ବାହାଘର ପରେ ଝିଲ୍ଲୀକ ଙ୍କ ଜୀବନରେ ଆସିଗଲା ବୋହୁତ ବଡ ଦୁଃଖ

jhillllikkk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ସୁକିନ୍ଦା ର ବିଧାୟକ ପ୍ରତୀରଂଞନ ଘଡେଇ ଙ୍କୁ ଝିଲ୍ଲୀକ୍ ବିବାହ କରି ଥିଲେ । ଏବଂ ପରେ କିଛିି ଦିନ ସୁଖ ରହି ଥିବା ବେଳେ ବର୍ତମାନ ସମୟ ରେ ତାଙ୍କ ଜିବନ ରେ ଗୋଟିଏ ବହୁତ ବଡ ଦୁଖଃ ଦେଖିବା ପାଇଁ ମିଳିଛି । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ।

jhillikk

ତେବେ ଆପଣ ମାନେ ଯଦି ଝିଲ୍ଲୀକ୍ ଙ୍କ ବହୁତ ବଡ ଫେନ୍ ଅଟନ୍ତି । ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ସେ ହେଲେ ଜଣେ ପଶୁ ପ୍ରେମୀ ସେହିଥି ପାଇଁ ସେ ଏହି ଦିନ ରେ ତିନୋଟି କୁକୁର କୁ ନିଜ ପାଖରେ ରଖିଛନ୍ତି । ଏପଟେ ସାରା ଦେଶରେ କରୋନା ର ଲକଡାଉନ୍ ହେଉ ଥିବା ବେଳେ ବହୁିତ ପଶୁ ପକ୍ଷୀ ମାନେ ଖାଇବା ପାଇଁ ପାଉ ନାହାଁନ୍ତି । କେବଳ ସେହିଥି ପାଇଁ ଓଡିଆ ଇଣ୍ଡଷ୍ଚ୍ରୀ ର ଚୁଲବୁଲୀ ନାୟିକା ଝିଲ୍ଲୀକ୍ ବୁଲା କୁକୁର ମାନଙ୍କୁ ଖାଇବା ପାଇଁ ଦେଉ ଥିଲେ । ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା ।

jhili

ଗତ କାଲି ଅଭିନେତ୍ରୀ ଝିଲ୍ଲୀକ୍ ଙ୍କ ତିନୋଟି ପୋଷା କୁକୁର ଙ୍କ ମଧ୍ୟ ରୁ ଗୋଟିଏ ପୋଷା କୁକୁର ମୃତ୍ୟୁ ବରଣ କରିଛି । ଏହା ସହିତ ଅଭିନେତ୍ରୀ ଝିଲ୍ଲୀକ୍ ବହୁତ ଭାଙ୍ଗି ପଡିବା ସହିତ ବହୁତ ଦୁଖଃ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହି କୁକୁର ଟି ତାଙ୍କ ପାଖରେ ଦୁଇ ବର୍ଷ ହେବ ରହୁ ଥିଲା । ସେ ତାକୁ ବହୁତ ଭଲ ପାଆନ୍ତି ହେଲେ କୈଣସି ଏକ କାରଣ ରୁ ସେ ଗତ କାଲି ମୃତ୍ୟୁ ବରଣ କରିଛି । ତେବେ ତାଙ୍କର ପୋଷା କୁକୁର ଙ୍କ ଆତ୍ମା ର ସଦଗତି ପାଇଁ ସେ ଗଚ କାଲି ଭଗବାନ ଙ୍କ ପାଖରେ ବିନୋତି କରିଛନ୍ତି । ଆପଣ ମାନଙ୍କୁ ପଶଶୁ ପକ୍ଷୀ ମାନେ କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଭାବେ ଜଣାନ୍ତୁ । ଏବଂ ଏହା ସହିତ ଆପଣ ମାନଙ୍କ ଘରେ ନିଜ ଘରେ କେଉଁ ପଶୁ ପକ୍ଷୀ କୁ ରଖିଛନ୍ତି ସେହି ବିଷୟ ରେ ଜଣାନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *