ବିବାହ ପରେ ପରେ ଦିଅରଙ୍କ ସହ ଏମିତି କାମ କଲେ ଝିଲିକ୍

jhhi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟର ପରିସସ୍ଥିତି ବିଷୟରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଅବଗତ ରହି ଥିବ । ତେବେ ସେହି ପରି କ୍ଷେତ୍ର ରେ ଏହି ଦିନ ରେ ଲକ୍ ଡାଉନ୍ ର ସମୟ ସୀମା ପୁଣି ଥରେ ବଢିବା ପରେ ଲୋକ ମାନଙ୍କ ମଧ୍ୟ ରେ ଗୋଟିଏ ପ୍ରକକାରର ବ୍ୟସ୍ତତା ମଧ୍ୟ ଦେଖିବା ପାଇଁ ମିଳୁଛି । ସେମିତିରେ ଆମ ଓଲିଉଡ କଳାକାର ମାନେ ବି ଘରେ ରହି ଏହି ଲକ୍ ଡାଉନ୍ ର ସଂମ୍ପର୍ଣ୍ଣ ଭାବେ ସମର୍ଥନ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି । ଆଜି କାଲି ଓଲିଉଡ ର ସବୁ କଳାକାର ମାନେ ଘରେ ରହି ରାନ୍ଧିବା ପାଇଁ ଇଚ୍ଛା କରୁଛନ୍ତି । ଏବଂ ସେହି ଭିଡ଼ିଓ କୁ ସେମାନେ ସୋସିଆଲ ମିଡ଼ିଆ ରେ ଛାଡୁ ଥିବା ବେଳେ ଏହି ଦିନ ରେ ନୂତନ ଭାବେ ବିବାହିତ କରି ଥିିବା ଅଭିନେତ୍ରୀ ଝିଲ୍ଲୀକ୍ କିଛି ନିଆରି ଭାବେ ସୋସିଆଲ ମିଡ଼ିଆ ରେ ଭାଇରଲ କରେଇ ଥିବାର ଦେଖିବା ପାଇଁ ମିଳିଛନ୍ତି

jhilik

ଯେମିତି କି ଆପଣ ମାନେ ଜାଣି ଥିବେ ଝିଲ୍ଲୀକ୍ ଙ୍କୁ ସବୁ ସମୟ ରେ କକୁର ଙ୍କୁ ବା ଯେକୈଣସି ପେଟ୍ କୁ ଖାଦ୍ୟ ଖୁଆଇବା ବହୁତ ପରିମାଣ ରେ ପସନ୍ଦ ହୋଇ ଥାଏ । ସେମିତି ରେ ଆଗରୁ ବି ଥରେ ଏହି ପରି ଭାବେ କୁକୁର କୁ ଖାଦ୍ୟ ଖୁଆଇ ଥିଲେ ଏବଂ ଚର୍ଚ୍ଚା ରେ ରହି ଥିଲେ ସେମିତି ଗତ କାଲି ଝିଲ୍ଲୀକ୍ ଶାଶୁ ଘରେ ରହି ନିଜଜର ଦେଉର ଙ୍କ ସହିତ ମିଶି କରି ସାଧାରଣ ବୁଲା କୁକୁର ଙ୍କୁ ଖାଦ୍ୟ ଦେଉଥିବାର ଦେଖିବା ପାଇଁ ମିଳି ଥିଲେ ।

jhillikk

ଏହାକୁ ନେଇ ଝିଲ୍ଲୀକ୍ ବର୍ତମାନ ସମୟ ରେ ପୁଣି ଥରେ ଚର୍ଚ୍ଚା କୁ ଆସି ସାରିଛନ୍ତି । ଏବଂ ଏବେ ତାଙ୍କୁ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ପ୍ରଶଂସା ମିଳୁ ଥିବାର ଦେଖିବା ପାଇଁ ମିଳିଛି । ଗତ କାଲି ତାଙ୍କର ବାସ ଭବନ ରେ ଏମିତି ଗୋଟିଏ ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *