ବେଳେ ଆପଣଙ୍କ ହୃଦୟଯିଏ ବି ଭାଙ୍ଗିଛି ତାକୁ କେବଳ ଏହି କଥା ଟି କୁହ କେହି ବି ସାଥି ରେ ରୁହ ନ ରୁହ ଚାଲିବା ମତେ ଆସିଛି । ଏବଂ ଜେଲେସି ବି ମତେ ଆସିଛି । ସବୁ ବେଳେ ନିଜ ଦମ୍ ରେ ହିଁ ବଞ୍ଚ ଦୁନିଆଁ ତୁମକୁ ବହୁତ ସଲାମ୍ କରିବ ।

rani

ଏବଂ ସେଷ ରେ ଜାହା ରହିଛି ସବୁ ଦିନ କିଛି ନା କିଛି ସିଖ । ତେବେ ଯେଉଁ ମାନେ ତୁମ ର ମଜାକ ଉଡାଉଛନ୍ତି ସେମାନେ ଏହା କରିବାର ସାହାସ ବି କରିବେ ନାହିଁ । ଜାହା ପାଖରେ ଆଜିର ସମୟରେ ଟଙ୍କା ଥାଏ ନା ତା ପାଖରେ ସମସ୍ତେ ମୁଣ୍ଡ ପତାନ୍ତି ।ତେବେ ସବୁ ବେଳେ ଅଧିକ ଟଙ୍କା ଆୟକର ଦେଖିବେ ତୁମ ପାଖରୁ ଯେଉଁ ମାନେ ଛାଡି ଜାଇଛନ୍ତି ସେମାନେ ପୁଣି ଆସିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *