ଘରେ ପିଲାଙ୍କୁ ପଢାନ୍ତୁ ପାଠ , ଏମିତି କରନ୍ତୁ ବହି ଡାଉନଲୋଡ

sahitya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ତ ସମସ୍ତେ ଜାଣିଛନ୍ତି ଏବେ କୋଉଁ ଭାବେ ଲକଡାଉନ୍ ହେଉଛି । ଜାହା ଫଳ ରେ ପିଲା ମାନଙ୍କ ପାଠ ପଢା ରେ ବହୁତ କିଛି ଅସୁବିଧା ହେବାରେ ଲାଗିଛି । ଏବଂ ତା ପରେ ଆପଣ ମାନେ ଏହି କଥା କୁ ନିଶ୍ଚିତ ଭାବେ ଜାଣି ଥିବେ ଏହି ଦିନରେ ପାଠ ପଢା କୁ ନେଇ ମୂଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ସ୍କୁଲ ଏବଂ କଲେଜ୍ ସବୁ 17 ଜୁନ୍ କୁ ଖୋଲିବ । ସେହି ପରି କ୍ଷେତ୍ର ରେ ଏହି ଦିନ ରେ ସରକାର ଙ୍କ ପକ୍ଷ ରୁ ଏହି ବିଷୟ କୁ ନେଇ ଆଲୋଚନା ହୋଇ ଥିଲା ଏବଂ ଜୁନ୍ 17 ପର୍ଯ୍ୟନ୍ତ ପିଲା ମାନେ କେମିତି ଭାବେ ପାଠ ପଢିବେ ସେହି ସବୁ ନଜର ରେ ରଖି ସରକାର ନେଇ ଆସିଛନ୍ତି ।

8-class-book

ଯେଉଁ ସବୁ ନୂଆ ବହି ଗୁଡିତ ଲଞ୍ଚ ହୋଇଛି ତାହାକୁ ଆପଣ ମାନେ ଚାହିଁଲେ ନିଶ୍ଚିତ ଭାବେ ଅନଲାଇନ୍ ରୁ ଡାଉନଲୋର୍ଡ କରି ପାରିବେ । ହଁ ଆପଣ ମାନଙ୍କୁ କହିବୁ ଏହା ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହି ଥିବାର ଦେଖିବା ପାଇଁ ମିଳିଛି । ତେବେ ଆମେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ କପରି ଡାଉନ୍ କରି ପାରିବେ ଏହି ବହୀ କୁ ଆସନ୍ତୁ ଜାଣିବା । ସେମିତି ରେ ଆପଣ ମାନଙ୍କୁ ଏଠାରେ କିଛି ବି କଷ୍ଟ କରିବା ପାଇଁ ପଡିବ ନାହିଁ । ବାସ୍ ଆପଣ ମାନଙ୍କୁ ଏଠାରେ କଣ କରିବା ପାଇଁ ଆମେ ଯେଉଁ ୱେବସାଇଟ୍ ଦେଉଛୁ ସେହି ଥିରେ କ୍ଲିକ୍ କରନ୍ତୁ ଏବଂ ବହୀ ଡାଉନଲୋର୍ଡ କରନ୍ତୁ ।

8class

http://opepa.odisha.gov.in/website/e-textbook.aspx ତେବେ ଆପଣ ମାନେ ଏହି ଲିଙ୍କ୍ ରେ ଜାଇ ନିଶ୍ଚିତ ଭାବେ ଆମର ଓଡିଆ ର ପ୍ରଥମ ରୁ ଅଶ୍ଟମ ଶ୍ରେଣୀ ର ବହୀ ଆପଣ ମାନଙ୍କୁ ଏଠାରେ ମିଳି ଜାଇ ପାରିବ । ତଥା ଏଠାରେ ଆପଣ ମାନଙ୍କୁ 66 ଟି ବହୀ ମିଳି ଜାଇ ପାରିବ । ତଥା ଆପଣ ମାନେ ଯଦି ପ୍ରାଇଭେଟ୍ ସ୍କୁଲ ରେ ବି ପଢନ୍ତି ତେବେ ଆପଣ ମାନଙ୍କୁ ଏଠାରେ ବହୀ ମିଳି ପାରିବ । ତେବେ ଆପଣ ମାନେ ଯଦି ଜଣେ ଛାତ୍ର ତେବେ ଆପଣ ମାନେ ଆଉ ଡେରୀ ନ କରି ଏହି ବହୀ କୁ ଡାଉନ ଲୋର୍ଡ କରନ୍ତୁ ଜାହା ସରକାର ଙ୍କ ଦ୍ୱାରା ପ୍ରସାରିତ କରା ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *